Jeremiah 31:31
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଯେତବେେଳେ ଆମ୍ଭେ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିଯମ ସ୍ଥାପନ କରିବା।
Jeremiah 31:31 in Other Translations
King James Version (KJV)
Behold, the days come, saith the LORD, that I will make a new covenant with the house of Israel, and with the house of Judah:
American Standard Version (ASV)
Behold, the days come, saith Jehovah, that I will make a new covenant with the house of Israel, and with the house of Judah:
Bible in Basic English (BBE)
See, the days are coming, says the Lord, when I will make a new agreement with the people of Israel and with the people of Judah:
Darby English Bible (DBY)
Behold, days come, saith Jehovah, that I will make a new covenant with the house of Israel and with the house of Judah:
World English Bible (WEB)
Behold, the days come, says Yahweh, that I will make a new covenant with the house of Israel, and with the house of Judah:
Young's Literal Translation (YLT)
Lo, days are coming, an affirmation of Jehovah, And I have made with the house of Israel And with the house of Judah a new covenant,
| Behold, | הִנֵּ֛ה | hinnē | hee-NAY |
| the days | יָמִ֥ים | yāmîm | ya-MEEM |
| come, | בָּאִ֖ים | bāʾîm | ba-EEM |
| saith | נְאֻם | nĕʾum | neh-OOM |
| Lord, the | יְהוָ֑ה | yĕhwâ | yeh-VA |
| that I will make | וְכָרַתִּ֗י | wĕkārattî | veh-ha-ra-TEE |
| new a | אֶת | ʾet | et |
| covenant | בֵּ֧ית | bêt | bate |
| with | יִשְׂרָאֵ֛ל | yiśrāʾēl | yees-ra-ALE |
| the house | וְאֶת | wĕʾet | veh-ET |
| Israel, of | בֵּ֥ית | bêt | bate |
| and with | יְהוּדָ֖ה | yĕhûdâ | yeh-hoo-DA |
| the house | בְּרִ֥ית | bĕrît | beh-REET |
| of Judah: | חֲדָשָֽׁה׃ | ḥădāšâ | huh-da-SHA |
Cross Reference
Ezekiel 37:26
ଏବଂ ମୁଁ ସମାନଙ୍କେ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସମାନଙ୍କେ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହବେ। ଏବଂ ମୁଁ ସମାନଙ୍କେୁ ବସାଇବି ଓ ବଢ଼ାଇବି। ଆଉ ସମାନଙ୍କେ ମଧିଅରେ ସଦାକାଳ ମୁଁ ଆପଣା ପବିତ୍ରସ୍ଥାନ ସ୍ଥାପନ କରିବି।
Hebrews 10:16
ପ୍ରଭୁ କହିଲେ, ଭବିଷ୍ଯତ ରେ ମାେ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ହୃଦୟ ରେ ରଖିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ମନ ରେ ଲେଖିବି। ୟିରିମିୟ 31:33
Jeremiah 32:40
ପୁଣି ସମାନଙ୍କେର ମଙ୍ଗଳ ପାଇଁ ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ଯସ୍ଥାଯୀ ନିଯମ ସମାନଙ୍କେ ସଙ୍ଗେ କରିବା। ସମାନେେ ଯେପରି ଆମ୍ଭଠାରୁ ଦୂ ରଇେ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷଯକ ଭୟ ସମାନଙ୍କେ ଅନ୍ତର ରେ ସ୍ଥାପନ କରିବା।
2 Corinthians 3:6
ସେ ଆମ୍ଭକୁ ଗୋଟିଏ ନୂତନ ଚୁକ୍ତିର ସବେକ ହବୋ ପାଇଁ ଯୋଗ୍ଯ ବିବଚେିତ କରିଛନ୍ତି। ଏହା ଲିଖିତ ନିୟମ ନୁହେଁ, ବରଂ ଆତ୍ମାର ଗୋଟିଏ ଚୁକ୍ତି ଅଟେ। ଲିଖିତ ନିୟମ ମୃତ୍ଯୁ ଆଣେ। କିନ୍ତୁ ଆତ୍ମା ଜୀବନ ପ୍ରଦାନ କରେ।
Luke 22:20
ସହେିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ବର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମାରେରକ୍ତ ରେ ଏହି ଚୁକ୍ତି ଆରମ୍ଭ ହୁଏ।
1 Corinthians 11:25
ସହେିପରି ସମାନେେ ଖାଇ ସାରିଲା ପରେ, ସେ ପାନପାତ୍ର ନେଲେ ଓ କହିଲେ : ଏହି ପାନପାତ୍ର ମାହେର ରକ୍ତ ରେ ସ୍ଥାପିତ ନୂତନ ଚୁକ୍ତିର ନିଦର୍ଶନ। ତୁମ୍ଭମାନେେ ଯେତେଥର ଏହି ପାତ୍ରକୁ ପାନ କରିବ, ମାେତେ ସ୍ମରଣ କରିବା ପାଇଁ ତାହା କରିବ।
Jeremiah 33:14
ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧ ରେ ଯେଉଁ ମଙ୍ଗଳ ବାକ୍ଯ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି।
Jeremiah 30:3
କାରଣ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇଶ୍ରାୟେଲର ଓ ଯିହୁଦାର ବନ୍ଦୀତ୍ବ ଅବସ୍ଥା ପରିବର୍ତ୍ତନ କରିବା। ପୁଣି ସଦାପ୍ରଭୁ କହନ୍ତି, ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛୁ, ସହେି ଦେଶକୁ ସମାନଙ୍କେୁ ଫରୋଇ ଆଣିବା ଓ ସମାନେେ ତାହା ଅଧିକାର କରିବେ।
Jeremiah 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।
Mark 14:24
ତା'ପରେ ଯୀଶୁ କହିଲେ, ଏହା ମାରେ ରକ୍ତ। ମାରେରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ବରଙ୍କ ଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ରକ୍ତ ଅନକେ ଲୋକଙ୍କ ପାଇଁ ଦିଆଯାଇଛି।
Hebrews 12:24
ତୁମ୍ଭମାନେେ, ପରମେଶ୍ବରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭମାନେେ ହବେଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ ସଚେନ326 ନିକଟକୁ ଆସିଛ।
Philippians 3:3
କିନ୍ତୁ ଆମ୍ଭମାନେେ ପ୍ରକୃତ ରେ ସୁନ୍ନତ ହାଇେଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ବାରା ପରମେଶ୍ବରଙ୍କର ସବୋ କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।
Matthew 26:28
ଏ ଦ୍ରାକ୍ଷାରସ ମାରେରକ୍ତ। ମାରେ ରକ୍ତ ରେ ପରମେଶ୍ବରଙ୍କ ଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନକେ ଲୋକଙ୍କର ପାପକୁ କ୍ଷମା କରିଦିଆୟିବା ପାଇଁ ଏ ରକ୍ତ ଦିଆ ଯାଉଛି।
Hebrews 9:15
ଅତଏବ, ପରମେଶ୍ବରଙ୍କ ପାଖରୁ ଯୀଶୁଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ଯ ଯେପରି ପରମେଶ୍ବରଙ୍କ ଦ୍ବାରା ଆହୂତ ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହବେେ। ସମାନେେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳ ରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିବାଦ ରେ ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ।
Hebrews 8:6
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
Amos 9:13
ସଦାପ୍ରଭୁ ପୁଣି କୁହନ୍ତି, ସମୟ ଆସୁଛି ଯେତବେେଳେ ପ୍ରଚୁର ଅମଳ ହବେ ଏବଂ ତାହା ଶସ୍ଯ ଲଗାଇବା ସମୟ ପର୍ୟ୍ଯନ୍ତ ମଧ୍ଯ କ୍ଷେତ୍ର ରେ ଥିବ। ଏତେ ଦ୍ରାକ୍ଷାଫଳ ହବେ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହାଇେ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
Jeremiah 50:4
ସେ ସମୟରେ ଇଶ୍ରାୟେଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହାଇଯେିବେ। ସମାନେେ କାନ୍ଦି କାନ୍ଦି ଆସିବେ, ଯେତବେେଳେ ସମାନେେ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବେ।
Jeremiah 31:31
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଯେତବେେଳେ ଆମ୍ଭେ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିଯମ ସ୍ଥାପନ କରିବା।
Jeremiah 31:27
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଆମ୍ଭେ ଇଶ୍ରାୟେଲ ଓ ଯିହୁଦାର ଲୋକମାନଙ୍କର ଯତ୍ନ ନବୋ। ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ପଶୁମାନଙ୍କୁ ଦ୍ବିଗୁଣିତ କରିବା।
Hebrews 13:20
ମୁଁ ଶାନ୍ତିର ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସା ରେ ତୁମ୍ଭମାନେେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିଲେ। ମହାନ୍ ମଷେପାଳକ ଯୀଶୁଙ୍କୁ ପରମେଶ୍ବର ତାହାଙ୍କ ରକ୍ତ ହତେୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅଟେ।
Galatians 6:16
ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସମାନଙ୍କେୁ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।