James 3

fullscreen1 ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ ଅନକେ ଶିକ୍ଷକ ହବୋ ଉଚିତ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠାେର ଭାବରେ ବିଚାରିତ ହବେୁ।

fullscreen2 ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।

fullscreen3 ଘୋଡ଼ାମାନଙ୍କୁ ନିଜ ବଶ ରେ ରଖିବା ପାଇଁ ସମାନଙ୍କେ ମୁହଁ ରେ ଆମ୍ଭେ ଲଗାମ ଲଗାଇଥାଉ। ଆମ୍ଭେ ଏହିପରି ଭାବରେ ସମାନଙ୍କେର ସମ୍ପୂର୍ଣ୍ଣ ଶରୀରକୁ ବଶୀଭୂତ କରିଥାଉ।

fullscreen4 ସମୁଦ୍ରର ଜାହାଜ କ୍ଷେତ୍ର ରେ ମଧ୍ଯ ସହେିପରି ହାଇେଥାଏ। ଜାହାଜଟି ଆକାର ରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ବାରା ଚାଳିତ ହାଇେଥାଏ। କିନ୍ତୁ େଛାଟ ମଙ୍ଗଟି ସହେି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ୟନ୍ତ୍ରଟିକୁ ଚାଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ୟିବ। ସେ ଲୋକ ଯେଉଁଠାକୁ ଚା ହେଁ, ଜାହାଜଟି ସଠାେକୁ ଯାଏ। ଆମ୍ଭ ଜିହ୍ବା ନିମନ୍ତେ ମଧ୍ଯ ଏହି ବିଷୟ ସମାନ ଅଟେ।

fullscreen5 ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।

fullscreen6 ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।

fullscreen7 ଜିହ୍ବା ଏହି ଅଗ୍ନିକୁ ନରକରୁ ପାଇଥାଏ। ମଣିଷ ପ୍ରେତ୍ୟକକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପା ରେ ଓ କରିଛି ମଧ୍ଯ।

fullscreen8 କିନ୍ତୁ କୌଣସି ମଣିଷ ଜିହ୍ବାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷୟୁକ୍ତ ଘାତକ ଅଟେ।

fullscreen9 ଏହି ଜିହ୍ବା ଦ୍ବାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତାପରେ ପରମେଶ୍ବର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ଯ ରେ ତିଆରି କରିଛନ୍ତି, ସହେି ଲୋକମାନଙ୍କୁ ଅଭିଶାପ ଦେଉ।

fullscreen10 ଗୁଣଗାନ ଓ ଅଭିଶାପ ସହେି ଗୋଟିଏ ମୁହଁରୁ ବାହା ରେ ! ମାେ ଭାଇ ଓ ଭଉଣୀମାନେ, ଏଭଳି ହବୋ ଉଚିତ ନୁହେଁ।

fullscreen11 ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ'ଣ ଝରି ଆସିପା ରେ ? ନା !

fullscreen12 ମାେ ଭାଇ ଓ ଭଉଣୀମାନେ, ଡ଼ିମ୍ବିରି ଗଛ ରେ କ'ଣ ଜିତ ଫଳ ଫଳେ ? ନା ! ଦ୍ରାକ୍ଷାଲତା କ'ଣ ଡ଼ିମ୍ବିରି ଉତ୍ପନ୍ନ କରିପା ରେ ? ନା ! ଗୋଟିଏ ଲୁଣିଆ ପାଣିର କୂଅ କବେେ ମିଠା ପାଣି ଦଇପୋ ରେ ନାହିଁ।

1 My brethren, be not many masters, knowing that we shall receive the greater condemnation.

2 For in many things we offend all. If any man offend not in word, the same is a perfect man, and able also to bridle the whole body.

3 Behold, we put bits in the horses’ mouths, that they may obey us; and we turn about their whole body.

4 Behold also the ships, which though they be so great, and are driven of fierce winds, yet are they turned about with a very small helm, whithersoever the governor listeth.

5 Even so the tongue is a little member, and boasteth great things. Behold, how great a matter a little fire kindleth!

6 And the tongue is a fire, a world of iniquity: so is the tongue among our members, that it defileth the whole body, and setteth on fire the course of nature; and it is set on fire of hell.

7 For every kind of beasts, and of birds, and of serpents, and of things in the sea, is tamed, and hath been tamed of mankind:

8 But the tongue can no man tame; it is an unruly evil, full of deadly poison.

9 Therewith bless we God, even the Father; and therewith curse we men, which are made after the similitude of God.

10 Out of the same mouth proceedeth blessing and cursing. My brethren, these things ought not so to be.

11 Doth a fountain send forth at the same place sweet water and bitter?

12 Can the fig tree, my brethren, bear olive berries? either a vine, figs? so can no fountain both yield salt water and fresh.

James 3 in Tamil and English

1 ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ ଅନକେ ଶିକ୍ଷକ ହବୋ ଉଚିତ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠାେର ଭାବରେ ବିଚାରିତ ହବେୁ।
My brethren, be not many masters, knowing that we shall receive the greater condemnation.

2 ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।
For in many things we offend all. If any man offend not in word, the same is a perfect man, and able also to bridle the whole body.

3 ଘୋଡ଼ାମାନଙ୍କୁ ନିଜ ବଶ ରେ ରଖିବା ପାଇଁ ସମାନଙ୍କେ ମୁହଁ ରେ ଆମ୍ଭେ ଲଗାମ ଲଗାଇଥାଉ। ଆମ୍ଭେ ଏହିପରି ଭାବରେ ସମାନଙ୍କେର ସମ୍ପୂର୍ଣ୍ଣ ଶରୀରକୁ ବଶୀଭୂତ କରିଥାଉ।
Behold, we put bits in the horses’ mouths, that they may obey us; and we turn about their whole body.

4 ସମୁଦ୍ରର ଜାହାଜ କ୍ଷେତ୍ର ରେ ମଧ୍ଯ ସହେିପରି ହାଇେଥାଏ। ଜାହାଜଟି ଆକାର ରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ବାରା ଚାଳିତ ହାଇେଥାଏ। କିନ୍ତୁ େଛାଟ ମଙ୍ଗଟି ସହେି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ୟନ୍ତ୍ରଟିକୁ ଚାଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ୟିବ। ସେ ଲୋକ ଯେଉଁଠାକୁ ଚା ହେଁ, ଜାହାଜଟି ସଠାେକୁ ଯାଏ। ଆମ୍ଭ ଜିହ୍ବା ନିମନ୍ତେ ମଧ୍ଯ ଏହି ବିଷୟ ସମାନ ଅଟେ।
Behold also the ships, which though they be so great, and are driven of fierce winds, yet are they turned about with a very small helm, whithersoever the governor listeth.

5 ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।
Even so the tongue is a little member, and boasteth great things. Behold, how great a matter a little fire kindleth!

6 ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।
And the tongue is a fire, a world of iniquity: so is the tongue among our members, that it defileth the whole body, and setteth on fire the course of nature; and it is set on fire of hell.

7 ଜିହ୍ବା ଏହି ଅଗ୍ନିକୁ ନରକରୁ ପାଇଥାଏ। ମଣିଷ ପ୍ରେତ୍ୟକକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପା ରେ ଓ କରିଛି ମଧ୍ଯ।
For every kind of beasts, and of birds, and of serpents, and of things in the sea, is tamed, and hath been tamed of mankind:

8 କିନ୍ତୁ କୌଣସି ମଣିଷ ଜିହ୍ବାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷୟୁକ୍ତ ଘାତକ ଅଟେ।
But the tongue can no man tame; it is an unruly evil, full of deadly poison.

9 ଏହି ଜିହ୍ବା ଦ୍ବାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତାପରେ ପରମେଶ୍ବର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ଯ ରେ ତିଆରି କରିଛନ୍ତି, ସହେି ଲୋକମାନଙ୍କୁ ଅଭିଶାପ ଦେଉ।
Therewith bless we God, even the Father; and therewith curse we men, which are made after the similitude of God.

10 ଗୁଣଗାନ ଓ ଅଭିଶାପ ସହେି ଗୋଟିଏ ମୁହଁରୁ ବାହା ରେ ! ମାେ ଭାଇ ଓ ଭଉଣୀମାନେ, ଏଭଳି ହବୋ ଉଚିତ ନୁହେଁ।
Out of the same mouth proceedeth blessing and cursing. My brethren, these things ought not so to be.

11 ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ'ଣ ଝରି ଆସିପା ରେ ? ନା !
Doth a fountain send forth at the same place sweet water and bitter?

12 ମାେ ଭାଇ ଓ ଭଉଣୀମାନେ, ଡ଼ିମ୍ବିରି ଗଛ ରେ କ'ଣ ଜିତ ଫଳ ଫଳେ ? ନା ! ଦ୍ରାକ୍ଷାଲତା କ'ଣ ଡ଼ିମ୍ବିରି ଉତ୍ପନ୍ନ କରିପା ରେ ? ନା ! ଗୋଟିଏ ଲୁଣିଆ ପାଣିର କୂଅ କବେେ ମିଠା ପାଣି ଦଇପୋ ରେ ନାହିଁ।
Can the fig tree, my brethren, bear olive berries? either a vine, figs? so can no fountain both yield salt water and fresh.