Jeremiah 22:1 in Oriya

Oriya Oriya Bible Jeremiah Jeremiah 22 Jeremiah 22:1

Jeremiah 22:1
ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ୟାଇ ଯିହୁଦାର ରାଜାଙ୍କୁ ଏହି ବାକ୍ଯ କୁହ।

Jeremiah 22Jeremiah 22:2

Jeremiah 22:1 in Other Translations

King James Version (KJV)
Thus saith the LORD; Go down to the house of the king of Judah, and speak there this word,

American Standard Version (ASV)
Thus said Jehovah: Go down to the house of the king of Judah, and speak there this word,

Bible in Basic English (BBE)
This is what the Lord has said: Go down to the house of the king of Judah and there give him this word,

Darby English Bible (DBY)
Thus saith Jehovah: Go down to the house of the king of Judah, and speak there this word,

World English Bible (WEB)
Thus said Yahweh: Go down to the house of the king of Judah, and speak there this word,

Young's Literal Translation (YLT)
Thus said Jehovah, `Go down `to' the house of the king of Judah, and thou hast spoken there this word, and hast said,

Thus
כֹּ֚הkoh
saith
אָמַ֣רʾāmarah-MAHR
the
Lord;
יְהוָ֔הyĕhwâyeh-VA
down
Go
רֵ֖דrēdrade
to
the
house
בֵּֽיתbêtbate
king
the
of
מֶ֣לֶךְmelekMEH-lek
of
Judah,
יְהוּדָ֑הyĕhûdâyeh-hoo-DA
and
speak
וְדִבַּרְתָּ֣wĕdibbartāveh-dee-bahr-TA
there
שָׁ֔םšāmshahm

אֶתʾetet
this
הַדָּבָ֖רhaddābārha-da-VAHR
word,
הַזֶּֽה׃hazzeha-ZEH

Cross Reference

1 Samuel 15:16
ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, କହିବା ବନ୍ଦ କର! ସଦାପ୍ରଭୁ ମାେତେ ଗଲା ରାତି ରେ ଯାହା କରିଛନ୍ତି ତାହା ମୁ ତୁମ୍ଭକୁ କହିବି। ଶାଉଲ ଉତ୍ତର ଦେଲେ, ମାେତେ କକ୍ସ୍ଟହ।

Mark 6:18
ଯୋହନ ହରେୋଦଙ୍କୁ କହିଥିଲେ, ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।

Amos 7:13
କିନ୍ତୁ ଆଉ ବୈଥଲେ ରେ ପ୍ରଗ୍ଭର କରନାହିଁ। ଏହା ୟାରବିଯାମ୍ଙ୍କ ପବିତ୍ର ସ୍ଥାନ। ଏହା ଇଶ୍ରାୟେଲର ମନ୍ଦିର।

Hosea 5:1
ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।

Jeremiah 34:2
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ହେ ଯିରିମିୟ, ତୁମ୍ଭେ ୟାଇ ଯିହୁଦାର ରାଜା ସିଦିକିଯଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତ ରେ ୟିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନି ରେ ଦଗ୍ଧ କରିବ।

Jeremiah 21:11
ଆଉ ଯିହୁଦାର ରାଜବଂଶ ବିଷଯ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ।

2 Chronicles 33:10
ସଦାପ୍ରଭୁ ମନଃଶିଙ୍କୁ ଓ ତାଙ୍କର ଲୋକମାନଙ୍କୁ କଥା କହିଲେ, ମାତ୍ର ସମାନେେ ତାଙ୍କର କଥା ଶୁଣିଲେ ନାହିଁ।

2 Chronicles 25:15
ସଦାପ୍ରଭୁ ଅମତ୍ସିଯଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ଅମତ୍ସିଯଙ୍କ ନିକଟକୁ ଜଣେ ଭବିଷ୍ଯତ୍ବକ୍ତାଙ୍କୁ ପଠାଇଲେ। ଭବିଷ୍ଯତ୍ବକ୍ତା କହିଲେ, ଅମତ୍ସିଯ, ତୁମ୍ଭେ କାହିଁକି ସହେି ଲୋକମାନେ ପୂଜା କରୁଥିବା ଦବେତାମାନଙ୍କର ପୂଜା କଲ ? ସହେି ଦବେତାମାନେ ସମାନଙ୍କେ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରିପାରିଲେ ନାହିଁ।

2 Chronicles 19:2
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।

1 Kings 21:18
ଶମରିଯାର ବାସିନ୍ଦା ଇଶ୍ରାୟେଲର ରାଜା ଆହାବ୍ ନିକଟକୁ ୟାଅ, ସେ ବର୍ତ୍ତମାନ ନାବୋତର ଦ୍ରାକ୍ଷାକ୍ଷେତ୍ର ରେ ଅଛି; ସେ ତା'ର ଦ୍ରାକ୍ଷାକ୍ଷେତ୍ରକୁ ନିଜ ଅଧିକାରକୁ ଆଣିବାକୁ ୟାଇଛି।

2 Samuel 24:11
ଯେତବେେଳେ ଦାଉଦ ପ୍ରଭାତ ରେ ଶୟ୍ଯା ତ୍ଯାଗ କଲେ ସେତବେେଳେ ଦାଉଦଙ୍କ ଦର୍ଶକ ଗାଦ ଭବିଷ୍ଯଦ୍ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ଯ ଉପସ୍ଥିତ ହେଲା।

2 Samuel 12:1
ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।

Luke 3:19
ସାମନ୍ତରାଜା ହରେୋଦ ନିଜ ଭାଇର ସ୍ତ୍ରୀ େ ହରୋଦିଆଙ୍କ ସହିତ ଅନୁଚିତ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତକେ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ।