Isaiah 57:3 ହେ ୟାଦୁକାର ଓ ବ୍ଯଭିଚାରିଣୀ ଓ ବ୍ଯଭିଚାରିଣୀର ସନ୍ତାନଗଣ ନିକଟକୁ ଆସ।
Isaiah 57:3 in Other Translations
King James Version (KJV) But draw near hither, ye sons of the sorceress, the seed of the adulterer and the whore.
American Standard Version (ASV) But draw near hither, ye sons of the sorceress, the seed of the adulterer and the harlot.
Bible in Basic English (BBE) But come near, you sons of her who is wise in secret arts, the seed of her who is false to her husband, and of the loose woman.
Darby English Bible (DBY) But draw near hither, ye sons of the sorceress, the seed of the adulterer and the harlot.
World English Bible (WEB) But draw near here, you sons of the sorceress, the seed of the adulterer and the prostitute.
Young's Literal Translation (YLT) And ye, come near hither, O sons of a sorceress, seed of an adulterer, Even thou dost commit whoredom.
Read Full Chapter :
Isaiah 57
Cross Reference
ମାଥିଉଲିଖିତ ସୁସମାଚାର 16:4
ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚାହାଁନ୍ତୁ। ଏଭଳି ଲୋକଙ୍କୁ ୟୂନୁସଙ୍କ ଚ଼ିହ୍ନ ବ୍ଯତୀତ ଅନ୍ୟ କୌଣସି ଚ଼ିହ୍ନ ଦିଆୟିବ ନାହିଁ। ତାପରେ ଯୀଶୁ ସମାନଙ୍କେୁ ସଠାେରେ ଛାଡ଼ି ଚ଼ାଲିଗଲେ।
ଯିଶାଇୟ 1:21
ପରମେଶ୍ବର କୁହନ୍ତି, ୟିରୁଶାଲମ୍ ଏକ ନଗର ଯାହା ମାେ ପ୍ରତି ବିଶ୍ବସ୍ତ ଥିଲା। କିଏ ଏହାକୁ ଏକ ବ୍ଯଭିଚାରିଣୀ ରେ ପରିଣତ କଲା? ୟିରୁଶାଲମ୍ ନ୍ଯାଯ ପୂର୍ଣ୍ଣ ହବୋ ଉଚିତ୍। ୟିରୁଶାଲମର ଲୋକମାନେ ଯାହା ଠିକ୍ ତାହା କରିବା ଉଚିତ୍। ବର୍ତ୍ତମାନ ଏହା ତଣ୍ଟିକଟା ଓ ହତ୍ଯାକାରୀମାନଙ୍କର ବାସସ୍ଥାନ ରେ ପରିଣତ ହାଇେଛି।
ଯିଶାଇୟ 45:20
ହେ ନାନା ଦେଶୀଯ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହାଇେ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖାଦେିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦବେତା ନିକଟରେ ପ୍ରାର୍ଥନା କରନ୍ତି, ସମାନଙ୍କେର କିଛି ଜ୍ଞାନ ନାହିଁ।
ହୋଶେୟ 1:2
ସଦାପ୍ରଭୁଙ୍କର ହାେେଶୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, ୟାଅ, ଏକ ଗଣିକାକୁ ବିବାହ କର, ଯାହାଫଳ ରେ ବେଶ୍ଯାର ପୁତ୍ର ଜନ୍ମ ହବେ। କାହିଁକି? କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ୟ୍ଯ କରିଛନ୍ତି। ସଦାପ୍ରଭୁଙ୍କଠା ରେ ଅବିଶ୍ବସ୍ତ ହାଇେଛନ୍ତି।
ଯୋୟେଲ 3:9
ତୁମ୍ଭମାନଙ୍କ ରାଜ୍ଯ ମଧିଅରେ ଏହା ଘାଷେଣା କର। ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ। ୟୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହବୋକୁ ଡାକ ଏବଂ ୟୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।
ମାଥିଉଲିଖିତ ସୁସମାଚାର 3:7
ଅନକେ ଫାରୂଶୀ ଓ ସାଦ୍ଦୂକୀ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସମାନଙ୍କେୁ ଦେଖି ଯୋହନ କହିଲେ, ହେ କାଳସର୍ପ ଗଣା ତୁମ୍ଭେ ପ୍ରଭୁଙ୍କ ଆଗାମୀ କୋର୍ଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚତାବେନୀ ଦଲୋ?
ମାଥିଉଲିଖିତ ସୁସମାଚାର 12:34
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
ଆଦି ପୁସ୍ତକ 3:15
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।
ଲୂକଲିଖିତ ସୁସମାଚାର 3:7
ଯୋହନଙ୍କ ନିକଟକୁ ବାପ୍ତିଜିତ ହବୋ ପାଇଁ ଲୋକମାନେ ଆସିଲେ। ଯୋହନ ସମାନଙ୍କେୁ କହିଲେ, ତୁମ୍ଭମାନେେ ବିଷଧର ସାପ ଭଳି। ପରମେଶ୍ବରଙ୍କ ଆସୁଥିବା ମହା କୋରଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚତାଇେ ଦଲୋ?
ଯୋହନଲିଖିତ ସୁସମାଚାର 8:40
ମୁଁ ତୁମ୍ଭକୁ ପରମେଶ୍ବରଙ୍କଠାରୁ ଶୁଣିଥିବା ସତ୍ଯ କଥା କହୁଛି। କିନ୍ତୁ ତୁମ୍ଭମାନେେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରାହାମ କିନ୍ତୁ ସପରେି କିଛି କରି ନଥିଲେ।
ଯାକୁବଙ୍କ ପତ୍ 4:4
ଏହାଦ୍ବାରା ତୁମ୍ଭମାନେେ ପରମେଶ୍ବରଙ୍କ ନିକଟରେ ବିଶ୍ବସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ବରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କହେି ଏହି ସଂସାରର ଅଂଶୀ ହବୋ ପାଇଁ ଇଚ୍ଛା କରେ, ତବେେ ସେ ନିଜକୁ ପରମେଶ୍ବରଙ୍କୁ ଶତ୍ରୁ କରି ପକାଏ।
ଯୋହନଙ୍କ ପ୍ରଥମ ପତ୍ର 3:10
ତେଣୁ କେଉଁମାନେ ପରମେଶ୍ବର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭମାନେେ ଜାଣି ପାରିବ। ଯେଉଁମାନେ ସତ୍କର୍ମ କରନ୍ତି ନାହିଁ, ସମାନେେ ପରମେଶ୍ବରଙ୍କର ସନ୍ତାନ ନୁହଁନ୍ତି, ଯେ କହେି ନିଜ ଭାଇକୁ ପ୍ ରମେ କରେ ନାହିଁ, ସେ ମଧ୍ଯ ଈଶ୍ବରଙ୍କର ସନ୍ତାନ ନୁହେଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:1
ସାତଦୂତଙ୍କ ମଧ୍ଯରୁ ଯେଉଁମାନେ ସାତାଟେି ପାତ୍ର ଧାରଣ କରିଥିଲେ, ସମାନଙ୍କେ ମଧ୍ଯରୁ ଜଣେ ମାେ ନିକଟକୁ ଆସି ମାେତେ କହିଲେ, ଆସ ପ୍ରସିଦ୍ଧ ବେଶ୍ଯାକୁ କ'ଣ ଦଣ୍ଡ ଦିଆୟିବ, ତାହା ମୁଁ ତୁମ୍ଭକୁ ଦଖାଇବେି। ସେ ବହୁତ ଜଳରାଶି ଉପରେ ବସିଛି।
ମାଥିଉଲିଖିତ ସୁସମାଚାର 23:33
ତୁମ୍ଭମାନେେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳ ରେ ଜନ୍ମ ହାଇେଛ। ତୁମ୍ଭେ ପରମେଶ୍ବରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଚ଼ାର କରାୟିବ ଓ ତୁମ୍ଭମାନେେ ନର୍କକୁ ୟିବ।