Jeremiah 10

1 ହେ ଇଶ୍ରାୟେଲ ବଂଶ ସଦାପ୍ରଭୁଙ୍କ ବାକ୍ଯ ଶୁଣ।

2 ସଦାପ୍ରଭୁ ଏହିକଥା କହନ୍ତି,

3 ଅନ୍ୟ ଦେଶୀଯମାନଙ୍କର ସକଳ ବିଧି ବ୍ଯବସ୍ଥା ଅସାର କାରଣ ଅରଣ୍ଯରୁ ବୃକ୍ଷ ଚ୍ଛଦନେ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ଯହୀନ। ସଗେୁଡ଼ିକ ଦବେତା ନୁହଁନ୍ତି।

4 ସମାନେେ ସଗେୁଡ଼ିକୁ ସୁନା ଓ ରୂପା ରେ ସଜ୍ଜିତ କରନ୍ତି। ସମାନେେ ସଗେୁଡ଼ିକୁ ହାତୁଡ଼ି ଦ୍ବାରା କଣ୍ଟା ବାଡ଼ଇେ ଦୃଢ଼ କରନ୍ତି, ଯେପରି ସଗେୁଡ଼ିକ ଟଳମଳ ହବେେ ନାହିଁ କିଅବା ପଡ଼ିବେ ନାହିଁ।

5 ସେସବୁ ତାଳଗଛ ତୁଲ୍ଯ, କୁନ୍ଦା ଓ କଥା କହନ୍ତି ନାହିଁ। ସମାନଙ୍କେୁ ବହନ କରିବାକୁ ହୁଏ କାରଣ ସମାନେେ ଚାଲିପାରନ୍ତି ନାହିଁ। ତେଣୁ ସମାନଙ୍କେୁ ଭୟ କର ନାହିଁ, କାରଣ ସମାନେେ ଅମଙ୍ଗଳ କରିପାରିବେ ନାହିଁ କିଅବା ମଙ୍ଗଳ କରିବାକୁ ସମାନଙ୍କେର ଶକ୍ତି ନାହିଁ।

6 ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ, ତୁମ୍ଭ ତୁଲ୍ଯ ଆଉ କହେି ନାହାଁନ୍ତି। ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।

7 ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।

8 ଅନ୍ୟ ଦେଶୀଯମାନେ ସମସ୍ତେ ନିର୍ ବୋଧ ଓ ଅଜ୍ଞାନ। ସମାନଙ୍କେର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ଯହୀନ। ସହେି ମୂର୍ତ୍ତିଗୁଡ଼ିକ କବଳେ କାଷ୍ଠ ମାତ୍ର।

9 ସମାନେେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉପଂସରୁ ସୁନା ଆଣି କାରିଗର ଓ ସ୍ବର୍ଣ୍ଣକାର ହସ୍ତ ରେ ପ୍ରତିମାମାନ ନିର୍ମାଣ କରାନ୍ତି। ସଗେୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ଆଚ୍ଛାଦନ କରନ୍ତି। ସଗେୁଡ଼ିକ ନିପୁଣ ଶିଳ୍ପୀମାନଙ୍କର କୃତକର୍ମ।

10 ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।

11 ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'

12 ପରମେଶ୍ବର ସ୍ବପରାକ୍ରମ ରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ବାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳ ରେ ପୃଥିବୀ ଉପ ରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।

13 ପରମେଶ୍ବର ଭୟଙ୍କର ବଜ୍ରର କାରଣ ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା। ସେ ପୃଥିବୀ ଶଷେପୃଷ୍ଠରୁ ବାଦଲ ଉଠାନ୍ତି ଏବଂ ବର୍ଷା ଓ ବିଜୁଳି କରାନ୍ତି। ସେ ନିଜ ଭଣ୍ଡାର ଘରୁ ବାଯୁ ପ୍ରବାହିତ କରନ୍ତି।

14 ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ। କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ଯା ଓ ସମାନଙ୍କେଠା ରେ ପ୍ରାଣବାଯୁ ନାହିଁ।

15 ସହେି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହସୟୋଗୀ। ଯେତବେେଳେ ସମାନଙ୍କେର ବିନାଶ ସମୟ ଆସିବ, ସମାନେେ ଧ୍ବଂସ ହବେେ।

16 ମାତ୍ର ଯାକୁବଙ୍କର ପରମେଶ୍ବର ସମାନଙ୍କେ ପରି ନୁହଁନ୍ତି। କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା ଓ ଇଶ୍ରାୟେଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି। ପରମେଶ୍ବରଙ୍କ ନାମ ସୈନ୍ଯାଧିପତି ସଦାପ୍ରଭୁ।

17 ହେ ଅବରୁଦ୍ଧ ଯିହୁଦା ନିବାସୀ, ତୁମ୍ଭମାନେେ ନିଜ ନିଜ ଜିନିଷ ସଂଗ୍ରହ କରି ଦେଶତ୍ଯାଗ କରିବାକୁ ପ୍ରସ୍ତୁତ ହୁଅ।

18 ସଦାପ୍ରଭୁ ଏହିକଥା କହନ୍ତି, ଆମ୍ଭେ ଏହି ସମୟରେ ଦେଶବାସୀଙ୍କୁ ଦେଶରୁ ଫିଙ୍ଗି ଦବୋ। ସମାନଙ୍କେୁ ଏପରି ଦୁଃଖ ଓ କ୍ଲେଶ ଦବୋ ଯେ ସମାନେେ ଉପୟୁକ୍ତ ଶିକ୍ଷା ଲାଭ କରିପାରିବେ।

19 ହାୟ, ମୁଁ ଯିରିମିୟ ଅତ୍ଯନ୍ତ କ୍ଷତ ଓ ବଦନୋଗ୍ରସ୍ତ ତଥାପି ମୁଁ କହିଲି, ଏହା ମାହେର ବଦନୋ ଓ ମାେତେ ଏହା ସହିବାକୁ ହବେ।

20 ମାରେ ତମ୍ବୁ ଧ୍ବଂସ ପାଇୟାଇଛି। ମାରେତମ୍ବୁର ସମସ୍ତ ରଜ୍ଜୁ ଛିଣ୍ଡି ୟାଇଅଛି। ମାରେ ପିଲାମାନେ ମାେ ପାଖରୁ ଚାଲି ୟାଇଅଛନ୍ତି। ମାେ ପାଖ ରେ ଆଉ କହେି ନାହାଁନ୍ତି। ମାରେତମ୍ବୁକୁ ପ୍ରସାରିବାକୁ ଓ ମାରେତମ୍ବୁର ବାଡ଼ ଲଗାଇବାକୁ କହେି ନାହାଁନ୍ତି।

21 କାରଣ ପାଳକଗଣ ପଶୁବତ୍ ନିର୍ବୋଧ ହାଇେଅଛନ୍ତି, ସମାନେେ, ସଦାପ୍ରଭୁ କ'ଣ ଚାହୁଁଛନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ। ସେଥିପାଇଁ ସମାନେେ ଉନ୍ନତି କରୁ ନାହାଁନ୍ତି ଏବଂ ସମାନଙ୍କେର ପିଲାସବୁ ଚ୍ଛିନ୍ନଭିନ୍ନ ହାଇେଅଛନ୍ତି।

22 ଏକ ମହାରବ ଶୁଣ। ସହେି ରବ ଉତ୍ତର ଦିଗରୁ ଆସୁଅଛି। ତହା ଯିହୁଦାର ନଗରସବୁ ଧ୍ବଂସ କରିବ ଓ ତାହା ଏକ ପ୍ରାନ୍ତର ରେ ପରିଣତ ହବେ। ଆଉ ସଗେୁଡ଼ିକ ଶୃଗାଳର ବାସସ୍ଥାନ ହବେ।

23 ହେ ସଦାପ୍ରଭୁ, ମୁଁ ଜାଣେ, ମନୁଷ୍ଯ ତା'ର ନିଜର ଭାଗ୍ଯକୁ ନିଯନ୍ତ୍ରଣ କରିପାରିବ ନାହିଁ। ସେ କହିପା ରେ ନାହିଁ, ତା' ପାଇଁ କ'ଣ ଘଟିବ। ସେ ପ୍ରକୃତ ନ୍ଯାଯ ଓ ଧର୍ମ ରେ ବଞ୍ଚିବା ଜାଣୁ ନାହିଁ।

24 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦମନ କର। ମାତ୍ର ସୁବିବଚେନା ରେ ତାହା କର। କୋର୍ଧ ରେ ତାହା କର ନାହିଁ, ଯଦି ତୁମ୍ଭେ ଏପରି କର ତବେେ ଆମ୍ଭେ ଧ୍ବଂସ ହାଇଯେିବୁ।

25 ଯଦି ତୁମ୍ଭେ ଆପଣା କୋପ ଢ଼ାଳୁଅଛ, ତବେେ ଅନ୍ୟଦେଶୀଯମାନଙ୍କ ଉପ ରେ ଢ଼ାଳିଦିଅ। କାରଣ ସମାନେେ ତୁମ୍ଭକୁ ଜାଣନ୍ତି ନାହିଁ କି ତୁମ୍ଭ ନାମ ରେ ପ୍ରାର୍ଥନା କରନ୍ତି ନାହିଁ। ସମାନେେ ଯାକୁବକୁ ଗ୍ରାସ କରିଅଛନ୍ତି ଓ ସମାନେେ ଇଶ୍ରାୟେଲ ବଂଶକୁ ବିନାଶ କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛନ୍ନ କରିଛନ୍ତି।

1 Hear ye the word which the Lord speaketh unto you, O house of Israel:

2 Thus saith the Lord, Learn not the way of the heathen, and be not dismayed at the signs of heaven; for the heathen are dismayed at them.

3 For the customs of the people are vain: for one cutteth a tree out of the forest, the work of the hands of the workman, with the axe.

4 They deck it with silver and with gold; they fasten it with nails and with hammers, that it move not.

5 They are upright as the palm tree, but speak not: they must needs be borne, because they cannot go. Be not afraid of them; for they cannot do evil, neither also is it in them to do good.

6 Forasmuch as there is none like unto thee, O Lord; thou art great, and thy name is great in might.

7 Who would not fear thee, O King of nations? for to thee doth it appertain: forasmuch as among all the wise men of the nations, and in all their kingdoms, there is none like unto thee.

8 But they are altogether brutish and foolish: the stock is a doctrine of vanities.

9 Silver spread into plates is brought from Tarshish, and gold from Uphaz, the work of the workman, and of the hands of the founder: blue and purple is their clothing: they are all the work of cunning men.

10 But the Lord is the true God, he is the living God, and an everlasting king: at his wrath the earth shall tremble, and the nations shall not be able to abide his indignation.

11 Thus shall ye say unto them, The gods that have not made the heavens and the earth, even they shall perish from the earth, and from under these heavens.

12 He hath made the earth by his power, he hath established the world by his wisdom, and hath stretched out the heavens by his discretion.

13 When he uttereth his voice, there is a multitude of waters in the heavens, and he causeth the vapours to ascend from the ends of the earth; he maketh lightnings with rain, and bringeth forth the wind out of his treasures.

14 Every man is brutish in his knowledge: every founder is confounded by the graven image: for his molten image is falsehood, and there is no breath in them.

15 They are vanity, and the work of errors: in the time of their visitation they shall perish.

16 The portion of Jacob is not like them: for he is the former of all things; and Israel is the rod of his inheritance: The Lord of hosts is his name.

17 Gather up thy wares out of the land, O inhabitant of the fortress.

18 For thus saith the Lord, Behold, I will sling out the inhabitants of the land at this once, and will distress them, that they may find it so.

19 Woe is me for my hurt! my wound is grievous: but I said, Truly this is a grief, and I must bear it.

20 My tabernacle is spoiled, and all my cords are broken: my children are gone forth of me, and they are not: there is none to stretch forth my tent any more, and to set up my curtains.

21 For the pastors are become brutish, and have not sought the Lord: therefore they shall not prosper, and all their flocks shall be scattered.

22 Behold, the noise of the bruit is come, and a great commotion out of the north country, to make the cities of Judah desolate, and a den of dragons.

23 O Lord, I know that the way of man is not in himself: it is not in man that walketh to direct his steps.

24 O Lord, correct me, but with judgment; not in thine anger, lest thou bring me to nothing.

25 Pour out thy fury upon the heathen that know thee not, and upon the families that call not on thy name: for they have eaten up Jacob, and devoured him, and consumed him, and have made his habitation desolate.

1 After two days was the feast of the passover, and of unleavened bread: and the chief priests and the scribes sought how they might take him by craft, and put him to death.

2 But they said, Not on the feast day, lest there be an uproar of the people.

3 And being in Bethany in the house of Simon the leper, as he sat at meat, there came a woman having an alabaster box of ointment of spikenard very precious; and she brake the box, and poured it on his head.

4 And there were some that had indignation within themselves, and said, Why was this waste of the ointment made?

5 For it might have been sold for more than three hundred pence, and have been given to the poor. And they murmured against her.

6 And Jesus said, Let her alone; why trouble ye her? she hath wrought a good work on me.

7 For ye have the poor with you always, and whensoever ye will ye may do them good: but me ye have not always.

8 She hath done what she could: she is come aforehand to anoint my body to the burying.

9 Verily I say unto you, Wheresoever this gospel shall be preached throughout the whole world, this also that she hath done shall be spoken of for a memorial of her.

10 And Judas Iscariot, one of the twelve, went unto the chief priests, to betray him unto them.

11 And when they heard it, they were glad, and promised to give him money. And he sought how he might conveniently betray him.

12 And the first day of unleavened bread, when they killed the passover, his disciples said unto him, Where wilt thou that we go and prepare that thou mayest eat the passover?

13 And he sendeth forth two of his disciples, and saith unto them, Go ye into the city, and there shall meet you a man bearing a pitcher of water: follow him.

14 And wheresoever he shall go in, say ye to the goodman of the house, The Master saith, Where is the guestchamber, where I shall eat the passover with my disciples?

15 And he will shew you a large upper room furnished and prepared: there make ready for us.

16 And his disciples went forth, and came into the city, and found as he had said unto them: and they made ready the passover.

17 And in the evening he cometh with the twelve.

18 And as they sat and did eat, Jesus said, Verily I say unto you, One of you which eateth with me shall betray me.

19 And they began to be sorrowful, and to say unto him one by one, Is it I? and another said, Is it I?

20 And he answered and said unto them, It is one of the twelve, that dippeth with me in the dish.

21 The Son of man indeed goeth, as it is written of him: but woe to that man by whom the Son of man is betrayed! good were it for that man if he had never been born.

22 And as they did eat, Jesus took bread, and blessed, and brake it, and gave to them, and said, Take, eat: this is my body.

23 And he took the cup, and when he had given thanks, he gave it to them: and they all drank of it.

24 And he said unto them, This is my blood of the new testament, which is shed for many.

25 Verily I say unto you, I will drink no more of the fruit of the vine, until that day that I drink it new in the kingdom of God.

26 And when they had sung an hymn, they went out into the mount of Olives.

27 And Jesus saith unto them, All ye shall be offended because of me this night: for it is written, I will smite the shepherd, and the sheep shall be scattered.

28 But after that I am risen, I will go before you into Galilee.

29 But Peter said unto him, Although all shall be offended, yet will not I.

30 And Jesus saith unto him, Verily I say unto thee, That this day, even in this night, before the cock crow twice, thou shalt deny me thrice.

31 But he spake the more vehemently, If I should die with thee, I will not deny thee in any wise. Likewise also said they all.

32 And they came to a place which was named Gethsemane: and he saith to his disciples, Sit ye here, while I shall pray.

33 And he taketh with him Peter and James and John, and began to be sore amazed, and to be very heavy;

34 And saith unto them, My soul is exceeding sorrowful unto death: tarry ye here, and watch.

35 And he went forward a little, and fell on the ground, and prayed that, if it were possible, the hour might pass from him.

36 And he said, Abba, Father, all things are possible unto thee; take away this cup from me: nevertheless not what I will, but what thou wilt.

37 And he cometh, and findeth them sleeping, and saith unto Peter, Simon, sleepest thou? couldest not thou watch one hour?

38 Watch ye and pray, lest ye enter into temptation. The spirit truly is ready, but the flesh is weak.

39 And again he went away, and prayed, and spake the same words.

40 And when he returned, he found them asleep again, (for their eyes were heavy,) neither wist they what to answer him.

41 And he cometh the third time, and saith unto them, Sleep on now, and take your rest: it is enough, the hour is come; behold, the Son of man is betrayed into the hands of sinners.

42 Rise up, let us go; lo, he that betrayeth me is at hand.

43 And immediately, while he yet spake, cometh Judas, one of the twelve, and with him a great multitude with swords and staves, from the chief priests and the scribes and the elders.

44 And he that betrayed him had given them a token, saying, Whomsoever I shall kiss, that same is he; take him, and lead him away safely.

45 And as soon as he was come, he goeth straightway to him, and saith, Master, master; and kissed him.

46 And they laid their hands on him, and took him.

47 And one of them that stood by drew a sword, and smote a servant of the high priest, and cut off his ear.

48 And Jesus answered and said unto them, Are ye come out, as against a thief, with swords and with staves to take me?

49 I was daily with you in the temple teaching, and ye took me not: but the scriptures must be fulfilled.

50 And they all forsook him, and fled.

51 And there followed him a certain young man, having a linen cloth cast about his naked body; and the young men laid hold on him:

52 And he left the linen cloth, and fled from them naked.

53 And they led Jesus away to the high priest: and with him were assembled all the chief priests and the elders and the scribes.

54 And Peter followed him afar off, even into the palace of the high priest: and he sat with the servants, and warmed himself at the fire.

55 And the chief priests and all the council sought for witness against Jesus to put him to death; and found none.

56 For many bare false witness against him, but their witness agreed not together.

57 And there arose certain, and bare false witness against him, saying,

58 We heard him say, I will destroy this temple that is made with hands, and within three days I will build another made without hands.

59 But neither so did their witness agree together.

60 And the high priest stood up in the midst, and asked Jesus, saying, Answerest thou nothing? what is it which these witness against thee?

61 But he held his peace, and answered nothing. Again the high priest asked him, and said unto him, Art thou the Christ, the Son of the Blessed?

62 And Jesus said, I am: and ye shall see the Son of man sitting on the right hand of power, and coming in the clouds of heaven.

63 Then the high priest rent his clothes, and saith, What need we any further witnesses?

64 Ye have heard the blasphemy: what think ye? And they all condemned him to be guilty of death.

65 And some began to spit on him, and to cover his face, and to buffet him, and to say unto him, Prophesy: and the servants did strike him with the palms of their hands.

66 And as Peter was beneath in the palace, there cometh one of the maids of the high priest:

67 And when she saw Peter warming himself, she looked upon him, and said, And thou also wast with Jesus of Nazareth.

68 But he denied, saying, I know not, neither understand I what thou sayest. And he went out into the porch; and the cock crew.

69 And a maid saw him again, and began to say to them that stood by, This is one of them.

70 And he denied it again. And a little after, they that stood by said again to Peter, Surely thou art one of them: for thou art a Galilaean, and thy speech agreeth thereto.

71 But he began to curse and to swear, saying, I know not this man of whom ye speak.

72 And the second time the cock crew. And Peter called to mind the word that Jesus said unto him, Before the cock crow twice, thou shalt deny me thrice. And when he thought thereon, he wept.