Isaiah 63:13
ଯେ ସମୁଦ୍ର ମଧିଅରେ ବାଟ କଢ଼ାଇ ନେଲେ ଓ ଅଶ୍ବତୁଲ୍ଯ ଗମନ କରାଇଲେ ମରୁଭୂମିରେ ୟିଏକି ଝୁଣ୍ଟିଲେ ନାହିଁ ସେ କାହାଁନ୍ତି ?
That led | מוֹלִיכָ֖ם | môlîkām | moh-lee-HAHM |
them through the deep, | בַּתְּהֹמ֑וֹת | battĕhōmôt | ba-teh-hoh-MOTE |
horse an as | כַּסּ֥וּס | kassûs | KA-soos |
in the wilderness, | בַּמִּדְבָּ֖ר | bammidbār | ba-meed-BAHR |
that they should not | לֹ֥א | lōʾ | loh |
stumble? | יִכָּשֵֽׁלוּ׃ | yikkāšēlû | yee-ka-shay-LOO |
Cross Reference
Psalm 106:9
ପରମେଶ୍ବର ନିର୍ଦ୍ଦଶେ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ସହେି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନଲେେ, ମରୁଭୂମିରେ ଚଳାଇବା ପରି।
Jeremiah 31:9
ସମାନେେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସମାନଙ୍କେୁ ଆଗଇେ ନବୋ। ଆମ୍ଭେ ସମାନଙ୍କେୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦଇେ ସଳଖ ପଥରେ ଗମନ କରାଇବା। ସେ ପଥରେ ସମାନେେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇଶ୍ରାୟେଲର ପିତା ଓ ଇଫ୍ରଯିମ ଆମ୍ଭର ପ୍ରଥମଜାତ ସନ୍ତାନ।
Habakkuk 3:15
କିନ୍ତୁ ତୁମ୍ଭେ ସହେି କାଦୁଅ ଓ ପ୍ରବଳ ଜଳଷୋର୍ତ ମଧ୍ଯଦଇେ ଘୋଡାକୁ ଝପଟାଇ ଦଲେ।