Hosea 7:7 ସମାନେେ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି। ସମାନେେ ସମାନଙ୍କେର ଶାସକକୁ ଧ୍ବଂସ କଲେ। ସମସ୍ତ ରାଜାଙ୍କର ପତନ ହେଲା। କୌଣସି ଜଣେ ବ୍ଯକ୍ତି ମାେତେ ସାହାୟ୍ଯ ଭିକ୍ଷା କରି ନ ଥିଲେ।
Hosea 7:7 in Other Translations
King James Version (KJV) They are all hot as an oven, and have devoured their judges; all their kings are fallen: there is none among them that calleth unto me.
American Standard Version (ASV) They are all hot as an oven, and devour their judges; all their kings are fallen: there is none among them that calleth unto me.
Bible in Basic English (BBE) They are all heated like an oven, and they put an end to their judges; all their kings have been made low; not one among them makes prayer to me.
Darby English Bible (DBY) They are all hot as an oven, and devour their judges; all their kings are fallen: there is none among them that calleth unto me.
World English Bible (WEB) They are all hot as an oven, And devour their judges. All their kings have fallen. There is no one among them who calls to me.
Young's Literal Translation (YLT) All of them are warm as an oven, And they have devoured their judges, All their kings have fallen, There is none calling unto Me among them.
Read Full Chapter :
Hosea 7
Cross Reference
2 Kings 15:30
ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ।
2 Kings 15:25
ରମଲିଯର ପୁତ୍ର ପକହେ, ପକହଙ୍କେର ସୈନ୍ଯବାହୀନିର ଜଣେ ସନୋପତି ରାଜ ପ୍ରାସାଦ ରେ ପକହେକୁ ହତ୍ଯା କଲେ। ଯେତବେେଳେ ରାଜାଙ୍କୁ ସେ ହତ୍ଯା କଲେ, ତାଙ୍କ ସହିତ ପଗ୍ଭଶ ଗିଲିଯଦୀଯ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।
2 Kings 15:10
ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।
2 Kings 15:14
ଆଉ ଗାଦିର ପୁତ୍ର ମନ ହେମ୍ ତିର୍ସାରୁ ଆସି ଶମରିଯା ରେ ଉପସ୍ଥିତ ହେଲେ ଓ ୟାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିଯା ରେ ଆଘାତ କରି ବଧ କଲେ ଓ ତାଙ୍କ ପଦ ରେ ରାଜ୍ଯ କଲେ।
Isaiah 43:22
ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇଶ୍ରାୟେଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହାଇେଅଛ।
Isaiah 64:7
ତୁମ୍ଭ ନାମ ରେ ପୂଜା କରିବାକୁ ଓ ତୁମ୍ଭକୁ ଅନୁସରଣ କରିବା ନିମନ୍ତେ ନିଜକୁ ଉତ୍ତଜେିତ କରିବାକୁ କହେି ନାହିଁ। କାରଣ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ବିମୁଖ ହାଇେଅଛି ଓ ଆମ୍ଭମାନଙ୍କ ପାପଦ୍ବାରା ଆମ୍ଭମାନଙ୍କୁ କ୍ଷଯ କରିଅଛ।
Hosea 7:10
ଇଫ୍ରଯିମର ଗର୍ବ ତା' ବିରୁଦ୍ଧ ରେ ସାକ୍ଷୀ ଦିଏ। ଯଦିଓ ଲୋକମାନଙ୍କର ଅନକଗେୁଡିଏ ଦୁଃଖ ଥିଲା, ତଥାପି ସମାନେେ ସଦାପ୍ରଭୁଙ୍କ ନିକଟକୁ ଫରେି ନଥିଲେ କି ସଦାପ୍ରଭୁଙ୍କର ସାହାୟ୍ଯ ମାଗି ନ ଥିଲେ।
Hosea 8:4
ଇଶ୍ରାୟେଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସମାନେେ ଆମ୍ଭ ଉପଦେଶ ମାନି ନ ଥିଲେ। ଇଶ୍ରାୟେଲୀୟମାନେ ସମାନଙ୍କେର ନେତା ବାଛିଲେ କିନ୍ତୁ ସମାନେେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନଥିଲେ। ସମାନେେ ସୁନା ରୂପା ବ୍ଯବହାର କରି ସମାନଙ୍କେ ପାଇଁ ପ୍ରତିମା ଗଢିଲେ। ତେଣୁ ସମାନେେ ଧ୍ବଂସ ହବେେ।
Job 36:13
ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।
Isaiah 9:13
ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।
Hosea 7:14
ସମାନେେ କବେେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। ସମାନେେ ସମାନଙ୍କେ ବିଛଣା ରେ କ୍ରନ୍ଦନ କରନ୍ତି। ଯେତବେେଳେ ସମାନେେ ମୂର୍ତ୍ତିଗୁଡିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। ସମାନେେ ନିଜେ ନିଜକୁ ହତ୍ଯା କରନ୍ତି। କିନ୍ତୁ ସମାନଙ୍କେ ଅନ୍ତରସବୁ ମାଠାରୁେ ଦୂ ରଇେ ୟାଇଛି।
1 Kings 16:9
ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧକରେ ଅଧ୍ଯକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ। ସହେି ସମୟରେ ଏଲା ଅର୍ସାର ଗୃହ ରେ ମଦ୍ଯପାନ କରି ମାତାଲ ହାଇଗେଲା। ଅର୍ସା ତିର୍ସା ପ୍ରାସାଦର ଦାଯିତ୍ବ ରେ ଥିଲା।
1 Kings 16:18
ଯେତବେେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହାଇୟୋଇଛି, ସେ ପ୍ରାସାଦ ରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡି଼ୟାଇ ମୃତ୍ଯୁବରଣ କଲେ।
2 Kings 9:24
ମାତ୍ର ଯହେୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷପେ କଲେ ଓ ଏହା ୟୋରାମଙ୍କ ପୃଷ୍ଠ ଦେଶ ରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦଯକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡିଗଲେ।
2 Kings 9:33
ଯହେୂ ସମାନଙ୍କେୁ କହିଲେ, ଇଷବଲକେୁ ତଳକୁ ପକାଇ ଦିଅ।
2 Kings 10:7
ଯେତବେେଳେ ନତେୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସମାନେେ ସହେି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନଇେ ବଧ କଲେ, ସମାନେେ ସହେି କଟାମୁଣ୍ତକୁ ଡାଲା ରେ ରଖି ୟିଷ୍ରିଯଲକେୁ ଯହେୂଙ୍କ ନିକଟକୁ ପଠାଇଲେ।
2 Kings 10:14
ତା'ପରେ ଯହେୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, ଏମାନଙ୍କୁ ଜୀବନ୍ତ ଧର।
Ezekiel 22:30
ପୁଣି ଦେଶ ଯେପରି ବିନଷ୍ଟ ନ ହବେ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରିପାରିବ ଓ ଫାଟ ସ୍ଥାନ ରେ ଆମ୍ଭ ସମ୍ମୁଖ ରେ ଦେଶ ସପକ୍ଷ ରେ ଠିଆ ହବେ, ଏପରି ଏକ ଲୋକକୁ ଆମ୍ଭେ ଅନ୍ବଷେଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।
Daniel 9:13
ମାଶାଙ୍କେ ଲିଖିତ ବ୍ଯବସ୍ଥାନୁସା ରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭମାନେେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରିନାହୁଁ କି ପାପରୁ ବିରତ ହାଇନୋହୁଁଓ ତାଙ୍କର ସତ୍ଯତା ପ୍ରତି ଧ୍ଯାନ ଦଇନୋହୁଁ।
Hosea 5:15
ଆମ୍ଭେ ଆମ୍ଭର ଗୃହକୁ ଫରେିବା ଯେତବେେଳେ ଲୋକମାନେ ସମାନଙ୍କେର ଦୋଷ ସ୍ବୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସମାନେେ ଦୁଃଖ ରେ ଆମ୍ଭଙ୍କୁ ପାଇବାକୁ କଠାେର ଚେଷ୍ଟା କରିବେ।
1 Kings 15:28
ଯିହୁଦା ରେ ରାଜା ଆସାଙ୍କ ତୃତୀୟ ବର୍ଷ ରେ ବାଶା ନାଦବ୍ଙ୍କୁ ବଧ କରି ସହେି ପଦ ରେ ରାଜତ୍ବ କଲେ।
1 Kings 16:22
ମାତ୍ର ଅମ୍ରିଙ୍କର ଅନୁଗାମୀମାନେ ଗୀନତର ପୁତ୍ର ତିବ୍ନିଙ୍କ ଅନୁଗାମୀଙ୍କଠାରୁ ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ତିବ୍ନି ନିହତ ହେଲେ ଓ ଅମ୍ରି ରାଜା ହେଲେ।