Isaiah 5:19
ସସହିସଲାକମାଲନ କୁହନ୍ତି, "ଆମ୍ଲଭମାଲନ ଇଚ୍ଛା କରୁଛୁସଯ ପରଲମଶ୍ବର ତାଙ୍କରସଯାଜନାମୂଳକ କାର୍ୟ୍ଯ ତ୍ବରାନ୍ବିତ କରନ୍ତୁ। ତା'ପସର ଆମ୍ଲଭମାଲନ କ'ଣ ଘଟିବ ଜାଣିବୁ। ଆମ୍ଲଭମାଲନ ଆଶା କରୁ ପରଲମଶ୍ବରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାସହଲଲ ତାଙ୍କର ଇଚ୍ଛା କ'ଣ ଆମ୍ଲଭମାଲନ ଜାଣିପାରିବୁ।
That say, | הָאֹמְרִ֗ים | hāʾōmĕrîm | ha-oh-meh-REEM |
Let him make speed, | יְמַהֵ֧ר׀ | yĕmahēr | yeh-ma-HARE |
and hasten | יָחִ֛ישָׁה | yāḥîšâ | ya-HEE-sha |
work, his | מַעֲשֵׂ֖הוּ | maʿăśēhû | ma-uh-SAY-hoo |
that | לְמַ֣עַן | lĕmaʿan | leh-MA-an |
we may see | נִרְאֶ֑ה | nirʾe | neer-EH |
counsel the let and it: | וְתִקְרַ֣ב | wĕtiqrab | veh-teek-RAHV |
of the Holy One | וְתָב֗וֹאָה | wĕtābôʾâ | veh-ta-VOH-ah |
of Israel | עֲצַ֛ת | ʿăṣat | uh-TSAHT |
nigh draw | קְד֥וֹשׁ | qĕdôš | keh-DOHSH |
and come, | יִשְׂרָאֵ֖ל | yiśrāʾēl | yees-ra-ALE |
that we may know | וְנֵדָֽעָה׃ | wĕnēdāʿâ | veh-nay-DA-ah |
Cross Reference
Ezekiel 12:22
ହେ ମନୁଷ୍ଯ ପୁତ୍ର, ତୁମ୍ଭ ଇଶ୍ରାୟେଲ ରେ ଏହି ପ୍ରବାଦ ନାହିଁ କି ? ସମୟ ଗଡ଼ି ଚାଲିଛି ଓ ପ୍ରେତ୍ୟକକ ଦର୍ଶନ ବିଫଳ ହେଉଅଛି।
Jeremiah 23:36
ତୁମ୍ଭମାନେେ ପୁଣି ଉଲ୍ଲେଖ କରିବା ଉଚିତ୍ ନୁହଁ ଯେ, 'ସଦାପ୍ରଭୁଙ୍କର ବାର୍ତ୍ତା' ବୋଝ ବୋଲି। କାରଣ ତୁମ୍ଭମାନେେ ପ୍ରେତ୍ୟକକ ନିଜକୁ ଯାହା କହୁଛ ତାହା ବୋଝ। ତୁମ୍ଭେ ଜୀବିତ ପରମେଶ୍ବରଙ୍କ ବାକ୍ଯକୁ କଦର୍ଥ କରିଅଛ।
Jeremiah 17:15
ସମାନେେ ମାେତେ କୁହନ୍ତି, ହେ ଯିରିମିୟ, ସଦାପ୍ରଭୁଙ୍କର ବାକ୍ଯ କାହିଁ ? ତାହା ଏବେ ଉପସ୍ଥିତ ହେଉ।
2 Peter 3:3
ପ୍ରଥମେ, ଶଷେ ଦିନଗୁଡ଼ିକରେ କ'ଣ କ'ଣ ଘଟିବ, ସଗେୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସମାନେେ ନିଜ ଇଚ୍ଛା ରେ ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିବେ।
Amos 5:18
ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।
Ezekiel 12:27
ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶୀଯ ଲୋକମାନେ ଭାବନ୍ତି, ତୁମ୍ଭେ ଯେଉଁ ଦର୍ଶନ ଦେଖ, ତାହା ଅନକେ ବିଳମ୍ବର କଥା ଓ ତାହା ବହୁବର୍ଷ ପ ରେ ଭବିଷ୍ଯଦ୍କାଳ ରେ ଘଟିବ।
Jeremiah 23:18
ମାତ୍ର କୌଣସି ଭବିଷ୍ଯଦବକ୍ତା ସ୍ବର୍ଗୀଯ ସଭା ରେ ସଦାପ୍ରଭୁଙ୍କର ବାକ୍ଯ ପ୍ରତ୍ଯକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖ ରେ ଠିଆ ହାଇେ ନାହିଁ। କହେି ତାଙ୍କର ବାକ୍ଯ ମନୋୟୋଗ ସହକା ରେ ଶୁଣି ନାହିଁ।
Jeremiah 5:12
ମିଥ୍ଯା ରେ ସମାନେେ ସଦାପ୍ରଭୁଙ୍କର ବିଷଯ ରେ କହିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭମାନେେ ଖଡ୍ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।
Isaiah 66:5
ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।
Isaiah 30:11
ତୁମ୍ଭମାନେେ ପଥରୁ ବାହାରି ୟାଅ, ବାଟ ଛାଡ଼ି ଦିଅ। ଇଶ୍ରାୟେଲର ଧର୍ମସ୍ବରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।'