Isaiah 60:13 in Oriya

Oriya Oriya Bible Isaiah Isaiah 60 Isaiah 60:13

Isaiah 60:13
ଲିବା ନୋନର ଗୌରବ ତୁମ୍ଭ ନିକଟକୁ ଆସିବ। ଦବଦୋରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହାଇେ ଆମ୍ଭର ପବିତ୍ର ସ୍ଥାନକୁ ସୁଶାେଭିତ କରିବାକୁ ଆସିବେ। ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବନ୍ବିତ କରିବା।

Isaiah 60:12Isaiah 60Isaiah 60:14

Isaiah 60:13 in Other Translations

King James Version (KJV)
The glory of Lebanon shall come unto thee, the fir tree, the pine tree, and the box together, to beautify the place of my sanctuary; and I will make the place of my feet glorious.

American Standard Version (ASV)
The glory of Lebanon shall come unto thee, the fir-tree, the pine, and the box-tree together, to beautify the place of my sanctuary; and I will make the place of my feet glorious.

Bible in Basic English (BBE)
The glory of Lebanon will come to you, the cypress, the plane, and the sherbin-tree together, to make my holy place beautiful; and the resting-place of my feet will be full of glory.

Darby English Bible (DBY)
The glory of Lebanon shall come unto thee, the cypress, pine, and box-tree together, to beautify the place of my sanctuary; and I will make the place of my feet glorious.

World English Bible (WEB)
The glory of Lebanon shall come to you, the fir tree, the pine, and the box tree together, to beautify the place of my sanctuary; and I will make the place of my feet glorious.

Young's Literal Translation (YLT)
The honour of Lebanon unto thee doth come, Fir, pine, and box together, To beautify the place of My sanctuary, And the place of My feet I make honourable.

The
glory
כְּב֤וֹדkĕbôdkeh-VODE
of
Lebanon
הַלְּבָנוֹן֙hallĕbānônha-leh-va-NONE
shall
come
אֵלַ֣יִךְʾēlayikay-LA-yeek
unto
יָב֔וֹאyābôʾya-VOH
tree,
fir
the
thee,
בְּר֛וֹשׁbĕrôšbeh-ROHSH
the
pine
tree,
תִּדְהָ֥רtidhārteed-HAHR
and
the
box
וּתְאַשּׁ֖וּרûtĕʾaššûroo-teh-AH-shoor
together,
יַחְדָּ֑וyaḥdāwyahk-DAHV
to
beautify
לְפָאֵר֙lĕpāʾērleh-fa-ARE
the
place
מְק֣וֹםmĕqômmeh-KOME
sanctuary;
my
of
מִקְדָּשִׁ֔יmiqdāšîmeek-da-SHEE
place
the
make
will
I
and
וּמְק֥וֹםûmĕqômoo-meh-KOME
of
my
feet
רַגְלַ֖יraglayrahɡ-LAI
glorious.
אֲכַבֵּֽד׃ʾăkabbēduh-ha-BADE

Cross Reference

Isaiah 35:2
ତା'ର ଅପାର ଆନନ୍ଦ ଉଲ୍ଲସ ନୃତ୍ଯ ଓ ଗାନ ମାଧ୍ଯମ ରେ ପ୍ରଦର୍ଶନ କରିବ। ଲିବାନୋନର ପରାକ୍ରମ, କର୍ମିଲ ଓ ଶାରୋଣର ଶାେଭା ସେ ପ୍ରାପ୍ତ ହବେ। ଏସବୁ ଘଟିବ, କାରଣ ସମାନେେ ସଦାପ୍ରଭୁଙ୍କର ମହିମା ଏବଂ ସମାନେେ ପରମେଶ୍ବରଙ୍କ ଶୋଭା ଦେଖିବେ।

1 Chronicles 28:2
ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, ହେ ମାରେ ଭ୍ରାତା ଓ ମାରେ ଲୋକଗଣ, ମାରେ କଥା ଶୁଣ। ମାରେ ହୃଦଯ ରେ ମୁଁ ସଦାପ୍ରଭୁଙ୍କ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକ ମୁଁ ଇଚ୍ଛା କରିଥିଲି। ପରମେଶ୍ବରଙ୍କ ପାଦପୀଠ ହବୋ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ବରଙ୍କ ସହେି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନକେ ଯୋଜନାମାନ କରିଥିଲି।

Psalm 132:7
ଚାଲ ସହେି ପବିତ୍ର ତମ୍ବୁକୁ ୟିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।

Ezra 7:27
ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ପ୍ରଶଂସା କର। ୟିରୁଶାଲମସ୍ଥ ସଦାପ୍ରଭୁ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ମନୋଭାବ ଦଇେଅଛନ୍ତି। ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ପ୍ରବୃତ୍ତି ଦଇେଅଛନ୍ତି।

Psalm 96:6
ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ଯମାନ।

Isaiah 41:19
ଆମ୍ଭେ ପ୍ରାନ୍ତର ରେ ଏରସ, ବାବଲ, ମେ ହନ୍ଦେି, ତୈଳବୃକ୍ଷ ରୋପଣ କରିବା ଓ ମରୁଭୂମିରେ ଦବଦୋରୁ, ତିଧର, ତାଶୂର ବୃକ୍ଷା ଏକତ୍ର ଲଗାଇବା।

Isaiah 55:13
କଣ୍ଟକ ବୃକ୍ଷ ପରିବର୍ତେ ଦବଦୋରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ବରୂପ ହବେ ଓ କବେେ ଧ୍ବଂସ ହବେ ନାହିଁ।'

Isaiah 66:1
ସଦାପ୍ରଭୁ ଏହିକଥା କୁହନ୍ତି, ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?

Hosea 14:6
ଇଶ୍ରାୟେଲ ଶାଖାଗୁଡିକ ବଢିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହବେ। ଲିବାନୋନର ଦବଦୋରୁ ଗଛଗୁଡିକ ସୁବାସ ବିତରଣ କଲାପରି ସେ ହବେ।