Isaiah 5:1 ବର୍ତ୍ତମାନସମାରପ୍ରିଯତମ ପରଲମଶ୍ବରଙ୍କ ଉଦ୍ଦଲଶ୍ଯସର ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟିସମାର ପ୍ରିଯତମ ପ୍ରଭୁ ଓ ଇଶ୍ରାଲୟଲର ଦ୍ରାକ୍ଷାକ୍ଷଲତ୍ର ବିଷଯସର ଅଲଟ।ସମାରପ୍ରିଯତମ ପ୍ରଭୁଙ୍କର ଉର୍ବର ପର୍ବତ ଉପସର ଏକ ଦ୍ରାକ୍ଷାକ୍ଷଲତ୍ର ଥିଲା।
Isaiah 5:1 in Other Translations
King James Version (KJV) Now will I sing to my wellbeloved a song of my beloved touching his vineyard. My wellbeloved hath a vineyard in a very fruitful hill:
American Standard Version (ASV) Let me sing for my wellbeloved a song of my beloved touching his vineyard. My wellbeloved had a vineyard in a very fruitful hill:
Bible in Basic English (BBE) Let me make a song about my loved one, a song of love for his vine-garden. My loved one had a vine-garden on a fertile hill:
Darby English Bible (DBY) I will sing to my well-beloved a song of my beloved touching his vineyard: My well-beloved had a vineyard upon a fruitful hill.
World English Bible (WEB) Let me sing for my well beloved a song of my beloved about his vineyard. My beloved had a vineyard on a very fruitful hill.
Young's Literal Translation (YLT) Let me sing, I pray you, for my beloved, A song of my beloved as to his vineyard: My beloved hath a vineyard in a fruitful hill,
Read Full Chapter :
Isaiah 5
Cross Reference
ଗୀତସଂହିତା 80:8
ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ ଦ୍ରାକ୍ଷାଲତା ରୋପଣ କର।
ମାଥିଉଲିଖିତ ସୁସମାଚାର 21:33
ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।
ମାର୍କଲିଖିତ ସୁସମାଚାର 12:1
ଯୀଶୁ ଦୃଷ୍ଟାନ୍ତ ମାଧ୍ଯମ ରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଚାରିପଟେ ପାଚରେୀ କରି ଦଲୋ। ଦ୍ରାକ୍ଷାରସ ସଂଗ୍ରହ କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ଯ ତିଆରି କଲା। ସେ କେତକେ କୃଷକଙ୍କୁ ସହେି ବଗିଚାକୁ ଭାଗ ରେ ଦଲୋ, ତା'ପରେ ସେ ପରିଭ୍ରମଣ ଉଦ୍ଦେଶ୍ଯ ରେ ସେ ସ୍ଥାନ ଛାଡି ଚାଲିଗଲା।
ଲୂକଲିଖିତ ସୁସମାଚାର 20:9
ତା'ପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ, ଗୋଟିଏ ଲୋକ କିଛି ଜମି ରେ ଅଙ୍ଗୁର ଚାଷ କଲା। ସେ ଏହି ଜମିଟି କେତେ ଜଣ କୃଷକଙ୍କୁ ଭାଗ ଦଇେ ଦଲୋ। ତା'ପରେ ସେ ଦୀର୍ଘ ସମୟ ପର୍ୟ୍ଯନ୍ତ ସଠାରୁେ ଚାଲିଗଲା।
ଯିରିମିୟ 2:21
ହେ ଯିହୁଦା, ମୁଁ ତୁମ୍ଭକୁ ସ୍ବତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତବେେ ତୁମ୍ଭେ କାହିଁକି ବନ୍ଯ ଦ୍ରାକ୍ଷାଲତା ହେଲ ?
ଯୋହନଲିଖିତ ସୁସମାଚାର 15:1
ଯୀଶୁ କହିଲେ, ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମାରେ ପରମପିତା କୃଷକ ଅଟନ୍ତି।
ପରମଗୀତ 5:16
ତାହାଙ୍କ ମୁଖ ଅତ୍ଯନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମ ନୋହର। ହେ ୟିରୁଶାଲମର କନ୍ଯାଗଣ, ସେ ମାହେର ପ୍ରିଯତମ, ସେ ମାହେର ସହୋଦର।
ପରମଗୀତ 6:3
ମୁଁ ଆପଣା ପ୍ରିଯତମଙ୍କର ଓ ମାେ ପ୍ରିଯତମ ମାହେର। ସେ ଶାେଶନ୍ ପୁଷ୍ପ ବନ ରେ ଆପଣା ପଲ ଚରାନ୍ତି।
ଦିତୀୟ ବିବରଣ 31:19
ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇଶ୍ରାୟେଲ ଲୋକମାନଙ୍କୁ ଶିକ୍ଷା ଦିଅ। ତବେେ ଏହି ସଂଗୀତ ମାେ ପାଇଁ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ସାକ୍ଷୀ ହବେ।
ଯିଶାଇୟ 27:2
ସଦେିନ ଲୋକେ ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ଯ ରେ ଗାନ କରିବେ।
ପରମଗୀତ 8:11
ବାଲ-ହାମାନେ ରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତ ରେ ନ୍ଯସ୍ତ କଲେ। ପ୍ରେତ୍ୟକକ ରକ୍ଷକକୁ ତହିଁର ଫଳ ପାଇଁ 1,000 ରୂପାମୁଦ୍ରା ଦବୋକୁ ପଡ଼ିଲା।
ବିଚାରକର୍ତାମାନଙ୍କ ବିବରଣ 5:1
ଇଶ୍ରାୟେଲ ସନ୍ତାନଗଣ ଯେଉଁଦିନ ସୀଷରାକକ୍ସ୍ଟ ପରାସ୍ତ କଲେ। ସହେିଦିନ ଦବୋରା ଓ ବାରକ୍ ଅବୀନୋଯମର ପକ୍ସ୍ଟତ୍ର ଏହି ସଂଗୀତ ଗାନ କଲେ।
ଗୀତସଂହିତା 45:1
ସୁନ୍ଦର ଭାବନାସବୁ ମାରେ ମନକୁ ଭରିଦିଏ, ୟବେେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କ ହେ। ଏହି ଶବ୍ଦଗୁଡ଼ିକ ମାେ ଜିହ୍ବାରେ ପ୍ରବାହିତ ହାଇେଥାଏ। ନିପୂଣ ଲେଖକର କଲମରୁ ଆସିଲା ପରି।
ଗୀତସଂହିତା 101:1
ମୁଁ ବିଶ୍ବସ୍ତତା ଓ ସ୍ବଚ୍ଛତାର ବିଷଯରେ ଗାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
ପରମଗୀତ 2:16
ହେ ମାରେ ପ୍ରିଯତମ, ତୁମ୍ଭେ ମାରେ, ମୁଁ ତୁମ୍ଭର ଅଟେ। ମାରେପ୍ରିଯତମ, ସେ କଇଁଫୁଲମାନଙ୍କ ମଧିଅରେ ଆପଣା ପଲ ଚରାଉଅଛନ୍ତି।
ପରମଗୀତ 5:2
ମୁଁ ନିଦ୍ରିତା ଥିଲି, ମାତ୍ର ମାରେ ହୃଦଯ ଜାଗ୍ରତ ଥିଲା। ଏତ ମାେ ପ୍ରିଯତମଙ୍କ ରବ। ସେ ଦ୍ବାର ରେ ଆଘାତ କରି କହୁଛନ୍ତି, ଆଗୋ ମାରେ ଭଗିନୀ, ମାରେ ପ୍ରିୟେ, ମାରେ କପୋତୀ, ମାହେର ଶୁଦ୍ଧମତି ମାେ ପାଇଁ ଦ୍ବାର ଫିଟାଅ। କାରଣ ମାରେମସ୍ତକ ଶିଶିର ରେ ମାହେର କେଶ ରାତ୍ରିର ଜଳ ବିନ୍ଦୁ ରେ ପରିପୂର୍ଣ୍ଣ।