1ସଯାଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ରସଯାଥମ, ଅରାମର ରାଜା ଉତ୍ସୀନ ଓ ପଲକହ ଇଶ୍ରାଲୟଲର ରାଜା ରମଲୀଯଙ୍କର ପୁତ୍ର ଥିଲଲ। ଯିହୁଦାସର ଆହସ ରାଜତ୍ବ କରୁଥିବା ସମୟଲର ଉତ୍ସୀନ ଓ ପଲକହ ତାଙ୍କ ସହିତ ସଂଗ୍ରାମ କରିବାକୁ ୟିରୁଶାଲମକୁ ୟାଇଥିଲଲ। ମାତ୍ରସସମାଲନସସହି ନଗରୀକୁ ପରାସ୍ତ କରିପାରିଲଲ ନାହିଁ।And it came to pass in the days of Ahaz the son of Jotham, the son of Uzziah, king of Judah, that Rezin the king of Syria, and Pekah the son of Remaliah, king of Israel, went up toward Jerusalem to war against it, but could not prevail against it.
2ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା।ସସହି ବାର୍ତ୍ତାଟିସହଲା, "ଅରାମ ଓ ଇଶ୍ରାଲୟଲ ସୈନ୍ଯମାଲନ ଏକତ୍ରୀତସହାଇଛନ୍ତି ଏବଂସସମାଲନ ଏକତ୍ର ଶିବିର ସ୍ଥାପନ କରିଛନ୍ତି।And it was told the house of David, saying, Syria is confederate with Ephraim. And his heart was moved, and the heart of his people, as the trees of the wood are moved with the wind.
3ତା'ପସର ସଦାପ୍ରଭୁ ଯିଶାଇୟଙ୍କୁ କହିଲଲ, ତୁମ୍ଲଭ ଓ ତୁମ୍ଭର ପୁତ୍ର ଶାର-ୟାଶୂବ ୟିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷଲତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀସର ନାଳ ମୁଣ୍ଡସର ଆହସଙ୍କୁ ଭଲଟିବ।Then said the LORD unto Isaiah, Go forth now to meet Ahaz, thou, and Shearjashub thy son, at the end of the conduit of the upper pool in the highway of the fuller's field;
4 ଆହସଙ୍କୁ କୁହ, ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ।ସସହି ଦୁଇବ୍ଯକ୍ତି ଉତ୍ସୀନ ଓ ରମଲିଯର ପୁତ୍ରକୁ ଭୟ କରନାହିଁ।ସସ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତସରସସମାଲନ ଜ୍ବଳନ୍ତ ଅଗ୍ନି ସଦୃଶ ଥିଲଲ। ମାତ୍ର ବର୍ତ୍ତମାନସସମାଲନ କଲବଳ ଧୂମ ସଦୃଶ। ଉତ୍ସୀନ, ଅରାମ ଓ ରମଲିଯର ପୁତ୍ରରସକାରଧକୁ ଭୟ କର ନାହିଁ।And say unto him, Take heed, and be quiet; fear not, neither be fainthearted for the two tails of these smoking firebrands, for the fierce anger of Rezin with Syria, and of the son of Remaliah.
5ଅରାମ, ଇଫ୍ରଯିମ ଏବଂ ରମଲୀଯଙ୍କର ପୁତ୍ର ଏକତ୍ରସହାଇ ତୁମ୍ଭ ବିରୁଦ୍ଧସର ଷଡୟନ୍ତ୍ର କରୁଛନ୍ତି।ସସମାଲନ କହିଲଲ,Because Syria, Ephraim, and the son of Remaliah, have taken evil counsel against thee, saying,
6ଆମ୍ଲଭମାଲନ ୟାଇ ଯିହୁଦା ବିରୁଦ୍ଧସର ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଲଭମାଲନ ଟାବଲଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂଲପ ସ୍ଥାପନ କରିବା।Let us go up against Judah, and vex it, and let us make a breach therein for us, and set a king in the midst of it, even the son of Tabeal:
7ସମାରପ୍ରଭୁ ସଦାପ୍ରଭୁ କୁହନ୍ତି, ତାଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ।Thus saith the Lord GOD, It shall not stand, neither shall it come to pass.
8ସଯଲତଲବଲଳ ଉତ୍ସୀନ ଦମ୍ମଲଶକର ରାଜାସହଲବ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧିଅଲର ଇଫ୍ରଯିମ ଇଶ୍ରାଲୟଲ ଏପରି ଖଣ୍ଡ ବିଖଣ୍ଡିତସହବସଯ ତାହା ଏକସଗାଷ୍ଠୀସହାଇ ରହିବ ନାହିଁ।For the head of Syria is Damascus, and the head of Damascus is Rezin; and within threescore and five years shall Ephraim be broken, that it be not a people.
9ଶମରିଯାସଯଲତଲବଲଳ ଇଫ୍ରଯିମର ରାଜଧାନୀ ଓ ରମଲୀଯର ପୁତ୍ର ଶମରିଯାର ରାଜାସସଲତଲବଲଳସସମାନଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। ତୁମ୍ଲଭ ଯଦି ଦୃଢ଼ ଭାବଲର ରହିପାରିବ ନାହିଁ, ତୁମ୍ଲଭ ଅଗ୍ରସରସହାଇପାରିବ ନାହିଁ।And the head of Ephraim is Samaria, and the head of Samaria is Remaliah's son. If ye will not believe, surely ye shall not be established.
10ତା'ପସର ସଦାପ୍ରଭୁ ଆହସଙ୍କୁ କହି ଚାଲିଲଲ।Moreover the LORD spake again unto Ahaz, saying,
11ସସ କହିଲଲ, ଏ ଗୁଡ଼ିକ ସତ୍ଯସବାଲି ତୁମ୍ଲଭ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ।ସସହି ଚିହ୍ନ ଅଧୋଲଲାକରୁସହଉ କିମ୍ବା ଉର୍ଦ୍ଧଲଲାକରୁସହଉ ସଦାପ୍ରଭୁଙ୍କୁସସହି ଚିହ୍ନ ମାଗ।'Ask thee a sign of the LORD thy God; ask it either in the depth, or in the height above.
12ମାତ୍ର ଆହସ କହିଲଲ, ମୁଁ ପ୍ରମାଣ ସ୍ବରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଚାସହଁ ନାହିଁ।'But Ahaz said, I will not ask, neither will I tempt the LORD.
13ତା'ପସର ଯିଶାଇୟ କହିଲଲ, ସହ ଦାଉଦଙ୍କର ବଂଶ! ସାବଧାନସହାଇ ଶୁଣ। ତୁମ୍ଲଭମାଲନ ତୁଚ୍ଛମାନବର ର୍ଧୈୟ୍ଯକୁ ପରୀକ୍ଷା କରିଛସବାଲିସମାର ପ୍ରଭୁ ପରଲମଶ୍ବରଙ୍କ ର୍ଧୈୟ୍ଯକୁ ପରୀକ୍ଷା କରିପାରିବ ନାହିଁ।And he said, Hear ye now, O house of David; Is it a small thing for you to weary men, but will ye weary my God also?
14ମାତ୍ରସମାର ପ୍ରଭୁ ପରଲମଶ୍ବର ଏକ ଚିହ୍ନସଦଖାଇଲବ।Therefore the Lord himself shall give you a sign; Behold, a virgin shall conceive, and bear a son, and shall call his name Immanuel.
15ଇମ୍ମାନୁଯଲଲ ଲହୁଣୀ ଓ ମହୁ ଖାଇବ।ସତଣୁସସ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ଯାଗ କରିବା ଜାଣିବ।Butter and honey shall he eat, that he may know to refuse the evil, and choose the good.
16ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ଯ କରିବା ଜାଣିବା ପୂର୍ବରୁ ତୁମ୍ଲଭମାଲନ ଇଫ୍ରଯିମକୁ ଓ ଅରାମକୁ ତ୍ଯାଗ କରିବା।For before the child shall know to refuse the evil, and choose the good, the land that thou abhorrest shall be forsaken of both her kings.
17ମାତ୍ର ତୁମ୍ଲଭମାଲନ ସଦାପ୍ରଭୁଙ୍କୁ ଭୟ କରିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିଲବ।ସସହି ଦୁଃସମୟ ତୁମ୍ଭସଲାକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରଲମଶ୍ବର କ'ଣ କରିଲବ ?ସସ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧସର ଲଢ଼ିବାକୁ ଆଣିଲବ।The LORD shall bring upon thee, and upon thy people, and upon thy father's house, days that have not come, from the day that Ephraim departed from Judah; even the king of Assyria.
18ସସହି ସମୟଲର ସଦାପ୍ରଭୁ ମକ୍ଷିକାକୁ ଆହ୍ବାନସଦଲବ।ସସହି ମକ୍ଷିକା ମିଶରସର ନଦୀ ନିକଟଲର ଅଛି। ବର୍ତ୍ତମାନ ମଧୁମକ୍ଷିକା ଅଶୂରସଦଶସର ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ଯକୁ ଆସିଲବ।And it shall come to pass in that day, that the LORD shall hiss for the fly that is in the uttermost part of the rivers of Egypt, and for the bee that is in the land of Assyria.
19ସସହି ଶତ୍ରୁଗଣ ଗହ୍ବରମାନଙ୍କର, ପର୍ବତର ଗୁମ୍ଫାମାନଙ୍କସର କଣ୍ଟାବୁଦାମାନଙ୍କସର ଓ ଚରାଭୂମି ମାନଙ୍କସର ବାସ କରିଲବ।And they shall come, and shall rest all of them in the desolate valleys, and in the holes of the rocks, and upon all thorns, and upon all bushes.
20ସଦାପ୍ରଭୁ ଯିହୁଦାକୁ ଦଣ୍ଡସଦବାକୁ ଅଶୂରକୁ ବ୍ଯବହାର କରିଲବ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ଯବହୃତସହବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ବାରାସହବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିଲବ।In the same day shall the Lord shave with a razor that is hired, namely, by them beyond the river, by the king of Assyria, the head, and the hair of the feet: and it shall also consume the beard.
21ସସହି ସମୟଲରସକହି ଜଲଣ ବ୍ଯକ୍ତିସଗାଟିଏ ଗାଈ ଓ ଦୁଇସଗାଟିସମଷ ପାଳିବଲ।And it shall come to pass in that day, that a man shall nourish a young cow, and two sheep;
22ସସହି ଗାଈର ପ୍ରଚୁର ଦୁଗ୍ଧସରସସ ଦଧି ଖାଇବଲ ଓସସସଦଶର ପ୍ରଲତ୍ୟକକସଲାକ ଦଧି ଓ ମଧୁ ଭକ୍ଷଣ କରିଲବ।And it shall come to pass, for the abundance of milk that they shall give he shall eat butter: for butter and honey shall every one eat that is left in the land.
23ସସହି ଭୂମିଲର କ୍ଷଲତମାନଙ୍କସର ଏକ ହଜାର ଦ୍ରାକ୍ଷାଲତାସହବ। ପ୍ରଲତ୍ୟକକ ଦ୍ରାକ୍ଷାଲତାର ମୂଲ୍ଯ 1,000ସର ୗପ୍ୟ ମୁଦ୍ରାସହବ। ମାତ୍ରସସହି କ୍ଷଲତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣସହବ।And it shall come to pass in that day, that every place shall be, where there were a thousand vines at a thousand silverlings, it shall even be for briers and thorns.
24ସସହି ଭୂମି ବଣସହାଇଯିବ ଏବଂ ତାହା କଲବଳ ଶିକାରସଯାଗ୍ଯସହବ।With arrows and with bows shall men come thither; because all the land shall become briers and thorns.
25ଦିନ ଥିଲାସଲାକମାଲନସସଠାସର କାର୍ୟ୍ଯରତ ରହୁଥିଲଲ ଓ ପାହାଡ଼ ଉପସର ଖାଦ୍ୟ ଉତ୍ପାଦନ କରୁଥିଲଲ। ମାତ୍ରସସଦିନସଲାକମାଲନ ଆଉସସଠାକୁ ଯିଲବ ନାହିଁ।ସସହି ସ୍ଥାନ ଅନାବନା ଘାସ ଓ କଣ୍ଟକଲର ପୂର୍ଣ୍ଣସହବ। କଲବଳ ମଲଣ୍ଢା ଓସଗାରୁପଲମାନଙ୍କରସସ ଚରାଭୂଇଁସହବ।'And on all hills that shall be digged with the mattock, there shall not come thither the fear of briers and thorns: but it shall be for the sending forth of oxen, and for the treading of lesser cattle.