James 1
2 ମାେ ଭାଇ ଓ ଭଉଣୀମାନେ, ତୁମ୍ଭମାନେେ ଅନକେ ପ୍ରକାରର ଅସୁବିଧାର ସମ୍ମୁଖୀନ ହବେ। କିନ୍ତୁ ଏପରି ହେଲା ବେଳେ ତୁମ୍ଭମାନେେ ଅଧିକ ଖୁସି ହବୋ ଉଚିତ୍।
3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ବାସକୁ ପରୀକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ର୍ଧୈୟ୍ଯ ଜନ୍ମାଏ।
4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ର୍ଧୈୟ୍ଯକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହବୋକୁ ଦିଅ। ତବେେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହବେ। ତୁମ୍ଭର ପ୍ରେତ୍ୟକକ ଆବଶ୍ଯକ ବିଷୟ ତୁମ୍ଭେ ପାଇବ।
5 କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।
6 କିନ୍ତୁ ତୁମ୍ଭେ ଯେତବେେଳେ ପରମେଶ୍ବରଙ୍କୁ ମାଗିଥାଅ, ସେତବେେଳେ ତୁମ୍ଭକୁ ବିଶ୍ବାସ କରିବାକୁ ପଡ଼ିବ। ପରମେଶ୍ବରଙ୍କୁ ସନ୍ଦହେ କର ନାହିଁ। ସନ୍ଦହେୀ ଲୋକ ସମୁଦ୍ରର ଢ଼େଉ ଭଳି। ପବନ ଢ଼େଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦହେୀ ଲୋକ ସହେି ଢ଼େଉ ଭଳି।
7 ସନ୍ଦହେୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟ ରେ ନିଷ୍ପତ୍ତି ନଇେପା ରେ ନାହିଁ।
8 ସଭେଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ ନୁହେଁ।
2 My brethren, count it all joy when ye fall into divers temptations;
3 Knowing this, that the trying of your faith worketh patience.
4 But let patience have her perfect work, that ye may be perfect and entire, wanting nothing.
5 If any of you lack wisdom, let him ask of God, that giveth to all men liberally, and upbraideth not; and it shall be given him.
6 But let him ask in faith, nothing wavering. For he that wavereth is like a wave of the sea driven with the wind and tossed.
7 For let not that man think that he shall receive any thing of the Lord.
8 A double minded man is unstable in all his ways.
James 1 in Tamil and English
2 ମାେ ଭାଇ ଓ ଭଉଣୀମାନେ, ତୁମ୍ଭମାନେେ ଅନକେ ପ୍ରକାରର ଅସୁବିଧାର ସମ୍ମୁଖୀନ ହବେ। କିନ୍ତୁ ଏପରି ହେଲା ବେଳେ ତୁମ୍ଭମାନେେ ଅଧିକ ଖୁସି ହବୋ ଉଚିତ୍।
My brethren, count it all joy when ye fall into divers temptations;
3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ବାସକୁ ପରୀକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ର୍ଧୈୟ୍ଯ ଜନ୍ମାଏ।
Knowing this, that the trying of your faith worketh patience.
4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ର୍ଧୈୟ୍ଯକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହବୋକୁ ଦିଅ। ତବେେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହବେ। ତୁମ୍ଭର ପ୍ରେତ୍ୟକକ ଆବଶ୍ଯକ ବିଷୟ ତୁମ୍ଭେ ପାଇବ।
But let patience have her perfect work, that ye may be perfect and entire, wanting nothing.
5 କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।
If any of you lack wisdom, let him ask of God, that giveth to all men liberally, and upbraideth not; and it shall be given him.
6 କିନ୍ତୁ ତୁମ୍ଭେ ଯେତବେେଳେ ପରମେଶ୍ବରଙ୍କୁ ମାଗିଥାଅ, ସେତବେେଳେ ତୁମ୍ଭକୁ ବିଶ୍ବାସ କରିବାକୁ ପଡ଼ିବ। ପରମେଶ୍ବରଙ୍କୁ ସନ୍ଦହେ କର ନାହିଁ। ସନ୍ଦହେୀ ଲୋକ ସମୁଦ୍ରର ଢ଼େଉ ଭଳି। ପବନ ଢ଼େଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦହେୀ ଲୋକ ସହେି ଢ଼େଉ ଭଳି।
But let him ask in faith, nothing wavering. For he that wavereth is like a wave of the sea driven with the wind and tossed.
7 ସନ୍ଦହେୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟ ରେ ନିଷ୍ପତ୍ତି ନଇେପା ରେ ନାହିଁ।
For let not that man think that he shall receive any thing of the Lord.
8 ସଭେଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ ନୁହେଁ।
A double minded man is unstable in all his ways.