Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Jeremiah 24 KJV ASV BBE DBY WBT WEB YLT

Jeremiah 24 in Oriya WBT Compare Webster's Bible

Jeremiah 24

1 ବାବିଲର ରାଜା ନବୂଖଦନିତ୍ସର, ଯିହାୟୋଦାରକୀମ୍ର ପୁତ୍ର, ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ୟିରୁଶାଲମରୁ ବନ୍ଦୀକରି ବାବିଲକୁ ନଇଗେଲା ଉତ୍ତା ରେ, ସଦାପ୍ରଭୁ ମାେତେ ଏକ ଦର୍ଶନ ଦଖାଇେଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖ ରେ ଦୁଇ ଡ଼ାଲା ଡ଼ିମ୍ବିରି ଫଳ ରଖା ୟାଇଅଛି।

2 ଗୋଟିଏ ଡ଼ାଲା ରେ ଆଦ୍ଯ ପକ୍ବ ଡ଼ିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲା ରେ ଏପରି ଅତି ମନ୍ଦ ଡ଼ିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପୟୋଗୀ ନ ଥିଲା।

3 ସଦାପ୍ରଭୁ ମାେତେ ପଚାରିଲେ, ହେ ଯିରିମିୟ, ତୁମ୍ଭେ କ'ଣ ଦେଖୁଛ ? ମୁଁ ଉତ୍ତର କଲି, ଡ଼ିମ୍ବିରି ଫଳ, ଉତ୍ତମ ଡ଼ିମ୍ବିରି ଅତି ଉତ୍ତମ ଓ ମନ୍ଦ ଡ଼ିମ୍ବିରି ଏତେ ମନ୍ଦ ଯେ ତାହା ଭୋଜନ ଯୋଗ୍ଯ ନୁହେଁ।

4 ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।

5 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ଯେଉଁମାନେ ଯିହୁଦାର ବନ୍ଦୀରୂପେ ନିଆଗେଲ, ଏହିସବୁ ଉତ୍ତମ ଡ଼ିମିରି ତୁଲ୍ଯ। ମୁଁ ସମାନଙ୍କେୁ ଉତ୍ତମ ବୋଲି ବିବଚେନା କରିବି। ଯେଉଁମାନଙ୍କୁ ମୁଁ ଏହି ସ୍ଥାନରୁ କଲଦୀଯମାନଙ୍କ ଭୂମିକୁ ତଡ଼ି ଦଇେଛି।

6 ଆମ୍ଭେ ସମାନଙ୍କେୁ ସୁରକ୍ଷା ଦବୋ। ଆମ୍ଭେ ସମାନଙ୍କେୁ ଭଗ୍ନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ନର୍ମାଣ କରିବା। ପୁଣି ଆମ୍ଭେ ସମାନଙ୍କେୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ରୋପଣ କରିବା।

7 ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସମାନଙ୍କେୁ ଜଣାଇବା ପାଇଁ ମନ ଦବୋ। ତାହା ହେଲେ ସମାନେେ ଆମ୍ଭର ଲୋକ ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ କାରଣ ସମାନେେ ସର୍ବାନ୍ତଃକରଣ ରେ ଆମ୍ଭ ନିକଟକୁ ଫରେି ଆସିବେ।

8 ମାତ୍ର ଯିହୁଦାର ରାଜା ସିଦିକିଯ ସହେି ଅତି ମନ୍ଦ ଡ଼ିମ୍ବିରି ଫଳ ସଦୃଶ। ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚଯ ସିଦିକିଯକୁ, ତାହାର ଅଧିପତିଗଣକୁ ଓ ୟିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶ ରେ ଅଛନ୍ତି, ସମାନଙ୍କେୁ ଓ ଯେଉଁମାନେ ମିଶର ଦେଶ ରେ ବାସ କରନ୍ତି, ସମାନଙ୍କେୁ ଆମ୍ଭେ ତ୍ଯାଗ କରିବା।

9 ମୁଁ ସମାନଙ୍କେ ଉପ ରେ ଏମିତି ବିପର୍ୟ୍ଯଯ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେେ। ସମସ୍ତେ ସମାନଙ୍କେୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନ ରେ ସମାନଙ୍କେୁ ବିକ୍ଷିପ୍ତ କରିବା, ସହେି ସ୍ଥାନର ଲୋକମାନେ ସମାନଙ୍କେୁ ଅଭିଶାପ ଦବେେ।

10 ସମାନେେ ସଇେ ଭୂମିରୁ ଉଚ୍ଛିନ୍ନ ହବୋ ପର୍ୟ୍ଯନ୍ତ ଆମ୍ଭେ ସମାନଙ୍କେ ବିପକ୍ଷ ରେ, ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସମାନଙ୍କେୁ ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦଇେଥିଲି। ତହିଁରୁ ସମାନଙ୍କେୁ ଉଚ୍ଛନ୍ନ କରିବା।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close