Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Isaiah 39 KJV ASV BBE DBY WBT WEB YLT

Isaiah 39 in Oriya WBT Compare Webster's Bible

Isaiah 39

1 ସହେି ସମୟରେ ବାବିଲ ରାଜା ବଲଦନର ପୁତ୍ର ମଲୋଦକ୍-ବଲଦନ ହିଜକିଯ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିଯଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା।

2 ଏଥି ରେ ହିଜକିଯ ଅତିଶଯ ସନ୍ତୁଷ୍ଟ ହାଇେ ନିଜର ବହୁମୂଲ୍ଯ ପଦାର୍ଥର ଗୃହ, ରୂପା, ସୂନା, ସୁଗନ୍ଧିତ ଦ୍ରବ୍ଯ ବହୁମୂଲ୍ଯ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ଯ ସମାନଙ୍କେୁ ଦଖାଇେଲେ। ହିଜକିଯ ଯାହା ସମାନଙ୍କେୁ ନ ଦଖାଇେଲା ତାହା ତା'ର ଗୃହ ରେ କିମ୍ବା ସମଗ୍ର ରାଜ୍ଯ ରେ ନ ଥିଲା।

3 ସେତବେେଳେ ଭବିଷ୍ଯତ୍ବକ୍ତା ଯିଶାଇୟ ରାଜା ହିଜକିଯ ନିକଟକୁ ୟାଇ ତାଙ୍କୁ ପଚାରିଲେ, ଏହି ଲୋକମାନେ କ'ଣ କହିଲେ ? ସମାନେେ କେଉଁଠାରୁ ଆସିଲେ ?'

4 ଯିଶାଇୟ ପଚାରିଲେ, ସମାନେେ ତୁମ୍ଭ ଗୃହ ରେ କ'ଣ ଦେଖିଅଛନ୍ତି ?'

5 ଏଥି ରେ ଯିଶାଇୟ ହିଜକିଯଙ୍କୁ କହିଲେ, ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ।

6 ଦେଖ, ଏକ ସମୟ ଆସୁଛି ଯେତବେେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ଯ ଓ ଆଜି ପର୍ୟ୍ଯନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ଯ ବାବିଲକୁ ନିଆୟିବ।' ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ଯ ଛଡ଼ାୟିବ ନାହିଁ।

7 ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନଇେଯିବେ ଓ ସମାନଙ୍କେୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକା ରେ ନପୁଂସକ କରି ରଖିବେ।'

8 ସେତବେେଳେ ହିଜକିଯ ଯିଶାଇୟଙ୍କୁ କହିଲା, ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ଯ କହିଅଛ ତାହା ଉତ୍ତମ। ସେ ପୁଣି କହିଲା, କାରଣ ମାେ ସମୟରେ ଶାନ୍ତି ଓ ସତ୍ଯତା ବିରାଜିତ ହବେ।'

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close