Jeremiah 13
1 ସଦାପ୍ରଭୁ ମାେତେ ଏହା କହିଲେ : ତୁମ୍ଭେ ଏକ ମାଟୋ ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣ କଟି ଦେଶ ରେ ବାନ୍ଧ ଓ ତାକୁ ଓଦା କର ନାହିଁ।
2 ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶ ରେ ବାନ୍ଧିଲି।
3 ଅନ୍ତର ରେ ଦ୍ବିତୀୟଥର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
4 ହେ ଯିରିମିୟ, ତୁମ୍ଭେ କଟି ଦେଶ ରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନଇେ ଫରାତ୍ ନଦୀ ନିକଟକୁ ୟାଇ ସଠାେସ୍ଥିତ ଏକ ପଥର ତଳ ରେ ଲୁଚାଇ ରଖ।
5 ତେଣୁ ସଦାପ୍ରଭୁଙ୍କ କହିବାନୁସା ରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଚାଇ ରଖିଲି।
6 ପୁଣି ଅନକେ ଦିନପ ରେ ସଦାପ୍ରଭୁ ମାେତେ କହିଲେ, ତୁମ୍ଭେ ଫରାତ୍ ନଦୀ ନିକଟକୁ ୟାଅ ଓ ଯେଉଁ ପଟୁକା ସଠାେ ରେ ଲୁଚାଇ ରଖିବା ପାଇଁ ଆମ୍ଭେ ଆଜ୍ଞା କରିଥିଲୁ, ତାହା ସଠାରୁେ ନିଅ।
7 ତେଣୁ ମୁଁ ଫରାତ୍ ନଦୀ ନିକଟକୁ ୟାଇ ସହେି ପଥର ତଳ ଖାେଳି ଲୁଚାଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ ! ତାହା ସୂର୍ଣ୍ଣ ନଷ୍ଟ ହାଇୟୋଇଥିଲା, ତାହା ପିନ୍ଧିବା ଯୋଗ୍ଯ ନ ଥିଲା।
8 ତା'ପ ରେ ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
9 ସଦାପ୍ରଭୁ କହିଲେ, ଯେପରି ପଟୁକା ଧ୍ବଂସ ପାଇଲା ସହେିପରି ଆମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା।
10 ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ଯ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣ ରେ ଅବାଧ୍ଯ ହାଇେ ଚାଲନ୍ତି ଆଉ ଅନ୍ୟ ଦବଗେଣର ସବୋ ଓ ପୂଜା କରିବା ନିମନ୍ତେ ସମାନଙ୍କେର ପଶ୍ଚାତଗମନ କରନ୍ତି, ସମାନେେ ଏହି ଅକର୍ମଣ୍ଯ ପଟୁକା ତୁଲ୍ଯ ହବେେ।
11 କାରଣ ସଦାପ୍ରଭୁ କହନ୍ତି, ମନୁଷ୍ଯର କଟି ଦେଶ ରେ ପଟୁକା ଯେପରି ସଂଲଗ୍ନ ଥାଏ, ସହେିପରି ଆମ୍ଭେ ସମୁଦାଯ ଇଶ୍ରାୟେଲ ଓ ସମୁଦାଯ ଯିହୁଦା ବଂଶକୁ ଆମ୍ଭର ଲୋକ ହାଇେ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠା ରେ ସଂଲଗ୍ନ କରାଇଲୁ। ମାତ୍ର ସମାନେେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।
12 ସଦାପ୍ରଭୁ, 'ଇଶ୍ରାୟେଲର ପରମେଶ୍ବର ଯିରିମିୟକୁ ଏହା କହିଲେ, ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ କୁହ, ପ୍ରେତ୍ୟକକ କଳସ ଦ୍ରାକ୍ଷାରସ ରେ ପୂର୍ଣ୍ଣ କରାୟିବ,' ତା'ପ ରେ ସମାନେେ ତୁମ୍ଭକୁ କହିବେ, 'ଆମ୍ଭେ କଣ ଜାଣୁ ନାହୁଁ ଯେ, ପ୍ରେତ୍ୟକକ କଳସ ଯେ ଦ୍ରାକ୍ଷାରସ ରେ ପୂର୍ଣ୍ଣ ହବେ ?'
13 ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହା କହନ୍ତି, ଦେଖ ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ଯତ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ଯତବକ୍ତାଙ୍କୁ ଏବଂ ୟିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା।
14 ପୁଣି ଆମ୍ଭେ ସମାନଙ୍କେର ଜଣକୁ ଅନ୍ୟ କିଛି ଉପ ରେ କଚାଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପ ରେ ଏକ ସଙ୍ଗେ କଚାଡ଼ିବା।' ଏହା ସଦାପ୍ରଭୁ କହନ୍ତି, 'ଆମ୍ଭେ ସମାନଙ୍କେ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦଖାଇେ ସମାନଙ୍କେୁ ବିନଷ୍ଟ କରିବା।'
15 ତୁମ୍ଭମାନେେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ସମ୍ମାନ ଦିଅ ଓ ତାଙ୍କର ଗୌରବ ଗାନ କର। ସେ ଅନ୍ଧକାର ଆଣିବା ପୂର୍ବରୁ, ଅନ୍ଧକାରମଯ ପର୍ବତ ରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ, ସେ ମୃତ୍ଯୁଚ୍ଛାଯା ଓ ଘାରେ ଅନ୍ଧକାର ଆଣିବା ପୂର୍ବରୁ, ଆଲୁଅର ଅପେକ୍ଷା ରେ ତୁମ୍ଭମାନେେ ତାଙ୍କର ପ୍ରଶଂସା କର।
17 କିନ୍ତୁ ଯଦି ତୁମ୍ଭମାନେେ ମାେ କଥା ନ ଶୁଣ, ତୁମ୍ଭମାନେେ ଅହଙ୍କାରୀ ବୋଲି ମୁଁ ଚୁପ୍ଚାପ୍ କାନ୍ଦିବି। ମୁଁ ମଧ୍ଯ ଜାରେ ରେ କାନ୍ଦିବି ଏବଂ ମାରଚେକ୍ଷୁ ଅଶ୍ରୁ ରେ ପୂର୍ଣ୍ଣ ହବେ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହାଇେଛନ୍ତି।
18 ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ, ତୁମ୍ଭମାନେେ ନିଜକୁ ନମ୍ର କର, କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହାଇେଅଛି।
19 ଦକ୍ଷିଣ ପ୍ରଦେଶୀଯ ନଗରସବୁ ରୁଦ୍ଧ ହାଇେଅଛି ଓ ତାହାକୁ ଫିଟାଇବାକୁ କହେି ନାହିଁ। ସମଗ୍ର ଯିହୁଦା ନିର୍ବାସିତ ହାଇେଛନ୍ତି। ସମାନେେ ସମସ୍ତେ ବନ୍ଦୀରୂପେ ଉପନୀତ ହାଇେଛନ୍ତି।
20 ହେ ୟିରୁଶାଲମ, ତୁମ୍ଭମାନେେ ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମଲେି ଦେଖ, ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହାଇେଥିଲା, ତୁମ୍ଭର ସେ ପଲ କାହିଁ ?
21 ତୁମ୍ଭମାନେେ କ'ଣ କହିବ ଯେତବେେଳେ ସଦାପ୍ରଭୁ ସହେି ଲୋକମାନଙ୍କୁ ତୁମ୍ଭମାନଙ୍କ ଉପ ରେ ନିୟୁକ୍ତି କରିବେ ଯେଉଁମାନଙ୍କୁ ତୁମ୍ଭର ମିତ୍ର ହବୋ ପାଇଁ ଶିକ୍ଷା ଦିଆୟାଇଥିଲା। ପ୍ରସବ କାଳୀନ ସ୍ତ୍ରୀ ଲୋକର ବଦନୋ ତୁଲ୍ଯ ତୁମ୍ଭମାନେେ ଅନୁଭବ କରିବ, ନୁହେଁ କି ?
22 ଯଦି ତୁମ୍ଭେ ନିଜକୁ ପଚାରିବ, ଏହି ଦଶା ମାେ ପ୍ରତି କାହିଁକି ଘଟିଲା, ତବେେ ଉତ୍ତର ରେ କୁହାୟିବ ତୁମ୍ଭର ପାପ ଅଧିକ ହବୋ ଯୋଗୁଁ ଏହା ହେଲା। ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାୟାଇଅଛି ଓ ତୁମ୍ଭର ପାଦକୁ କଷ୍ଟ ଦିଆୟାଇଅଛି।
23 ଜଣେ କୃଷ୍ଣକାଯ କ'ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ'ଣ ନିଜର ଦହରେ ଛାପ ବଦଳାଇ ପାରିବ ? ତେଣୁ ହେ ୟିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବା ରେ ଅଭ୍ଯସ୍ତ, ତୁମ୍ଭେ କବେେ ସୁକର୍ମ କରିପାରିବ ନାହିଁ।
24 ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାଯୁ ରେ ଧୂଷ ଉଡ଼ିଲାପରି ତୁମ୍ଭମାନଙ୍କ ଘରୁ ତଡ଼ିଦଇେ ଏଣେ ତଣେେ ଛିନ୍ନଭିନ୍ନ କରିଦବେୁ।
25 ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ। କାରଣ ତୁମ୍ଭମାନେେ ମାେତେ ପାଶୋରିଲ ଓ ମିଥ୍ଯା ଦବଗେଣ ରେ ବିଶ୍ବାସ କଲ।
26 ଏ ନିମନ୍ତେ ଏହା ଆମ୍ଭେ ୟିଏକି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟକେିଥିଲୁ, ଯାହାଫଳ ରେ ସମେସ୍ତ ତୁମ୍ଭମାନଙ୍କର ନଗ୍ନତା ଦେଖିପାରିନଥିଲେ।
27 ଆମ୍ଭେ ପର୍ବତଗୁଡ଼ିକ ଉପ ରେ ତୁମ୍ଭର ଘୃଣ୍ଯକର୍ମ, ବ୍ଯଭିଚାର, ହିଁ ହିଁ ହବୋର ଶବ୍ଦ ଓ ବେଶ୍ଯାବୃତ୍ତିର ଦୁଷ୍ଟତା ଦେଖିଅଛୁ। ୟିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତକୋଳ ଏହି ପାପକର୍ମ କରିଚାଲିବ ?
1 Thus saith the Lord unto me, Go and get thee a linen girdle, and put it upon thy loins, and put it not in water.
2 So I got a girdle according to the word of the Lord, and put it on my loins.
3 And the word of the Lord came unto me the second time, saying,
4 Take the girdle that thou hast got, which is upon thy loins, and arise, go to Euphrates, and hide it there in a hole of the rock.
5 So I went, and hid it by Euphrates, as the Lord commanded me.
6 And it came to pass after many days, that the Lord said unto me, Arise, go to Euphrates, and take the girdle from thence, which I commanded thee to hide there.
7 Then I went to Euphrates, and digged, and took the girdle from the place where I had hid it: and, behold, the girdle was marred, it was profitable for nothing.
8 Then the word of the Lord came unto me, saying,
9 Thus saith the Lord, After this manner will I mar the pride of Judah, and the great pride of Jerusalem.
10 This evil people, which refuse to hear my words, which walk in the imagination of their heart, and walk after other gods, to serve them, and to worship them, shall even be as this girdle, which is good for nothing.
11 For as the girdle cleaveth to the loins of a man, so have I caused to cleave unto me the whole house of Israel and the whole house of Judah, saith the Lord; that they might be unto me for a people, and for a name, and for a praise, and for a glory: but they would not hear.
12 Therefore thou shalt speak unto them this word; Thus saith the Lord God of Israel, Every bottle shall be filled with wine: and they shall say unto thee, Do we not certainly know that every bottle shall be filled with wine?
13 Then shalt thou say unto them, Thus saith the Lord, Behold, I will fill all the inhabitants of this land, even the kings that sit upon David’s throne, and the priests, and the prophets, and all the inhabitants of Jerusalem, with drunkenness.
14 And I will dash them one against another, even the fathers and the sons together, saith the Lord: I will not pity, nor spare, nor have mercy, but destroy them.
15 Hear ye, and give ear; be not proud: for the Lord hath spoken.
16 Give glory to the Lord your God, before he cause darkness, and before your feet stumble upon the dark mountains, and, while ye look for light, he turn it into the shadow of death, and make it gross darkness.
17 But if ye will not hear it, my soul shall weep in secret places for your pride; and mine eye shall weep sore, and run down with tears, because the Lord’s flock is carried away captive.
18 Say unto the king and to the queen, Humble yourselves, sit down: for your principalities shall come down, even the crown of your glory.
19 The cities of the south shall be shut up, and none shall open them: Judah shall be carried away captive all of it, it shall be wholly carried away captive.
20 Lift up your eyes, and behold them that come from the north: where is the flock that was given thee, thy beautiful flock?
21 What wilt thou say when he shall punish thee? for thou hast taught them to be captains, and as chief over thee: shall not sorrows take thee, as a woman in travail?
22 And if thou say in thine heart, Wherefore come these things upon me? For the greatness of thine iniquity are thy skirts discovered, and thy heels made bare.
23 Can the Ethiopian change his skin, or the leopard his spots? then may ye also do good, that are accustomed to do evil.
24 Therefore will I scatter them as the stubble that passeth away by the wind of the wilderness.
25 This is thy lot, the portion of thy measures from me, saith the Lord; because thou hast forgotten me, and trusted in falsehood.
26 Therefore will I discover thy skirts upon thy face, that thy shame may appear.
27 I have seen thine adulteries, and thy neighings, the lewdness of thy whoredom, and thine abominations on the hills in the fields. Woe unto thee, O Jerusalem! wilt thou not be made clean? when shall it once be?
1 Woe be unto the pastors that destroy and scatter the sheep of my pasture! saith the Lord.
2 Therefore thus saith the Lord God of Israel against the pastors that feed my people; Ye have scattered my flock, and driven them away, and have not visited them: behold, I will visit upon you the evil of your doings, saith the Lord.
3 And I will gather the remnant of my flock out of all countries whither I have driven them, and will bring them again to their folds; and they shall be fruitful and increase.
4 And I will set up shepherds over them which shall feed them: and they shall fear no more, nor be dismayed, neither shall they be lacking, saith the Lord.
5 Behold, the days come, saith the Lord, that I will raise unto David a righteous Branch, and a King shall reign and prosper, and shall execute judgment and justice in the earth.
6 In his days Judah shall be saved, and Israel shall dwell safely: and this is his name whereby he shall be called, THE LORD OUR RIGHTEOUSNESS.
7 Therefore, behold, the days come, saith the Lord, that they shall no more say, The Lord liveth, which brought up the children of Israel out of the land of Egypt;
8 But, The Lord liveth, which brought up and which led the seed of the house of Israel out of the north country, and from all countries whither I had driven them; and they shall dwell in their own land.
9 Mine heart within me is broken because of the prophets; all my bones shake; I am like a drunken man, and like a man whom wine hath overcome, because of the Lord, and because of the words of his holiness.
10 For the land is full of adulterers; for because of swearing the land mourneth; the pleasant places of the wilderness are dried up, and their course is evil, and their force is not right.
11 For both prophet and priest are profane; yea, in my house have I found their wickedness, saith the Lord.
12 Wherefore their way shall be unto them as slippery ways in the darkness: they shall be driven on, and fall therein: for I will bring evil upon them, even the year of their visitation, saith the Lord.
13 And I have seen folly in the prophets of Samaria; they prophesied in Baal, and caused my people Israel to err.
14 I have seen also in the prophets of Jerusalem an horrible thing: they commit adultery, and walk in lies: they strengthen also the hands of evildoers, that none doth return from his wickedness: they are all of them unto me as Sodom, and the inhabitants thereof as Gomorrah.
15 Therefore thus saith the Lord of hosts concerning the prophets; Behold, I will feed them with wormwood, and make them drink the water of gall: for from the prophets of Jerusalem is profaneness gone forth into all the land.
16 Thus saith the Lord of hosts, Hearken not unto the words of the prophets that prophesy unto you: they make you vain: they speak a vision of their own heart, and not out of the mouth of the Lord.
17 They say still unto them that despise me, The Lord hath said, Ye shall have peace; and they say unto every one that walketh after the imagination of his own heart, No evil shall come upon you.
18 For who hath stood in the counsel of the Lord, and hath perceived and heard his word? who hath marked his word, and heard it?
19 Behold, a whirlwind of the Lord is gone forth in fury, even a grievous whirlwind: it shall fall grievously upon the head of the wicked.
20 The anger of the Lord shall not return, until he have executed, and till he have performed the thoughts of his heart: in the latter days ye shall consider it perfectly.
21 I have not sent these prophets, yet they ran: I have not spoken to them, yet they prophesied.
22 But if they had stood in my counsel, and had caused my people to hear my words, then they should have turned them from their evil way, and from the evil of their doings.
23 Am I a God at hand, saith the Lord, and not a God afar off?
24 Can any hide himself in secret places that I shall not see him? saith the Lord. Do not I fill heaven and earth? saith the Lord.
25 I have heard what the prophets said, that prophesy lies in my name, saying, I have dreamed, I have dreamed.
26 How long shall this be in the heart of the prophets that prophesy lies? yea, they are prophets of the deceit of their own heart;
27 Which think to cause my people to forget my name by their dreams which they tell every man to his neighbour, as their fathers have forgotten my name for Baal.
28 The prophet that hath a dream, let him tell a dream; and he that hath my word, let him speak my word faithfully. What is the chaff to the wheat? saith the Lord.
29 Is not my word like as a fire? saith the Lord; and like a hammer that breaketh the rock in pieces?
30 Therefore, behold, I am against the prophets, saith the Lord, that steal my words every one from his neighbour.
31 Behold, I am against the prophets, saith the Lord, that use their tongues, and say, He saith.
32 Behold, I am against them that prophesy false dreams, saith the Lord, and do tell them, and cause my people to err by their lies, and by their lightness; yet I sent them not, nor commanded them: therefore they shall not profit this people at all, saith the Lord.
33 And when this people, or the prophet, or a priest, shall ask thee, saying, What is the burden of the Lord? thou shalt then say unto them, What burden? I will even forsake you, saith the Lord.
34 And as for the prophet, and the priest, and the people, that shall say, The burden of the Lord, I will even punish that man and his house.
35 Thus shall ye say every one to his neighbour, and every one to his brother, What hath the Lord answered? and, What hath the Lord spoken?
36 And the burden of the Lord shall ye mention no more: for every man’s word shall be his burden; for ye have perverted the words of the living God, of the Lord of hosts our God.
37 Thus shalt thou say to the prophet, What hath the Lord answered thee? and, What hath the Lord spoken?
38 But since ye say, The burden of the Lord; therefore thus saith the Lord; Because ye say this word, The burden of the Lord, and I have sent unto you, saying, Ye shall not say, The burden of the Lord;
39 Therefore, behold, I, even I, will utterly forget you, and I will forsake you, and the city that I gave you and your fathers, and cast you out of my presence:
40 And I will bring an everlasting reproach upon you, and a perpetual shame, which shall not be forgotten.