Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Hosea 7 KJV ASV BBE DBY WBT WEB YLT

Hosea 7 in Oriya WBT Compare Webster's Bible

Hosea 7

1 ଆମ୍ଭେ ଇଶ୍ରାୟେଲକୁ ସୁସ୍ଥ କରିବା। ତା'ପ ରେ ଲୋକମାନେ ଜାଣିବେ ଯେ ଇଫ୍ରଯିମ ପାପ କରିଥିଲା। ଶମରିଯାର ପାପ ଆଚରଣ ବିଷଯ ରେ ଲୋକମାନେ ଜାଣିବେ। ସହେି ସହର ରେ ଗ୍ଭରମାନେେ ୟାତାଯତ କରୁଛନ୍ତି ଲୋକମାନେ ଜାଣିବେ।

2 ସମାନଙ୍କେର ଦୋଷକୁ ଆମ୍ଭେ ସ୍ମରଣ କରିବା ସହେି ଲୋକମାନେ ବିଶ୍ବାସ କରନ୍ତି ନାହିଁ। ସମାନେେ ଯେଉଁ ମନ୍ଦ କାର୍ୟ୍ଯ ସବୁ ଗ୍ଭରିଆଡେ କରିଥିଲେ ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।

3 ସମାନଙ୍କେର ମନ୍ଦ କାର୍ୟ୍ଯ ସମାନଙ୍କେର ରାଜାଙ୍କୁ ଖୁସୀ କରେ। ସମାନଙ୍କେର ମିଥ୍ଯା ସମାନଙ୍କେର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।

4 ସମସ୍ତ ଲୋକମାନେ ବ୍ଯଭିଗ୍ଭରୀ ଅଟନ୍ତି। ସମାନେେ ରୋଟୀ ପ୍ରସ୍ତୁତକାରୀ ତନ୍ଦୁରର ଉତ୍ତପ୍ତଠାରୁ ଅଧିକ ଉତ୍ତପ୍ତ ଥିବା ତନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି। ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ, ଯେଉଁ ପର୍ୟ୍ଯନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତଜେିତ କରେ ନାହିଁ। କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି।

5 ଆମ୍ଭ ରାଜାଙ୍କ ରାଜତ୍ବକାଳ ରେ ସମାନେେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି। ସମାନେେ ଭୋଜି ରେ ପାନୀଯ ଦିଅନ୍ତି। ଦ୍ରାକ୍ଷାରସର ଉତ୍ତାପ ରେ ନତେୃମଣ୍ତଳୀ ଅସୁସ୍ଥ ହାଇପଡେନ୍ତି। ତେଣୁ ରାଜା ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।

6 କୋଇଲାକୁ ଚୁଲ୍ଲୀ ରେ ଦବୋପରି ସମାନେେ ତାଙ୍କର ହୃଦଯକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରୀତ କରନ୍ତି। ରାତ୍ରିସାରା ସମାନଙ୍କେ ଉତ୍କଣ୍ଠା କୁହୁଳୁ ଥାଏ ଏବଂ ଏହା ପ୍ରଭାତ ରେ ଜ୍ବଳନ୍ତ ଅଗ୍ନିପରି ହୁଏ।

7 ସମାନେେ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି। ସମାନେେ ସମାନଙ୍କେର ଶାସକକୁ ଧ୍ବଂସ କଲେ। ସମସ୍ତ ରାଜାଙ୍କର ପତନ ହେଲା। କୌଣସି ଜଣେ ବ୍ଯକ୍ତି ମାେତେ ସାହାୟ୍ଯ ଭିକ୍ଷା କରି ନ ଥିଲେ।

8 ଇଫ୍ରଯିମ ଗୋଷ୍ଠୀଗଣ ସହିତ ମିଶେ। ସେ ସହେି ପିଠା ସଦୃଶ ଯାହାର ଉଭୟ ପାଖ ସକୋ ହାଇନୋହିଁ।

9 ଇଫ୍ରଯିମ, ଜାଣେ ନାହିଁ ତା'ର ଶକ୍ତି ବିଦେଶୀମାନଙ୍କ ଦ୍ବାରା ନିସ୍ତଜେ ହାଇୟୋଇଛି। ତା'ର ବୃଦ୍ଧାବସ୍ଥା ଆସୁଛି ବୋଲି ସେ ଜାଣେ ନାହିଁ।

10 ଇଫ୍ରଯିମର ଗର୍ବ ତା' ବିରୁଦ୍ଧ ରେ ସାକ୍ଷୀ ଦିଏ। ଯଦିଓ ଲୋକମାନଙ୍କର ଅନକଗେୁଡିଏ ଦୁଃଖ ଥିଲା, ତଥାପି ସମାନେେ ସଦାପ୍ରଭୁଙ୍କ ନିକଟକୁ ଫରେି ନଥିଲେ କି ସଦାପ୍ରଭୁଙ୍କର ସାହାୟ୍ଯ ମାଗି ନ ଥିଲେ।

11 ତେଣୁ ଇଫ୍ରଯିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ୟାଇଛି। ତା'ର ଲୋକମାନେ ମିଶରକୁ ସାହାୟ୍ଯ ଭିକ୍ଷା କଲେ ଓ ଅଶୂରକୁ ସାହାୟ୍ଯ ପାଇଁ ଗଲେ।

12 ସମାନେେ ଯେଉଁ ଯେଉଁ ଦେଶକୁ ସାହାୟ୍ଯ ପାଇଁ ଯିବେ ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର ଜାଲ ବିଛାଇ ଦବୋ ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି ତଳକୁ ଘନେି ଆସିବା। ସମାନଙ୍କେର ଚୁକ୍ତି ପାଇଁ ସମାନଙ୍କେୁ ଦଣ୍ତଦବୋ।

13 ସମାନଙ୍କେ ପାଇଁ ଏହା ଅତି ମନ୍ଦ ହବେ। ସମାନେେ ଆମ୍ଭଙ୍କୁ ପରିତ୍ଯାଗ କରିଥିଲେ ଏବଂ ଅମାନ୍ଯ କରିଥିଲେ। ତେଣୁ ସମାନେେ ବିନଷ୍ଟ ହବେେ। ଆମ୍ଭେ ସମାନଙ୍କେୁ ରକ୍ଷା କରିଥିଲୁ କିନ୍ତୁ ସମାନେେ ଆମ୍ଭ ବିରୁଦ୍ଧ ରେ ମିଥ୍ଯା କହୁଛନ୍ତି।

14 ସମାନେେ କବେେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। ସମାନେେ ସମାନଙ୍କେ ବିଛଣା ରେ କ୍ରନ୍ଦନ କରନ୍ତି। ଯେତବେେଳେ ସମାନେେ ମୂର୍ତ୍ତିଗୁଡିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। ସମାନେେ ନିଜେ ନିଜକୁ ହତ୍ଯା କରନ୍ତି। କିନ୍ତୁ ସମାନଙ୍କେ ଅନ୍ତରସବୁ ମାଠାରୁେ ଦୂ ରଇେ ୟାଇଛି।

15 ଯଦିଓ ଆମ୍ଭେ ସମାନଙ୍କେୁ ତାଲିମ ଦଇେ ଶୃଙ୍ଖଳିତ କଲୁ ଓ ସମାନଙ୍କେର ବାହୁକୁ ଶକ୍ତିଶାଳୀ କରାଇଲୁ, ତଥାପି ସମାନେେ ଆମ୍ଭ ବିରୁଦ୍ଧ ରେ ମନ୍ଦ ଯୋଜନା କଲେ।

16 କିନ୍ତୁ ସମାନେେ ଆମ୍ଭ ନିକଟକୁ ଫରେି ଆସିଲେ ନାହିଁ। ସମାନେେ ଗୋଟିଏ ତୃଟିପୂର୍ଣ୍ଣ ବୁମରୋଂ ପରି ବ୍ଯବହାର କଲେ। ସମାନଙ୍କେର ନେତାମାନେ ସମାନଙ୍କେର ଶକ୍ତି ଉପ ରେ ବୃଥା ବଡିମା ଦଖାେଉଥିଲେ କିନ୍ତୁ ସମାନେେ ଖଣ୍ତା ରେ ନିହତ ହବେେ ଏବଂ ମିଶରବାସୀଙ୍କ ଦ୍ବାରା ଉପହାସର ପାତ୍ର ହବେେ।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close