Isaiah 47:3 ତୁମ୍ଭର ଉଲଙ୍ଗତା ପ୍ରକାଶିତ ହବେ ଓ ତୁମ୍ଭର ଲଜ୍ଜାର ବିଷଯ ଦୃଶ୍ଯ ହବେ ; ଆମ୍ଭେ ପ୍ରତିଶୋଧ ନଲୋ ବେଳେ କହେି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।
Isaiah 47:3 in Other Translations
King James Version (KJV) Thy nakedness shall be uncovered, yea, thy shame shall be seen: I will take vengeance, and I will not meet thee as a man.
American Standard Version (ASV) Thy nakedness shall be uncovered, yea, thy shame shall be seen: I will take vengeance, and will spare no man.
Bible in Basic English (BBE) The shame of your unclothed condition will be seen by all: I will give punishment without mercy,
Darby English Bible (DBY) thy nakedness shall be uncovered, yea, thy shame shall be seen. I will take vengeance, and I will meet none [to stay me]. ...
World English Bible (WEB) Your nakedness shall be uncovered, yes, your shame shall be seen: I will take vengeance, and will spare no man.
Young's Literal Translation (YLT) Revealed is thy nakedness, yea, seen is thy reproach, Vengeance I take, and I meet not a man.
Read Full Chapter :
Isaiah 47
Cross Reference
ନାହୂମ 3:5
ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ବର କୁହନ୍ତି, ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଅଛୁ। ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉେଠଇ ନବୋ। ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ। ସହେି ରାଜ୍ଯଗୁଡିକ ତୁମ୍ଭର ଲଜ୍ଜିତରୂପ ଦେଖିବେ।
ଦିତୀୟ ବିବରଣ 32:41
ଆମ୍ଭେ ଆପଣା ବଜ୍ରତକ୍ସ୍ଟଲ୍ଯ ଖଡ୍ଗ ରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷପେ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରକ୍ସ୍ଟଦ୍ଧ ରେ ପରିଶାଧେ ନବୋ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି ସମାନଙ୍କେର ଦୋଷ ଅନକ୍ସ୍ଟୟାଯୀ ଦଣ୍ତ ଦବୋ।
ଗୀତସଂହିତା 94:1
ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।
ଗୀତସଂହିତା 137:8
ହେ ବାବିଲୋନ, ତୁମ୍ଭେ ଧ୍ବଂସ ହବେ! ମୁଁ ୟେ କୌଣସି ଲୋକକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭକୁ ପ୍ରତିଦାନ ଦବେ, ୟାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ଯିଶାଇୟ 34:1
ହେ ସମସ୍ତ ଦେଶୀଯଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ଧ୍ଯାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତି, ବିଗତ ଓ ସେଥିରୁ ସୃଷ୍ଟ ସମସ୍ତ ପଦାର୍ଥ ଶ୍ରବଣ କରୁ।
ଯିଶାଇୟ 59:17
ପୁଣି ସଦାପ୍ରଭୁ ଧାର୍ମିକତାର ସଞ୍ଜୁ ବୁକୁ ରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତି ଶାଧେରୂପକ ବସ୍ତ୍ର ଓ ଉଦ୍ୟୋଗ ରୂପକ ବସ୍ତ୍ର ଉତ୍ତରୀଯ ରୂପେ ପରିଧାନ କଲେ।
ଯିଶାଇୟ 63:4
କାରଣ ପ୍ରତି ଶାଧେର ଦିନ ଆମ୍ଭ ହୃଦଯ ରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହାଇେଅଛି।
ଯିରିମିୟ 13:22
ଯଦି ତୁମ୍ଭେ ନିଜକୁ ପଚାରିବ, ଏହି ଦଶା ମାେ ପ୍ରତି କାହିଁକି ଘଟିଲା, ତବେେ ଉତ୍ତର ରେ କୁହାୟିବ ତୁମ୍ଭର ପାପ ଅଧିକ ହବୋ ଯୋଗୁଁ ଏହା ହେଲା। ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାୟାଇଅଛି ଓ ତୁମ୍ଭର ପାଦକୁ କଷ୍ଟ ଦିଆୟାଇଅଛି।
ଯିରିମିୟ 13:26
ଏ ନିମନ୍ତେ ଏହା ଆମ୍ଭେ ୟିଏକି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟକେିଥିଲୁ, ଯାହାଫଳ ରେ ସମେସ୍ତ ତୁମ୍ଭମାନଙ୍କର ନଗ୍ନତା ଦେଖିପାରିନଥିଲେ।
ଯିରିମିୟ 50:27
ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।
ଯିରିମିୟ 51:4
ବାବିଲର ସୈନ୍ଯମାନେ କଲଦୀଯ ଦେଶ ରେ ମୃତ୍ଯୁବରଣ କରିବେ ଓ ରାଜପଥରେ ଆହତ ହାଇପେଡ଼ିବେ।
ଦିତୀୟ ବିବରଣ 32:35
ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'
ଯିରିମିୟ 51:20
ସଦାପ୍ରଭୁ ପୁଣି କହନ୍ତି, ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ୟୁଦ୍ଧର ଅସ୍ତ୍ର ସ୍ବରୂପ। ଆମ୍ଭେ ତୁମ୍ଭ ଦ୍ବାରା ନାନା ଗୋଷ୍ଠୀକୁ ଧ୍ବଂସ କଲୁ ଓ ନାନା ରାଜ୍ଯକୁ ସମ୍ପୂର୍ଣ୍ଣ ସଂହାର କଲୁ।
ଯିରିମିୟ 51:34
ସିୟୋନର ଲୋକମାନେ କହିବେ, ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ଯପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ଯ ରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦଇେଅଛି।
ଯିରିମିୟ 51:56
ବାବିଲ ବିରୁଦ୍ଧ ରେ ସମାନେେ ଆସିବେ ଓ ତାହାକୁ ଧ୍ବଂସ କରିବେ। ସମାନଙ୍କେର ବୀରଗଣ ଧରାଯିବେ ଓ ସମାନଙ୍କେର ଧନୁସବୁ ଖଣ୍ଡ ଖଣ୍ଡ ହାଇେ ଭଙ୍ଗାୟିବ। କାରଣ ସଦାପ୍ରଭୁ ସମାନଙ୍କେର ଦୁଷ୍କର୍ମ ଯୋଗୁଁ ନିଶ୍ଚଯ ପ୍ରତିଫଳ ଦବେେ।
ଯିହିଜିକଲ 16:37
ତେଣୁ ମୁଁ ତୁମ୍ଭର ସମସ୍ତ ପ୍ ରମେିକମାନଙ୍କୁ ଏକତ୍ରୀତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ ରମେ କର। ମୁଁ ସମାନଙ୍କେୁ ତୁମ୍ଭ ବିରୁଦ୍ଧ ରେ ଚାରିଆଡ଼ୁ ଏକତ୍ରୀତ କରିବି ଏବଂ ତୁମ୍ଭର ନଗ୍ନତା ସମାନଙ୍କେ ଆଗ ରେ ଅନାବୃତ କରିବି। ଏବଂ ସମାନଙ୍କେୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦବେି। ସମାନେେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:19
ତୁମ୍ଭମାନଙ୍କ ପ୍ରତି ଭୁଲ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ବରଙ୍କ କୋର୍ଧ ଦ୍ବାରା ଦଣ୍ତିତ ହବୋ ଲାଗି ଅପେକ୍ଷା କର। ଶାସ୍ତ୍ର ରେ ଲୋଖା ଅଛି: ପରମେଶ୍ବର କହିଛନ୍ତି, ଦଣ୍ତ ଦବୋ ମାରେ କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦବେି।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:30
ଆମ୍ଭେ ଜାଣୁ ଯେ, ପରମେଶ୍ବର କହିଥିଲେ : ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦବେି, ମୁଁ ତାହାଙ୍କୁ ପ୍ରତିଦାନ ଦବେି।318 ପରମେଶ୍ବର ଆହୁରି ମଧ୍ଯ କହିଥିଲେ : ପ୍ରଭୁ ତାହାଙ୍କ ଲୋକଙ୍କର ବିଚାର କରିବେ। 319
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:9
ମଷେଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତବେେଳେ ମୁଁ ବଦେୀ ତଳେ କେତକେ ଆତ୍ମାକୁ ଦେଖିଲି। ପରମେଶ୍ବରଙ୍କର ବାକ୍ଯ ପ୍ରତି ବିଶ୍ବସ୍ତ ଥିବାରୁ ଓ ସମାନେେ ଦେଉଥିବା ସାକ୍ଷ୍ଯ ହତେୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସଗେୁଡ଼ିକ ହେଉଛି, ସହେି ଲୋକମାନଙ୍କର ଆତ୍ମା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:19
ମହାନଗରୀ ତିନି ଭାଗ ରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହାଇଗେଲା। ପରମେଶ୍ବର ମହାନଗରୀ ବାବିଲୋନକୁ ଦଣ୍ଡ ଦବୋପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କୋରଧରୂପ ମଦିରାପାତ୍ରରୁ ପାନ କରାଇଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:5
ସ୍ବର୍ଗ ଯେତେ ଉଚ୍ଚ, ତହାର ପାପକାର୍ୟ୍ଯ ସତେିକି ଉଚ୍ଚ ହେଲାଣି। ପରମେଶ୍ବର ତା'ର ଭୁଲ କାମଗୁଡ଼ିକ ଭୁଲି ନାହାଁନ୍ତି। ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:20
ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।
ଯିରିମିୟ 51:11
ତୁମ୍ଭମାନେ ବାଣ ତୀକ୍ଷ୍ଣ କର, ଦୃଢ଼କରି ଢ଼ାଲ ଧର। ସଦାପ୍ରଭୁ ମାଦିଯ ରାଜଗଣର ମନ ଉତ୍ତଜେିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେ ହତେୁ ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ବଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶାଧେ ସ୍ବରୂପ ତାକୁ ଦଣ୍ଡ ଦବେେ।