ଓଡ଼ିଆ
Jeremiah 29:32 Image in Oriya
ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିହିଲାମୀଯ ଶମଯିଯକୁ ଓ ତାହାର ବଂଶକୁ ଦଣ୍ଡ ଦବୋ। ଏହି ଲୋକମାନଙ୍କ ମଧିଅରେ ବାସ କରିବାକୁ ତାହାର କହେି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ। ଏହା ସଦାପ୍ରଭୁ କହନ୍ତି,ଆମ୍ଭେ ଶମଯିଯକୁ ଦଣ୍ଡ ଦବୋ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛି।