Bible

Isaiah 17 in Oriya

1 ଦମ୍ମେଶକ ପ୍ରତି ଶାେକ ବାର୍ତ୍ତା। ସଦାପ୍ରଭୁ କୁହନ୍ତି ଯେ ଦମ୍ମେଶକରେ ଏହିସବୁ ଘଟିବ, ଦମ୍ମେଶକ ଆଉ ନଗର ହାଇେ ରହିବ ନାହିଁ। ସେ ଧ୍ବଂସ ପାଇବ। କବଳେ ଧ୍ବଂସ ବିଧ୍ବସ୍ତ ପ୍ରାସାଦଗୁଡ଼ିକର କାନ୍ଥଗୁଡ଼ିକ ରହିବ।

2 ଅରୋଯର ନଗରକୁ ଲୋକମାନେ ପରିତ୍ଯାଗ କରିବେ। ସହେି ଶୂନ୍ଯ ସହରର ମଷେବଲ ସ୍ବାଧୀନ ଭାବରେ ବିଚରଣ କରିବେ। ଭୟ ଦଖାଇବୋକୁ ସଠାେ ରେ କହେି ନ ଥିବେ।

3 ଇଶ୍ରାୟେଲର ଦୁର୍ଗନଗର, ଦମ୍ମେଶକର ରାଜ୍ଯ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହବେ। ସର୍ବଶକ୍ତିମାନ ସଦାପ୍ରଭୁ ତୁମ୍ଭେ ଯେ, ଇଶ୍ରାୟେଲର ଖ୍ଯାତି ଲୋକଙ୍କ ପରି ସମାନେେ ମଧ୍ଯ କାଢ଼ି ନିଆଯିବେ।'

4 ସହେି ସମୟରେ ଯାକୁବର ଗୌରବ ଲୋପ ପାଇବ। ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦଖାୟିବେ।

5 ରଫାଲଯିମ ଉପତ୍ୟକା ରେ ଶସ୍ଯ ଅମଳ ବେଳେ ଯେପରି ଘଟିବ ସହେିପରି ଘଟିବ। ଶସ୍ଯ କ୍ଷେତ୍ର ରେ ଶସ୍ଯ ସଂଗ୍ରହ କଲା ବେଳେ ଶସ୍ଯର ସୀସା ଶସ୍ଯରୁ କାଟିଲା ବେଳେ ଓ ସୀସା ଗୁଡ଼ିକୁ ସଂଗ୍ରହ କଲା ବେଳେ ସହେିପରି ଘଟିବ।

6 ସହେି ସମୟ ଲୋକମାନେ ଜିତବୃକ୍ଷର ଫଳ ସଂଗ୍ରହ କଲାପରି ହବେ। ସମାନେେ ଜିତବୃକ୍ଷରୁ ଫଳ ତୋଳିବେ, ମାତ୍ର ବୃକ୍ଷର ଅଗ୍ରଭାବରେ ଦୁଇ ତିନି ଗୋଟି ଫଳ ରହିୟିବ। ଫଳବାନ୍ ଗଛ ରେ ମଧ୍ଯ ଚାରି ପାଞ୍ଚଟା ଫଳ ତୋଳିଲା ବେଳେ ରହିୟିବ। ସହେିପରି ଅବସ୍ଥା ନଗରଗୁଡ଼ିକରେ ଘଟିବ। ସର୍ବଶକ୍ତିମାନ ସଦାପ୍ରଭୁ ତାହା କହିଥିଲେ।

7 ସଦେିନ ଲୋକମାନେ ସମାନଙ୍କେର ସୃଷ୍ଟିକର୍ତ୍ତାଙ୍କୁ ଅନାଇବେ। ସମାନଙ୍କେର ଦୃଷ୍ଟି ପବିତ୍ର ଧର୍ମସ୍ବରୂପଙ୍କ ପ୍ରତି ପଡ଼ିବ।

8 ସମାନେେ ଆପଣା ହସ୍ତକୃତ ୟଜ୍ଞବଦେୀ ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶରୋ ମୂର୍ତ୍ତି ଅବା ସୂର୍ୟ୍ଯ ଦବେତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ।

9 ସଦେିନ ସମସ୍ତ ସୁଦୃଢ଼ ନଗରଗୁଡ଼ିକ ଶୂନ୍ଯ ହାଇଯେିବ। ସଗେୁଡ଼ିକ ଇଶ୍ରାୟେଲ ଆସିବା ଭୟ ରେ ପର୍ବତ ଓ ଅରଣ୍ଯ ତୁଲ୍ଯ ହାଇଯେିବେ। ଅତୀତ ରେ ଇଶ୍ରାୟେଲ ଭୟ ରେ ସମାନେେ ପଳାଯନ କରିଥିଲେ। ପୁଣି ସମାନେେ ଭବିଷ୍ଯତ ରେ ଇଶ୍ରାୟେଲ ଆସିବା ଭୟ ରେ ଧ୍ବଂସ ପାଇଯିବେ।

10 ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।

11 ତୁମ୍ଭ ଦ୍ରାକ୍ଷାଚାରା ଦିନେ ରୋପଣ କରୁଛ ଓ ତା'ର ଚାରିପଟେ ବାଡ଼ ଦଇେ ଯତ୍ନ ନେଉଛ। ପରଦିନ ପ୍ରାତଃକାଳ ରେ ସଗେୁଡ଼ିକ ପୁଷ୍ପିତ ହବୋର ଦେଖୁଛ। ମାତ୍ର ଯେତବେେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସଗେୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦଇେଛି।

12 ଅନକେ ଗୋଷ୍ଠୀର କୋଳାହଳ ଶୁଣ। ସମାନେେ ସମୁଦ୍ରର ଗର୍ଜନ ତୁଲ୍ଯ ଘାରେ ନାଦ କରୁଛନ୍ତି। ବହୁ ଦେଶର ଲୋକେ ମାଡ଼ି ଆସୁଛନ୍ତି। ସମାନେେ ଯେପରି ପ୍ରବଳ ବନ୍ଯା ଜଳ ସଦୃଶ ମାଡ଼ି ଆସୁଛନ୍ତି।

13 ନାନା ଦେଶୀଯ ଲୋକମାନେ ସହେି ତରଙ୍ଗ ସଦୃଶ ହବେେ। ପରମେଶ୍ବର ସମାନଙ୍କେୁ ନିଷ୍ଠୁର ବାଣୀ ଶୁଣାଇବେ। ତେଣୁ ସମାନେେ ପଳାଯନ କରିବେ। ବାଯୁ ରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ଯା ରେ ଧୂଳି ଉଡ଼ିଲା ପରି ସମାନେେ ତାଡ଼ିତ ହବେେ।

14 ସନ୍ଧ୍ଯା ରେ ସମାନେେ ଭୟଭୀତ ହବେେ ଓ ପ୍ରଭାତ ପୂର୍ବରୁ ଲୋପ ପାଇୟାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣୀକାରୀ କିଛି ସଠାେ ରେ ଦେଖିବାକୁ ପାଇବେ ନାହିଁ।

Isaiah 17 Verses

Oriya Bible