Isaiah 34:3 ସହେି ନିହତ ଲୋକମାନେ ବାହା ରେ ନିକ୍ଷିପ୍ତ ହବେେ। ସମାନଙ୍କେ ଶବ ଦୁର୍ଗନ୍ଧ ଦବେ ଓ ସମାନଙ୍କେର ରକ୍ତ ପର୍ବତଗୁଡ଼ିକରେ ବୋହି ୟିବ।
Isaiah 34:3 in Other Translations
King James Version (KJV) Their slain also shall be cast out, and their stink shall come up out of their carcases, and the mountains shall be melted with their blood.
American Standard Version (ASV) Their slain also shall be cast out, and the stench of their dead bodies shall come up; and the mountains shall be melted with their blood.
Bible in Basic English (BBE) Their dead bodies will be thick on the face of the earth, and their smell will come up, and the mountains will be flowing with their blood, and all the hills will come to nothing.
Darby English Bible (DBY) And their slain shall be cast out, and their stink shall come up from their carcases, and the mountains shall be melted with their blood.
World English Bible (WEB) Their slain also shall be cast out, and the stench of their dead bodies shall come up; and the mountains shall be melted with their blood.
Young's Literal Translation (YLT) And their wounded are cast out, And their carcases cause their stench to ascend, And melted have been mountains from their blood.
Read Full Chapter :
Isaiah 34
Cross Reference
ଯୋୟେଲ 2:20
ଆମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ରାଜ୍ଯ ଛାଡି ୟିବାକୁ ଉତ୍ତର ଦିଗକୁ ବିତାଡିତ କରିବା। ସମାନଙ୍କେୁ ଏକ ଶୁଷ୍କ, ଶୂନ୍ଯ ସ୍ଥାନକୁ ତଡିଦବୋ। ସମାନଙ୍କେ ମଧ୍ଯରୁ କେତକେ ପୂର୍ବ ସମୁଦ୍ର ଆଡେ ଯିବେ ଓ ଆଉ କେତକେ ପଶ୍ଚିମ ସମୁଦ୍ର ଆଡେ ଯିବେ। ସମାନେେ ଏପରି ଭୟଙ୍କର କାର୍ୟ୍ଯ କରିଛନ୍ତି, ସମାନେେ ମୃତ ପ୍ରାଯ ହବେେ, ପଚିଯିବେ ଓ ସଠାରୁେ ଦୁର୍ଗନ୍ଧ ନିର୍ଗତ ହବେ।
ଯିଶାଇୟ 34:7
ତେଣୁ ମଷେ, ବନ୍ଯ ଗୋରୁ, ବୃଷଭ ଏବଂ ୟୁବା ବୃଷଭ ଆସିବେ। ସମାନଙ୍କେ ରକ୍ତ ରେ ପରିପୂର୍ଣ୍ଣ ହବେ ଓ ସମାନଙ୍କେ ଚର୍ବି ରେ ଭୂମି ଆଚ୍ଛାଦିତ ହବେ।
ଯିହିଜିକଲ 39:4
ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ତୁମ୍ଭେ ପତିତ ହବେ। ତୁମ୍ଭର ସମସ୍ତ ସୈନ୍ଯ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ଯ ପତିତ ହବେେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି।
ଯିରିମିୟ 22:19
ତାହାର କବର ଗଧର କବର ତୁଲ୍ଯ ହବେ, ସେ ଘୋଷଡ଼ା ୟାଇ ୟିରୁଶାଲମର ଦ୍ବାର ବାହା ରେ ପକାୟିବ।
ଯିହିଜିକଲ 14:19
ପୁଣି ପରମେଶ୍ବର କହିଲେ, ଆମ୍ଭେ ଯବେେ ସହେି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା' ଉପ ରେ ଢ଼ାଳି ଦେଉ, ତବେେ ମନୁଷ୍ଯ ଓ ପଶୁକୁ ତା' ମଧ୍ଯରୁ ଉଚ୍ଛନ୍ନ କରୁ।
ଯିହିଜିକଲ 32:5
ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପ ରେ ପକାଇବି ଓ ତୁମ୍ଭର ମୃତ ଶବ ରେ ଉପତ୍ୟକାସବୁ ପୂର୍ଣ୍ଣ କରିବି।
ଯିହିଜିକଲ 35:6
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ଯୁ ତୁମ୍ଭର ଅନୁଧାବନ କରିବ। ଯେ ହତେୁ ତୁମ୍ଭେ ମୃତ୍ଯୁକୁ ଘୃଣା କରି ନାହଁ, ତେଣୁ ମୃତ୍ଯୁ ତୁମ୍ଭ ପେଛ ପେଛ ଗୋଡ଼ାଇବ।
ଦିତୀୟ ରାଜାବଳୀ 9:35
ଲୋକମାନେ ଇଷବଲକେୁ କବର ଦବୋକୁ ଗଲେ। ମାତ୍ର ସମାନେେ ତା'ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡା କିଛି ପାଇଲେ ନାହିଁ।
ଯିହିଜିକଲ 39:11
ପରମେଶ୍ବର କହନ୍ତି ମୁଁ ସହେିଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇଶ୍ରାୟେଲ ମଧିଅରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନ ରୋଧ କରିବ। ସହେି ସ୍ଥାନ ରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦବେେ। ଏବଂ ସହେି ସ୍ଥାନକୁ ସମାନେେ 'ଗୋଗର ସୈନ୍ଯମାନଙ୍କର ଉପତ୍ୟକା' ବୋଲି ନାମ ଦବେେ।
ଆମୋଷ 4:10
ମିଶର ରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ରୋଗଗୁଡିକୁ ପ୍ ରରଣେ କଲୁ। ଖଡ୍ଗ ରେ ଆମ୍ଭେ ତୁମ୍ଭର ୟୁବକମାନଙ୍କୁ ହତ୍ଯା କଲୁ। ତୁମ୍ଭମାନଙ୍କର ଘୋଡାଗୁଡିକୁ ନଇଗେଲୁ। ତୁମ୍ଭର ଶିବରଗୁଡିକୁ ମୃତଶବର ଦୁର୍ଗନ୍ଧ ରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭମାନେେ ଆମ୍ଭ ସାହାୟ୍ଯ ଭିକ୍ଷା ପାଇଁ ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:20
ନଗର ବାହା ରେ ଦ୍ରାକ୍ଷା ଫଳ ସବୁ ସହେି ଦ୍ରାକ୍ଷାପଷୋ କୁଣ୍ଡ ରେ ଚିପୁଡ଼ା ହେଲା। ସହେି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ୟ୍ଯନ୍ତ ଉପରକୁ ଉଠି 300 କି ଲୋମିଟର ପର୍ୟ୍ଯନ୍ତ ରକ୍ତ ଷୋର୍ତ ହାଇେ ବହିବା ରେ ଲାଗିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:3
ଦ୍ବିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢ଼ାଳି ଦେଲେ। ସେଥି ରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହାଇଗେଲା। ସମୁଦ୍ର ରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ।
ଯିହିଜିକଲ 38:22
ପୁଣି ମୁଁ ଗୋଗ ବିପକ୍ଷ ରେ ମହାମାରୀ ଓ ମୃତ୍ଯୁ ଆଣି ଦଣ୍ଡିତ କରିବି। ମୁଁ ତାହା ଉପ ରେ, ତାହାର ସୈନ୍ଯଦଳ ଉପ ରେ ଓ ତା'ର ସଙ୍ଗୀ ଅନକେ ଜାତିମାନଙ୍କ ଉପ ରେ ପ୍ଲାବନକାରୀ ବୃଷ୍ଟି, ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବୃଷ୍ଟି କରାଇବି।
ଯିଶାଇୟ 14:19
ମାତ୍ର ତୁମ୍ଭେ ଦୁଷ୍ଟାଚାରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହାଇେଛି। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ଯୁତ ହାଇେ ବାହା ରେ ନିକ୍ଷିପ୍ତ ହେଲାପରି ଏବଂ ୟୁଦ୍ଧ ରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ଯମାନଙ୍କ ଦ୍ବାରା ପଦଦଳିତ ହେଲାପରି ତୁମ୍ଭେ ହବେ। ବର୍ତ୍ତମାନ ତୁମ୍ଭେ ମୃତ୍ଯୁ ବସ୍ତ୍ର ରେ ଆଚ୍ଛାଦିତ ହାଇେ ନିଜ କବର ବାହା ରେ ପଡ଼ି ରହିଛ।
ଯିରିମିୟ 8:1
ସଦାପ୍ରଭୁ କହନ୍ତି, ସେ ସମୟରେ ଲୋକମାନେ ଯିହୁଦାର ରାଜାଗଣଙ୍କର, ତା'ର ଅଧିପତିମାନଙ୍କର, ଯାଜକଗଣଙ୍କର, ଭବିଷ୍ଯଦବକ୍ତାମାନଙ୍କର ଓ ୟିରୁଶାଲମ ନିବାସୀଗଣର ଅସ୍ଥିସବୁ ସମାନଙ୍କେ କବରରୁ ବାହାର କରିବେ।