Isaiah 9:16 in Oriya

Oriya Oriya Bible Isaiah Isaiah 9 Isaiah 9:16

Isaiah 9:16
ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଚାଳିତ କରନ୍ତି। ଆଉ ସମାନଙ୍କେୁ ଅନୁସରଣ କରୁଥିବା ବ୍ଯକ୍ତିଗଣ ବିନଷ୍ଟ ହବେ।

Isaiah 9:15Isaiah 9Isaiah 9:17

Isaiah 9:16 in Other Translations

King James Version (KJV)
For the leaders of this people cause them to err; and they that are led of them are destroyed.

American Standard Version (ASV)
For they that lead this people cause them to err; and they that are led of them are destroyed.

Bible in Basic English (BBE)
For the guides of this people are the cause of their wandering from the right way, and those who are guided by them come to destruction.

Darby English Bible (DBY)
For the guides of this people mislead [them]; and they that are guided by them are swallowed up.

World English Bible (WEB)
For those who lead this people cause them to err; and those who are led of them are destroyed.

Young's Literal Translation (YLT)
And the eulogists of this people are causing to err, And its eulogised ones are consumed.

For
the
leaders
וַיִּֽהְי֛וּwayyihĕyûva-yee-heh-YOO
of
this
מְאַשְּׁרֵ֥יmĕʾaššĕrêmeh-ah-sheh-RAY
people
הָֽעָםhāʿomHA-ome
err;
to
them
cause
הַזֶּ֖הhazzeha-ZEH
led
are
that
they
and
מַתְעִ֑יםmatʿîmmaht-EEM
of
them
are
destroyed.
וּמְאֻשָּׁרָ֖יוûmĕʾuššārāywoo-meh-oo-sha-RAV
מְבֻלָּעִֽים׃mĕbullāʿîmmeh-voo-la-EEM

Cross Reference

Isaiah 3:12
ବାଳକମାନେ ମାରେ ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମାରେ ଲୋକମାନଙ୍କୁ ଶାସନ କରିବେ। ହେ ମାରେ ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସମାନେେ ତୁମ୍ଭମାନଙ୍କୁ ନ୍ଯାଯପଥରୁ ଦୂ ରଇେ ନିଅନ୍ତି।

Matthew 15:14
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।

Numbers 6:23
ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,

1 Kings 8:55
ତତ୍ପରେ ସେ ଉଚ୍ଚ ସ୍ବର ରେ ପରମେଶ୍ବରଙ୍କୁ ସମସ୍ତ ଇଶ୍ରାୟେଲ ଲୋକଙ୍କୁ ଆଶୀର୍ବାଦ କରିବାକୁ ପ୍ରାର୍ଥନା କରି ଏହା କହିଲେ,

2 Chronicles 30:27
ଯାଜକମାନେ ଓ ଲବେୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେ କଥା ଶୁଣିଲେ, ସମାନଙ୍କେର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ବର୍ଗ ରେ ପହଞ୍ଚିଲା।

Matthew 23:16
ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କହେି ଲୋକ ଉପାସନା ମନ୍ଦିର ନାମ ରେ ରାଣ ପକାଇ ଶପଥ କରିଥାଏ ତବେେ ତାକୁ ସହେି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମ ରେ ରାଣ ପକାଇ ଶପଥ କରେ, ତବେେ ସେ ନିଶ୍ଚୟ ସହେି ଶପଥ ରକ୍ଷା କରିବ।

Hebrews 7:7
ସମସ୍ତେ ଜାଣନ୍ତେ ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।