ଓଡ଼ିଆ
Jeremiah 10:23 Image in Oriya
ହେ ସଦାପ୍ରଭୁ, ମୁଁ ଜାଣେ, ମନୁଷ୍ଯ ତା'ର ନିଜର ଭାଗ୍ଯକୁ ନିଯନ୍ତ୍ରଣ କରିପାରିବ ନାହିଁ। ସେ କହିପା ରେ ନାହିଁ, ତା' ପାଇଁ କ'ଣ ଘଟିବ। ସେ ପ୍ରକୃତ ନ୍ଯାଯ ଓ ଧର୍ମ ରେ ବଞ୍ଚିବା ଜାଣୁ ନାହିଁ।