Isaiah 42

fullscreen1 ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।

fullscreen2 ସେ ରାଜପଥରେ ଉଚ୍ଚସ୍ବର ରେ କହିବ ନାହିଁ କି ସେ ଚିତ୍କାର କରିବ ନାହିଁ।

fullscreen3 ଏପରିକି ସେ ଗୋଟିଏ ଛଚୋନଳ ଭାଙ୍ଗିବେ ନାହିଁ, ଏପରିକି ଗୋଟିଏ ନିଷ୍ଠୁର ବଳିତା ଲିଭାଇବେ ନାହିଁ। ସେ ନ୍ଯାଯ ବିଚାର କରିବେ ଓ ସତ୍ଯ ଉଦ୍ଘାଟନ କରିବେ।

fullscreen4 ସେ ପୃଥିବୀ ରେ ନ୍ଯାଯ ବିଚାର ପ୍ରତିଷ୍ଠା ନ କରିବା ପର୍ୟ୍ଯନ୍ତ ନିସ୍ତଜେ କିମ୍ବା ହୀନବଳ ହବେେ ନାହିଁ। ଆଉ ଦ୍ବୀପନିବାସୀ ତାଙ୍କର ପ୍ରଚାର ରେ ବିଶ୍ବାସ ରଖିବେ।'

1 Behold my servant, whom I uphold; mine elect, in whom my soul delighteth; I have put my spirit upon him: he shall bring forth judgment to the Gentiles.

2 He shall not cry, nor lift up, nor cause his voice to be heard in the street.

3 A bruised reed shall he not break, and the smoking flax shall he not quench: he shall bring forth judgment unto truth.

4 He shall not fail nor be discouraged, till he have set judgment in the earth: and the isles shall wait for his law.

Isaiah 42 in Tamil and English

1 ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।
Behold my servant, whom I uphold; mine elect, in whom my soul delighteth; I have put my spirit upon him: he shall bring forth judgment to the Gentiles.

2 ସେ ରାଜପଥରେ ଉଚ୍ଚସ୍ବର ରେ କହିବ ନାହିଁ କି ସେ ଚିତ୍କାର କରିବ ନାହିଁ।
He shall not cry, nor lift up, nor cause his voice to be heard in the street.

3 ଏପରିକି ସେ ଗୋଟିଏ ଛଚୋନଳ ଭାଙ୍ଗିବେ ନାହିଁ, ଏପରିକି ଗୋଟିଏ ନିଷ୍ଠୁର ବଳିତା ଲିଭାଇବେ ନାହିଁ। ସେ ନ୍ଯାଯ ବିଚାର କରିବେ ଓ ସତ୍ଯ ଉଦ୍ଘାଟନ କରିବେ।
A bruised reed shall he not break, and the smoking flax shall he not quench: he shall bring forth judgment unto truth.

4 ସେ ପୃଥିବୀ ରେ ନ୍ଯାଯ ବିଚାର ପ୍ରତିଷ୍ଠା ନ କରିବା ପର୍ୟ୍ଯନ୍ତ ନିସ୍ତଜେ କିମ୍ବା ହୀନବଳ ହବେେ ନାହିଁ। ଆଉ ଦ୍ବୀପନିବାସୀ ତାଙ୍କର ପ୍ରଚାର ରେ ବିଶ୍ବାସ ରଖିବେ।'
He shall not fail nor be discouraged, till he have set judgment in the earth: and the isles shall wait for his law.