Jeremiah 10

fullscreen1 ହେ ଇଶ୍ରାୟେଲ ବଂଶ ସଦାପ୍ରଭୁଙ୍କ ବାକ୍ଯ ଶୁଣ।

fullscreen2 ସଦାପ୍ରଭୁ ଏହିକଥା କହନ୍ତି,

fullscreen3 ଅନ୍ୟ ଦେଶୀଯମାନଙ୍କର ସକଳ ବିଧି ବ୍ଯବସ୍ଥା ଅସାର କାରଣ ଅରଣ୍ଯରୁ ବୃକ୍ଷ ଚ୍ଛଦନେ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ଯହୀନ। ସଗେୁଡ଼ିକ ଦବେତା ନୁହଁନ୍ତି।

fullscreen4 ସମାନେେ ସଗେୁଡ଼ିକୁ ସୁନା ଓ ରୂପା ରେ ସଜ୍ଜିତ କରନ୍ତି। ସମାନେେ ସଗେୁଡ଼ିକୁ ହାତୁଡ଼ି ଦ୍ବାରା କଣ୍ଟା ବାଡ଼ଇେ ଦୃଢ଼ କରନ୍ତି, ଯେପରି ସଗେୁଡ଼ିକ ଟଳମଳ ହବେେ ନାହିଁ କିଅବା ପଡ଼ିବେ ନାହିଁ।

fullscreen5 ସେସବୁ ତାଳଗଛ ତୁଲ୍ଯ, କୁନ୍ଦା ଓ କଥା କହନ୍ତି ନାହିଁ। ସମାନଙ୍କେୁ ବହନ କରିବାକୁ ହୁଏ କାରଣ ସମାନେେ ଚାଲିପାରନ୍ତି ନାହିଁ। ତେଣୁ ସମାନଙ୍କେୁ ଭୟ କର ନାହିଁ, କାରଣ ସମାନେେ ଅମଙ୍ଗଳ କରିପାରିବେ ନାହିଁ କିଅବା ମଙ୍ଗଳ କରିବାକୁ ସମାନଙ୍କେର ଶକ୍ତି ନାହିଁ।

fullscreen6 ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ, ତୁମ୍ଭ ତୁଲ୍ଯ ଆଉ କହେି ନାହାଁନ୍ତି। ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।

fullscreen7 ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।

fullscreen8 ଅନ୍ୟ ଦେଶୀଯମାନେ ସମସ୍ତେ ନିର୍ ବୋଧ ଓ ଅଜ୍ଞାନ। ସମାନଙ୍କେର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ଯହୀନ। ସହେି ମୂର୍ତ୍ତିଗୁଡ଼ିକ କବଳେ କାଷ୍ଠ ମାତ୍ର।

fullscreen9 ସମାନେେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉପଂସରୁ ସୁନା ଆଣି କାରିଗର ଓ ସ୍ବର୍ଣ୍ଣକାର ହସ୍ତ ରେ ପ୍ରତିମାମାନ ନିର୍ମାଣ କରାନ୍ତି। ସଗେୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ଆଚ୍ଛାଦନ କରନ୍ତି। ସଗେୁଡ଼ିକ ନିପୁଣ ଶିଳ୍ପୀମାନଙ୍କର କୃତକର୍ମ।

fullscreen10 ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।

fullscreen11 ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'

fullscreen12 ପରମେଶ୍ବର ସ୍ବପରାକ୍ରମ ରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ବାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳ ରେ ପୃଥିବୀ ଉପ ରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।

fullscreen13 ପରମେଶ୍ବର ଭୟଙ୍କର ବଜ୍ରର କାରଣ ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା। ସେ ପୃଥିବୀ ଶଷେପୃଷ୍ଠରୁ ବାଦଲ ଉଠାନ୍ତି ଏବଂ ବର୍ଷା ଓ ବିଜୁଳି କରାନ୍ତି। ସେ ନିଜ ଭଣ୍ଡାର ଘରୁ ବାଯୁ ପ୍ରବାହିତ କରନ୍ତି।

fullscreen14 ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ। କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ଯା ଓ ସମାନଙ୍କେଠା ରେ ପ୍ରାଣବାଯୁ ନାହିଁ।

fullscreen15 ସହେି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହସୟୋଗୀ। ଯେତବେେଳେ ସମାନଙ୍କେର ବିନାଶ ସମୟ ଆସିବ, ସମାନେେ ଧ୍ବଂସ ହବେେ।

fullscreen16 ମାତ୍ର ଯାକୁବଙ୍କର ପରମେଶ୍ବର ସମାନଙ୍କେ ପରି ନୁହଁନ୍ତି। କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା ଓ ଇଶ୍ରାୟେଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି। ପରମେଶ୍ବରଙ୍କ ନାମ ସୈନ୍ଯାଧିପତି ସଦାପ୍ରଭୁ।

1 Hear ye the word which the Lord speaketh unto you, O house of Israel:

2 Thus saith the Lord, Learn not the way of the heathen, and be not dismayed at the signs of heaven; for the heathen are dismayed at them.

3 For the customs of the people are vain: for one cutteth a tree out of the forest, the work of the hands of the workman, with the axe.

4 They deck it with silver and with gold; they fasten it with nails and with hammers, that it move not.

5 They are upright as the palm tree, but speak not: they must needs be borne, because they cannot go. Be not afraid of them; for they cannot do evil, neither also is it in them to do good.

6 Forasmuch as there is none like unto thee, O Lord; thou art great, and thy name is great in might.

7 Who would not fear thee, O King of nations? for to thee doth it appertain: forasmuch as among all the wise men of the nations, and in all their kingdoms, there is none like unto thee.

8 But they are altogether brutish and foolish: the stock is a doctrine of vanities.

9 Silver spread into plates is brought from Tarshish, and gold from Uphaz, the work of the workman, and of the hands of the founder: blue and purple is their clothing: they are all the work of cunning men.

10 But the Lord is the true God, he is the living God, and an everlasting king: at his wrath the earth shall tremble, and the nations shall not be able to abide his indignation.

11 Thus shall ye say unto them, The gods that have not made the heavens and the earth, even they shall perish from the earth, and from under these heavens.

12 He hath made the earth by his power, he hath established the world by his wisdom, and hath stretched out the heavens by his discretion.

13 When he uttereth his voice, there is a multitude of waters in the heavens, and he causeth the vapours to ascend from the ends of the earth; he maketh lightnings with rain, and bringeth forth the wind out of his treasures.

14 Every man is brutish in his knowledge: every founder is confounded by the graven image: for his molten image is falsehood, and there is no breath in them.

15 They are vanity, and the work of errors: in the time of their visitation they shall perish.

16 The portion of Jacob is not like them: for he is the former of all things; and Israel is the rod of his inheritance: The Lord of hosts is his name.

Jeremiah 10 in Tamil and English

1 ହେ ଇଶ୍ରାୟେଲ ବଂଶ ସଦାପ୍ରଭୁଙ୍କ ବାକ୍ଯ ଶୁଣ।
Hear ye the word which the Lord speaketh unto you, O house of Israel:

2 ସଦାପ୍ରଭୁ ଏହିକଥା କହନ୍ତି,
Thus saith the Lord, Learn not the way of the heathen, and be not dismayed at the signs of heaven; for the heathen are dismayed at them.

3 ଅନ୍ୟ ଦେଶୀଯମାନଙ୍କର ସକଳ ବିଧି ବ୍ଯବସ୍ଥା ଅସାର କାରଣ ଅରଣ୍ଯରୁ ବୃକ୍ଷ ଚ୍ଛଦନେ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ଯହୀନ। ସଗେୁଡ଼ିକ ଦବେତା ନୁହଁନ୍ତି।
For the customs of the people are vain: for one cutteth a tree out of the forest, the work of the hands of the workman, with the axe.

4 ସମାନେେ ସଗେୁଡ଼ିକୁ ସୁନା ଓ ରୂପା ରେ ସଜ୍ଜିତ କରନ୍ତି। ସମାନେେ ସଗେୁଡ଼ିକୁ ହାତୁଡ଼ି ଦ୍ବାରା କଣ୍ଟା ବାଡ଼ଇେ ଦୃଢ଼ କରନ୍ତି, ଯେପରି ସଗେୁଡ଼ିକ ଟଳମଳ ହବେେ ନାହିଁ କିଅବା ପଡ଼ିବେ ନାହିଁ।
They deck it with silver and with gold; they fasten it with nails and with hammers, that it move not.

5 ସେସବୁ ତାଳଗଛ ତୁଲ୍ଯ, କୁନ୍ଦା ଓ କଥା କହନ୍ତି ନାହିଁ। ସମାନଙ୍କେୁ ବହନ କରିବାକୁ ହୁଏ କାରଣ ସମାନେେ ଚାଲିପାରନ୍ତି ନାହିଁ। ତେଣୁ ସମାନଙ୍କେୁ ଭୟ କର ନାହିଁ, କାରଣ ସମାନେେ ଅମଙ୍ଗଳ କରିପାରିବେ ନାହିଁ କିଅବା ମଙ୍ଗଳ କରିବାକୁ ସମାନଙ୍କେର ଶକ୍ତି ନାହିଁ।
They are upright as the palm tree, but speak not: they must needs be borne, because they cannot go. Be not afraid of them; for they cannot do evil, neither also is it in them to do good.

6 ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ, ତୁମ୍ଭ ତୁଲ୍ଯ ଆଉ କହେି ନାହାଁନ୍ତି। ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।
Forasmuch as there is none like unto thee, O Lord; thou art great, and thy name is great in might.

7 ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।
Who would not fear thee, O King of nations? for to thee doth it appertain: forasmuch as among all the wise men of the nations, and in all their kingdoms, there is none like unto thee.

8 ଅନ୍ୟ ଦେଶୀଯମାନେ ସମସ୍ତେ ନିର୍ ବୋଧ ଓ ଅଜ୍ଞାନ। ସମାନଙ୍କେର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ଯହୀନ। ସହେି ମୂର୍ତ୍ତିଗୁଡ଼ିକ କବଳେ କାଷ୍ଠ ମାତ୍ର।
But they are altogether brutish and foolish: the stock is a doctrine of vanities.

9 ସମାନେେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉପଂସରୁ ସୁନା ଆଣି କାରିଗର ଓ ସ୍ବର୍ଣ୍ଣକାର ହସ୍ତ ରେ ପ୍ରତିମାମାନ ନିର୍ମାଣ କରାନ୍ତି। ସଗେୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ଆଚ୍ଛାଦନ କରନ୍ତି। ସଗେୁଡ଼ିକ ନିପୁଣ ଶିଳ୍ପୀମାନଙ୍କର କୃତକର୍ମ।
Silver spread into plates is brought from Tarshish, and gold from Uphaz, the work of the workman, and of the hands of the founder: blue and purple is their clothing: they are all the work of cunning men.

10 ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।
But the Lord is the true God, he is the living God, and an everlasting king: at his wrath the earth shall tremble, and the nations shall not be able to abide his indignation.

11 ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'
Thus shall ye say unto them, The gods that have not made the heavens and the earth, even they shall perish from the earth, and from under these heavens.

12 ପରମେଶ୍ବର ସ୍ବପରାକ୍ରମ ରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ବାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳ ରେ ପୃଥିବୀ ଉପ ରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।
He hath made the earth by his power, he hath established the world by his wisdom, and hath stretched out the heavens by his discretion.

13 ପରମେଶ୍ବର ଭୟଙ୍କର ବଜ୍ରର କାରଣ ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା। ସେ ପୃଥିବୀ ଶଷେପୃଷ୍ଠରୁ ବାଦଲ ଉଠାନ୍ତି ଏବଂ ବର୍ଷା ଓ ବିଜୁଳି କରାନ୍ତି। ସେ ନିଜ ଭଣ୍ଡାର ଘରୁ ବାଯୁ ପ୍ରବାହିତ କରନ୍ତି।
When he uttereth his voice, there is a multitude of waters in the heavens, and he causeth the vapours to ascend from the ends of the earth; he maketh lightnings with rain, and bringeth forth the wind out of his treasures.

14 ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ। କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ଯା ଓ ସମାନଙ୍କେଠା ରେ ପ୍ରାଣବାଯୁ ନାହିଁ।
Every man is brutish in his knowledge: every founder is confounded by the graven image: for his molten image is falsehood, and there is no breath in them.

15 ସହେି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହସୟୋଗୀ। ଯେତବେେଳେ ସମାନଙ୍କେର ବିନାଶ ସମୟ ଆସିବ, ସମାନେେ ଧ୍ବଂସ ହବେେ।
They are vanity, and the work of errors: in the time of their visitation they shall perish.

16 ମାତ୍ର ଯାକୁବଙ୍କର ପରମେଶ୍ବର ସମାନଙ୍କେ ପରି ନୁହଁନ୍ତି। କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା ଓ ଇଶ୍ରାୟେଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି। ପରମେଶ୍ବରଙ୍କ ନାମ ସୈନ୍ଯାଧିପତି ସଦାପ୍ରଭୁ।
The portion of Jacob is not like them: for he is the former of all things; and Israel is the rod of his inheritance: The Lord of hosts is his name.