Jeremiah 30

1 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।

2 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଯେଉଁସବୁ କଥା କହିଅଛୁ, ତାହା ତୁମ୍ଭେ ଗୋଟିଏ ପୁସ୍ତକରେ ଲେଖି ରଖ।

3 କାରଣ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇଶ୍ରାୟେଲର ଓ ଯିହୁଦାର ବନ୍ଦୀତ୍ବ ଅବସ୍ଥା ପରିବର୍ତ୍ତନ କରିବା। ପୁଣି ସଦାପ୍ରଭୁ କହନ୍ତି, ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛୁ, ସହେି ଦେଶକୁ ସମାନଙ୍କେୁ ଫରୋଇ ଆଣିବା ଓ ସମାନେେ ତାହା ଅଧିକାର କରିବେ।

4 ଇଶ୍ରାୟେଲ ଓ ଯିହୁଦା ବିଷଯ ରେ ସଦାପ୍ରଭୁ କହିଲେ।

5 ସଦାପ୍ରଭୁ ଏହା କହିଲେ,

6 ପ୍ରେତ୍ୟକକ ଲୋକଙ୍କୁ ପଚାରି ବୁଝ, ସମାନେେ କ'ଣ ପ୍ରସବ ବଦନୋ ପାଉଛନ୍ତି ? ତାହା ନ ହେଲେ ପ୍ରେତ୍ୟକକ ପୁରୁଷ କାହିଁକି ପ୍ରସବ ବଦନୋ ପାଇଲା ପରି ଆପଣା କଟିଦେଶ ରେ ହସ୍ତ ରଖିଛନ୍ତି ଓ ପ୍ରେତ୍ୟକକଙ୍କର ମୁଖ ମଳିନ ପଡ଼ିଛି କାହିଁକି ?

7 ଆହା, ସଦେିନ ଅତି ମହାନ୍। ତାହା ସମାନ ଆଉ ଦିନ ନାହିଁ। ତାହା ଯାକୁବର ସଙ୍କଟକାଳ, ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।

8 ସହେି ସମୟରେ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ଓ ଇଶ୍ରାୟେଲର ଲୋକମାନଙ୍କ ସ୍କନ୍ଦରୁ ୟୁଆଳି ସବୁ ଭାଙ୍ଗି ପକାଇବା ଓ ସମାନଙ୍କେର ବନ୍ଧନସବୁ ଛିଣ୍ଡାଇ ପକାଇବା। ପୁଣି ବିଦେଶୀମାନେ ସମାନଙ୍କେୁ ଦାସ୍ଯକର୍ମ କରାଇବେ ନାହିଁ।

9 ଆଉ ସମାନେେ ବିଦେଶୀମାନଙ୍କର ସବୋ କରିବେ ନାହିଁ। ସମାନେେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କୁ ସବୋ କରିବେ। ଆଉ ସମାନଙ୍କେ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସବୋ କରିବେ।

10 ଏରୁ ସଦାପ୍ରଭୁ କହନ୍ତି, ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇଶ୍ରାୟେଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ବ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫରେିଆସି ଶାନ୍ତି ରେ ଓ ନିରାପଦ ରେ ରହିବ। କହେି ତାହାକୁ ଭୟ ଦଖାଇବେେ ନାହିଁ।

11 ପୁଣି ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧିଅରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସହେି ସମସ୍ତଙ୍କୁ ସୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବଚେନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।

12 ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କର କ୍ଷତ ଦୁରା ରୋଗ୍ଯ ଓ ତୁମ୍ଭମାନଙ୍କର ଘା କବେେ ପୂରଣ ହବେ ନାହିଁ।

13 ତୁମ୍ଭମାନଙ୍କର ଘା'ର ଯତ୍ନ କହେି ନବେେ ନାହିଁ, ତେଣୁ ତାହା ସୁସ୍ଥ ହବେ ନାହିଁ।

14 ତୁମ୍ଭେ ବହୁ ଗୋଷ୍ଠୀ ସହିତ ବନ୍ଧୁତା ସ୍ଥାପନ କରିଅଛ। ମାତ୍ର 'ବନ୍ଧୁମାନେ' ତୁମ୍ଭକୁ ପାଶୋରି ଅଛନ୍ତି। ସମାନେେ ତୁମ୍ଭକୁ ମନେ ପକାନ୍ତି ନାହିଁ। କାରଣ ତୁମ୍ଭର ବହୁ ଅଧର୍ମ ଓ ବହୁ ପାପ ୟୋଗୁଁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ଯ ଆଘାତ କରିଅଛୁ ଓ ନିର୍ଦ୍ଦଯ ଲୋକ ତୁଲ୍ଯ ଶାସ୍ତି ଦଇେଅଛୁ।

15 ହେ ଇଶ୍ରାୟେଲ ଓ ଯିହୁଦା, ତୁମ୍ଭମାନେେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଛ ? ତୁମ୍ଭମାନଙ୍କର ଏହି କ୍ଷତ ୟନ୍ତ୍ରଣାଦାୟକ ଓ ଦୁରା ରୋଗ୍ଯ। ତୁମ୍ଭମାନଙ୍କର ଅଧର୍ମ ଅନକେ ଓ ପାପ ବହୁତ। ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ।

16 ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି, ସମାନେେ ଗ୍ରାସିତ ହବେେ। ତୁମ୍ଭର ବିପକ୍ଷ ସମସ୍ତେ ସମାନଙ୍କେର ପ୍ରେତ୍ୟକକର ବନ୍ଦୀତ୍ବ ସ୍ଥାନକୁ ଯିବେ। ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି, ସମାନେେ ଲୁଣ୍ଠିତ ହବେେ। ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ଯ ଅପହରଣ କରନ୍ତି, ଆମ୍ଭେ ସମାନଙ୍କେର ଦ୍ରବ୍ଯ ଅପହରଣ କରାଇବା।

17 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା'ସବୁ ସୁସ୍ଥ କରିବା। କାରଣ ସମାନେେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି। 'ଆଉ ସିୟୋନକୁ କହେି ଚାହାଁନ୍ତି ନାହିଁ।

18 ସଦାପ୍ରଭୁ କହନ୍ତି, ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ବର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସହେି ଧ୍ବଂସ୍ତ ସ୍ଥାନ ରେ ନଗର ନିର୍ମିତ ହବେ ଓ ରାଜଗୃହ ଯଥା ସ୍ଥାନ ରେ ପୁନଃନିର୍ମିତ ହବେ।

19 ସହେି ସ୍ଥାନମାନଙ୍କରୁ ଧନ୍ଯବାଦ ଓ ଆନନ୍ଦର ଧ୍ବନି ବାହାରିବ। ଆମ୍ଭେ ସମାନଙ୍କେୁ ଅସଂଖ୍ଯ କରିବା। ସମାନେେ ଅଳ୍ପ ସଂଖ୍ଯକ ହାଇେ ରହିବେ ନାହିଁ ଆଉ ଆମ୍ଭେ ସମାନଙ୍କେୁ ଗୌରବନ୍ବିତ କରିବା। କହେି ସମାନଙ୍କେୁ ଘୃଣା କରିବେ ନାହିଁ।

20 ଯାକୁବର ସନ୍ତାନଗଣ ଇଶ୍ରାୟେଲର ପୂର୍ବପରି ହବେେ। ଆମ୍ଭେ ଇଶ୍ରାୟେଲ ଓ ଯିହୁଦାକୁ ଶକ୍ତିଶାଳୀ କରାଇବା। ଯେଉଁମାନେ ସମାନଙ୍କେ ଉପ ରେ ଉପଦ୍ରବ କରିବେ ଆମ୍ଭେ ସମାନଙ୍କେୁ ଶାସ୍ତି ଦବୋ।

21 ପୁଣି ସମାନଙ୍କେର ଅଧିପତି ସମାନଙ୍କେ ମଧ୍ଯରୁ ହବେେ। ସମାନଙ୍କେର ଶାସନକର୍ତ୍ତା ସମାନଙ୍କେ ମଧ୍ଯରୁ ସୃଷ୍ଟି ହବେେ। ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ ?

22 ପୁଣି ତୁମ୍ଭମାନେେ ଆମ୍ଭର ଲୋକ ହବେ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ବର ହବୋ।

23 ଆଉ ସଦାପ୍ରଭୁଙ୍କର ପ୍ରଚଣ୍ଡ କୋରଧ ସର୍ବନାଶକାରୀ ଝଡ ଓ ତାଫୋନ ସଦୃଶ ଦୁଷ୍ଟମାନଙ୍କ ମସ୍ତକରେ ଆସି ଲାଗିବ।

24 ପୁଣି ସଦାପ୍ରଭୁଙ୍କର ମନର ଅଭିପ୍ରାଯ ସଫଳ ଓ ସିଦ୍ଧ ନ ହବୋ ପର୍ୟ୍ଯନ୍ତ ତାଙ୍କର ପ୍ରଜ୍ବଳିତ କୋର୍ଧ ପଶମିତ ହବେ ନାହିଁ। ତୁମ୍ଭମାନେେ ଅନ୍ତିମ ସମୟରେ ତାହା ବୁଝିବ।

1 The word that came to Jeremiah from the Lord, saying,

2 Thus speaketh the Lord God of Israel, saying, Write thee all the words that I have spoken unto thee in a book.

3 For, lo, the days come, saith the Lord, that I will bring again the captivity of my people Israel and Judah, saith the Lord: and I will cause them to return to the land that I gave to their fathers, and they shall possess it.

4 And these are the words that the Lord spake concerning Israel and concerning Judah.

5 For thus saith the Lord; We have heard a voice of trembling, of fear, and not of peace.

6 Ask ye now, and see whether a man doth travail with child? wherefore do I see every man with his hands on his loins, as a woman in travail, and all faces are turned into paleness?

7 Alas! for that day is great, so that none is like it: it is even the time of Jacob’s trouble; but he shall be saved out of it.

8 For it shall come to pass in that day, saith the Lord of hosts, that I will break his yoke from off thy neck, and will burst thy bonds, and strangers shall no more serve themselves of him:

9 But they shall serve the Lord their God, and David their king, whom I will raise up unto them.

10 Therefore fear thou not, O my servant Jacob, saith the Lord; neither be dismayed, O Israel: for, lo, I will save thee from afar, and thy seed from the land of their captivity; and Jacob shall return, and shall be in rest, and be quiet, and none shall make him afraid.

11 For I am with thee, saith the Lord, to save thee: though I make a full end of all nations whither I have scattered thee, yet will I not make a full end of thee: but I will correct thee in measure, and will not leave thee altogether unpunished.

12 For thus saith the Lord, Thy bruise is incurable, and thy wound is grievous.

13 There is none to plead thy cause, that thou mayest be bound up: thou hast no healing medicines.

14 All thy lovers have forgotten thee; they seek thee not; for I have wounded thee with the wound of an enemy, with the chastisement of a cruel one, for the multitude of thine iniquity; because thy sins were increased.

15 Why criest thou for thine affliction? thy sorrow is incurable for the multitude of thine iniquity: because thy sins were increased, I have done these things unto thee.

16 Therefore all they that devour thee shall be devoured; and all thine adversaries, every one of them, shall go into captivity; and they that spoil thee shall be a spoil, and all that prey upon thee will I give for a prey.

17 For I will restore health unto thee, and I will heal thee of thy wounds, saith the Lord; because they called thee an Outcast, saying, This is Zion, whom no man seeketh after.

18 Thus saith the Lord; Behold, I will bring again the captivity of Jacob’s tents, and have mercy on his dwellingplaces; and the city shall be builded upon her own heap, and the palace shall remain after the manner thereof.

19 And out of them shall proceed thanksgiving and the voice of them that make merry: and I will multiply them, and they shall not be few; I will also glorify them, and they shall not be small.

20 Their children also shall be as aforetime, and their congregation shall be established before me, and I will punish all that oppress them.

21 And their nobles shall be of themselves, and their governor shall proceed from the midst of them; and I will cause him to draw near, and he shall approach unto me: for who is this that engaged his heart to approach unto me? saith the Lord.

22 And ye shall be my people, and I will be your God.

23 Behold, the whirlwind of the Lord goeth forth with fury, a continuing whirlwind: it shall fall with pain upon the head of the wicked.

24 The fierce anger of the Lord shall not return, until he have done it, and until he have performed the intents of his heart: in the latter days ye shall consider it.

1 After two days was the feast of the passover, and of unleavened bread: and the chief priests and the scribes sought how they might take him by craft, and put him to death.

2 But they said, Not on the feast day, lest there be an uproar of the people.

3 And being in Bethany in the house of Simon the leper, as he sat at meat, there came a woman having an alabaster box of ointment of spikenard very precious; and she brake the box, and poured it on his head.

4 And there were some that had indignation within themselves, and said, Why was this waste of the ointment made?

5 For it might have been sold for more than three hundred pence, and have been given to the poor. And they murmured against her.

6 And Jesus said, Let her alone; why trouble ye her? she hath wrought a good work on me.

7 For ye have the poor with you always, and whensoever ye will ye may do them good: but me ye have not always.

8 She hath done what she could: she is come aforehand to anoint my body to the burying.

9 Verily I say unto you, Wheresoever this gospel shall be preached throughout the whole world, this also that she hath done shall be spoken of for a memorial of her.

10 And Judas Iscariot, one of the twelve, went unto the chief priests, to betray him unto them.

11 And when they heard it, they were glad, and promised to give him money. And he sought how he might conveniently betray him.

12 And the first day of unleavened bread, when they killed the passover, his disciples said unto him, Where wilt thou that we go and prepare that thou mayest eat the passover?

13 And he sendeth forth two of his disciples, and saith unto them, Go ye into the city, and there shall meet you a man bearing a pitcher of water: follow him.

14 And wheresoever he shall go in, say ye to the goodman of the house, The Master saith, Where is the guestchamber, where I shall eat the passover with my disciples?

15 And he will shew you a large upper room furnished and prepared: there make ready for us.

16 And his disciples went forth, and came into the city, and found as he had said unto them: and they made ready the passover.

17 And in the evening he cometh with the twelve.

18 And as they sat and did eat, Jesus said, Verily I say unto you, One of you which eateth with me shall betray me.

19 And they began to be sorrowful, and to say unto him one by one, Is it I? and another said, Is it I?

20 And he answered and said unto them, It is one of the twelve, that dippeth with me in the dish.

21 The Son of man indeed goeth, as it is written of him: but woe to that man by whom the Son of man is betrayed! good were it for that man if he had never been born.

22 And as they did eat, Jesus took bread, and blessed, and brake it, and gave to them, and said, Take, eat: this is my body.

23 And he took the cup, and when he had given thanks, he gave it to them: and they all drank of it.

24 And he said unto them, This is my blood of the new testament, which is shed for many.

25 Verily I say unto you, I will drink no more of the fruit of the vine, until that day that I drink it new in the kingdom of God.

26 And when they had sung an hymn, they went out into the mount of Olives.

27 And Jesus saith unto them, All ye shall be offended because of me this night: for it is written, I will smite the shepherd, and the sheep shall be scattered.

28 But after that I am risen, I will go before you into Galilee.

29 But Peter said unto him, Although all shall be offended, yet will not I.

30 And Jesus saith unto him, Verily I say unto thee, That this day, even in this night, before the cock crow twice, thou shalt deny me thrice.

31 But he spake the more vehemently, If I should die with thee, I will not deny thee in any wise. Likewise also said they all.

32 And they came to a place which was named Gethsemane: and he saith to his disciples, Sit ye here, while I shall pray.

33 And he taketh with him Peter and James and John, and began to be sore amazed, and to be very heavy;

34 And saith unto them, My soul is exceeding sorrowful unto death: tarry ye here, and watch.

35 And he went forward a little, and fell on the ground, and prayed that, if it were possible, the hour might pass from him.

36 And he said, Abba, Father, all things are possible unto thee; take away this cup from me: nevertheless not what I will, but what thou wilt.

37 And he cometh, and findeth them sleeping, and saith unto Peter, Simon, sleepest thou? couldest not thou watch one hour?

38 Watch ye and pray, lest ye enter into temptation. The spirit truly is ready, but the flesh is weak.

39 And again he went away, and prayed, and spake the same words.

40 And when he returned, he found them asleep again, (for their eyes were heavy,) neither wist they what to answer him.

41 And he cometh the third time, and saith unto them, Sleep on now, and take your rest: it is enough, the hour is come; behold, the Son of man is betrayed into the hands of sinners.

42 Rise up, let us go; lo, he that betrayeth me is at hand.

43 And immediately, while he yet spake, cometh Judas, one of the twelve, and with him a great multitude with swords and staves, from the chief priests and the scribes and the elders.

44 And he that betrayed him had given them a token, saying, Whomsoever I shall kiss, that same is he; take him, and lead him away safely.

45 And as soon as he was come, he goeth straightway to him, and saith, Master, master; and kissed him.

46 And they laid their hands on him, and took him.

47 And one of them that stood by drew a sword, and smote a servant of the high priest, and cut off his ear.

48 And Jesus answered and said unto them, Are ye come out, as against a thief, with swords and with staves to take me?

49 I was daily with you in the temple teaching, and ye took me not: but the scriptures must be fulfilled.

50 And they all forsook him, and fled.

51 And there followed him a certain young man, having a linen cloth cast about his naked body; and the young men laid hold on him:

52 And he left the linen cloth, and fled from them naked.

53 And they led Jesus away to the high priest: and with him were assembled all the chief priests and the elders and the scribes.

54 And Peter followed him afar off, even into the palace of the high priest: and he sat with the servants, and warmed himself at the fire.

55 And the chief priests and all the council sought for witness against Jesus to put him to death; and found none.

56 For many bare false witness against him, but their witness agreed not together.

57 And there arose certain, and bare false witness against him, saying,

58 We heard him say, I will destroy this temple that is made with hands, and within three days I will build another made without hands.

59 But neither so did their witness agree together.

60 And the high priest stood up in the midst, and asked Jesus, saying, Answerest thou nothing? what is it which these witness against thee?

61 But he held his peace, and answered nothing. Again the high priest asked him, and said unto him, Art thou the Christ, the Son of the Blessed?

62 And Jesus said, I am: and ye shall see the Son of man sitting on the right hand of power, and coming in the clouds of heaven.

63 Then the high priest rent his clothes, and saith, What need we any further witnesses?

64 Ye have heard the blasphemy: what think ye? And they all condemned him to be guilty of death.

65 And some began to spit on him, and to cover his face, and to buffet him, and to say unto him, Prophesy: and the servants did strike him with the palms of their hands.

66 And as Peter was beneath in the palace, there cometh one of the maids of the high priest:

67 And when she saw Peter warming himself, she looked upon him, and said, And thou also wast with Jesus of Nazareth.

68 But he denied, saying, I know not, neither understand I what thou sayest. And he went out into the porch; and the cock crew.

69 And a maid saw him again, and began to say to them that stood by, This is one of them.

70 And he denied it again. And a little after, they that stood by said again to Peter, Surely thou art one of them: for thou art a Galilaean, and thy speech agreeth thereto.

71 But he began to curse and to swear, saying, I know not this man of whom ye speak.

72 And the second time the cock crew. And Peter called to mind the word that Jesus said unto him, Before the cock crow twice, thou shalt deny me thrice. And when he thought thereon, he wept.