Isaiah 21

fullscreen1 ସାଗର ସମୀପସ୍ଥ ପ୍ରାନ୍ତର ବିଷଯ ରେ ଶାେକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ଯା ତୁଲ୍ଯ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।

fullscreen2 ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।

fullscreen3 ସହେି ଭୟଙ୍କର ଦୃଶ୍ଯ ଦେଖି ମାରେ ପଟେ ୟନ୍ତ୍ରଣା ରେ ପରିପୂର୍ଣ୍ଣ ହାଇେଅଛି। ସହେି ୟନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀ ଲୋକର ବଦନୋ ତୁଲ୍ଯ ମାେତେ କଷ୍ଟ ଦେଉଛି। ମୁଁ ସେ ସମସ୍ତ ଶୁଣି ଭୟଭୀତ ହାଇେ ପଡ଼ିଛି। ମୁଁ ଏତେ ଭୀତ ଯେ ଭୟ ରେ ଥରୁଅଛି।

fullscreen4 ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।

fullscreen5 ଲୋକମାନେ ଭାବନ୍ତି ସବୁ ସୁନ୍ଦର। ତେଣୁ ସମାନେେ, ମଜେ ସଜାନ୍ତି, ଭୋଜନ ଓ ପାନ କରନ୍ତି।' ସହେି ସମୟରେ ସୈନ୍ଯମାନେ କୁହନ୍ତି, ପ୍ରହରି ନିୟୁକ୍ତ କର, ହେ ଅଧିପତିଗଣ ଉଠ, ଢ଼ାଲ ତୈଳାନ୍ତ କର।'

fullscreen6 ମାରେପ୍ରଭୁ ମାେତେ କହିଲେ, ୟାଅ ଏକ ଜଣ ପ୍ରହରି ନିୟୁକ୍ତ କର। ସେ ଯାହା ଦେଖିବ ତାହା ସପରେି ପ୍ରକାଶ କରିବ।

fullscreen7 ସେ ଯେତବେେଳେ ଦୁଇଦଳ ଅଶ୍ବାରୋହୀ ସୈନ୍ଯ ଦେଖିବ ଏକ ଦଳ ଗର୍ଦ୍ଦଭା ରୋହୀ ସୈନ୍ଯ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ଯ ଦେଖିବ ସେତବେେଳେ ସେ ପ୍ରହରୀ ମନୋୟୋଗ ପୂର୍ବକ ଅତି ଯତ୍ନ ରେ କର୍ଣ୍ଣପାତ କରିବ।'

fullscreen8 ତା'ପ ରେ ଦିନେ, ସେ ପ୍ରହରୀ କହିଲା, ହେ ମାରେ ପ୍ରଭୁ, ପ୍ରତିଦିନ ଦିନ ବେଳେ ମୁଁ ନିରନ୍ତର ଦୁର୍ଗ ରେ ଠିଆ ହାଇେ ଜଗିି ରହିଥାଏ ଓ ପ୍ରତି ରାତି ରେ। ମୁଁ ଆପଣା ପହରା ସ୍ଥାନ ରେ ସତର୍କ ଦୃଷ୍ଟି ରଖିଥାଏ।

fullscreen9 ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ବାରୋହୀ ସୈନ୍ଯ ଆସୁଛନ୍ତି।'

fullscreen10 ଯିଶାଇୟ କହିଲେ, ହେ ମାରେ ଲୋକମାନେ, ମୁଁ ଇଶ୍ରାୟେଲ ପରମେଶ୍ବର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭମାନେେ ଶସ୍ଯ ଖଳା ରେ ଶସ୍ଯପରି ଦଳିଦବେ।'

1 The burden of the desert of the sea. As whirlwinds in the south pass through; so it cometh from the desert, from a terrible land.

2 A grievous vision is declared unto me; the treacherous dealer dealeth treacherously, and the spoiler spoileth. Go up, O Elam: besiege, O Media; all the sighing thereof have I made to cease.

3 Therefore are my loins filled with pain: pangs have taken hold upon me, as the pangs of a woman that travaileth: I was bowed down at the hearing of it; I was dismayed at the seeing of it.

4 My heart panted, fearfulness affrighted me: the night of my pleasure hath he turned into fear unto me.

5 Prepare the table, watch in the watchtower, eat, drink: arise, ye princes, and anoint the shield.

6 For thus hath the Lord said unto me, Go, set a watchman, let him declare what he seeth.

7 And he saw a chariot with a couple of horsemen, a chariot of asses, and a chariot of camels; and he hearkened diligently with much heed:

8 And he cried, A lion: My lord, I stand continually upon the watchtower in the daytime, and I am set in my ward whole nights:

9 And, behold, here cometh a chariot of men, with a couple of horsemen. And he answered and said, Babylon is fallen, is fallen; and all the graven images of her gods he hath broken unto the ground.

10 O my threshing, and the corn of my floor: that which I have heard of the Lord of hosts, the God of Israel, have I declared unto you.

Isaiah 21 in Tamil and English

1 ସାଗର ସମୀପସ୍ଥ ପ୍ରାନ୍ତର ବିଷଯ ରେ ଶାେକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ଯା ତୁଲ୍ଯ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।
The burden of the desert of the sea. As whirlwinds in the south pass through; so it cometh from the desert, from a terrible land.

2 ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।
A grievous vision is declared unto me; the treacherous dealer dealeth treacherously, and the spoiler spoileth. Go up, O Elam: besiege, O Media; all the sighing thereof have I made to cease.

3 ସହେି ଭୟଙ୍କର ଦୃଶ୍ଯ ଦେଖି ମାରେ ପଟେ ୟନ୍ତ୍ରଣା ରେ ପରିପୂର୍ଣ୍ଣ ହାଇେଅଛି। ସହେି ୟନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀ ଲୋକର ବଦନୋ ତୁଲ୍ଯ ମାେତେ କଷ୍ଟ ଦେଉଛି। ମୁଁ ସେ ସମସ୍ତ ଶୁଣି ଭୟଭୀତ ହାଇେ ପଡ଼ିଛି। ମୁଁ ଏତେ ଭୀତ ଯେ ଭୟ ରେ ଥରୁଅଛି।
Therefore are my loins filled with pain: pangs have taken hold upon me, as the pangs of a woman that travaileth: I was bowed down at the hearing of it; I was dismayed at the seeing of it.

4 ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।
My heart panted, fearfulness affrighted me: the night of my pleasure hath he turned into fear unto me.

5 ଲୋକମାନେ ଭାବନ୍ତି ସବୁ ସୁନ୍ଦର। ତେଣୁ ସମାନେେ, ମଜେ ସଜାନ୍ତି, ଭୋଜନ ଓ ପାନ କରନ୍ତି।' ସହେି ସମୟରେ ସୈନ୍ଯମାନେ କୁହନ୍ତି, ପ୍ରହରି ନିୟୁକ୍ତ କର, ହେ ଅଧିପତିଗଣ ଉଠ, ଢ଼ାଲ ତୈଳାନ୍ତ କର।'
Prepare the table, watch in the watchtower, eat, drink: arise, ye princes, and anoint the shield.

6 ମାରେପ୍ରଭୁ ମାେତେ କହିଲେ, ୟାଅ ଏକ ଜଣ ପ୍ରହରି ନିୟୁକ୍ତ କର। ସେ ଯାହା ଦେଖିବ ତାହା ସପରେି ପ୍ରକାଶ କରିବ।
For thus hath the Lord said unto me, Go, set a watchman, let him declare what he seeth.

7 ସେ ଯେତବେେଳେ ଦୁଇଦଳ ଅଶ୍ବାରୋହୀ ସୈନ୍ଯ ଦେଖିବ ଏକ ଦଳ ଗର୍ଦ୍ଦଭା ରୋହୀ ସୈନ୍ଯ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ଯ ଦେଖିବ ସେତବେେଳେ ସେ ପ୍ରହରୀ ମନୋୟୋଗ ପୂର୍ବକ ଅତି ଯତ୍ନ ରେ କର୍ଣ୍ଣପାତ କରିବ।'
And he saw a chariot with a couple of horsemen, a chariot of asses, and a chariot of camels; and he hearkened diligently with much heed:

8 ତା'ପ ରେ ଦିନେ, ସେ ପ୍ରହରୀ କହିଲା, ହେ ମାରେ ପ୍ରଭୁ, ପ୍ରତିଦିନ ଦିନ ବେଳେ ମୁଁ ନିରନ୍ତର ଦୁର୍ଗ ରେ ଠିଆ ହାଇେ ଜଗିି ରହିଥାଏ ଓ ପ୍ରତି ରାତି ରେ। ମୁଁ ଆପଣା ପହରା ସ୍ଥାନ ରେ ସତର୍କ ଦୃଷ୍ଟି ରଖିଥାଏ।
And he cried, A lion: My lord, I stand continually upon the watchtower in the daytime, and I am set in my ward whole nights:

9 ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ବାରୋହୀ ସୈନ୍ଯ ଆସୁଛନ୍ତି।'
And, behold, here cometh a chariot of men, with a couple of horsemen. And he answered and said, Babylon is fallen, is fallen; and all the graven images of her gods he hath broken unto the ground.

10 ଯିଶାଇୟ କହିଲେ, ହେ ମାରେ ଲୋକମାନେ, ମୁଁ ଇଶ୍ରାୟେଲ ପରମେଶ୍ବର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭମାନେେ ଶସ୍ଯ ଖଳା ରେ ଶସ୍ଯପରି ଦଳିଦବେ।'
O my threshing, and the corn of my floor: that which I have heard of the Lord of hosts, the God of Israel, have I declared unto you.