Hosea 14

fullscreen4 ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।

fullscreen5 ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।

fullscreen6 ଇଶ୍ରାୟେଲ ଶାଖାଗୁଡିକ ବଢିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହବେ। ଲିବାନୋନର ଦବଦୋରୁ ଗଛଗୁଡିକ ସୁବାସ ବିତରଣ କଲାପରି ସେ ହବେ।

fullscreen7 ଇଶ୍ରାୟେଲ ଲୋକମାନେ ପୁନର୍ବାର ମାରେ ସୁରକ୍ଷା ରେ ବଞ୍ଚିବେ। ସମାନେେ ଶସ୍ଯ ସଦୃଶ ବଢିବେ, ସମାନେେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସମାନେେ ଲିବାନୋନର ଦ୍ରାକ୍ଷାରସ ପରି ସମୃଦ୍ଧ ହବେେ।

4 I will heal their backsliding, I will love them freely: for mine anger is turned away from him.

5 I will be as the dew unto Israel: he shall grow as the lily, and cast forth his roots as Lebanon.

6 His branches shall spread, and his beauty shall be as the olive tree, and his smell as Lebanon.

7 They that dwell under his shadow shall return; they shall revive as the corn, and grow as the vine: the scent thereof shall be as the wine of Lebanon.

Hosea 14 in Tamil and English

4 ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।
I will heal their backsliding, I will love them freely: for mine anger is turned away from him.

5 ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।
I will be as the dew unto Israel: he shall grow as the lily, and cast forth his roots as Lebanon.

6 ଇଶ୍ରାୟେଲ ଶାଖାଗୁଡିକ ବଢିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହବେ। ଲିବାନୋନର ଦବଦୋରୁ ଗଛଗୁଡିକ ସୁବାସ ବିତରଣ କଲାପରି ସେ ହବେ।
His branches shall spread, and his beauty shall be as the olive tree, and his smell as Lebanon.

7 ଇଶ୍ରାୟେଲ ଲୋକମାନେ ପୁନର୍ବାର ମାରେ ସୁରକ୍ଷା ରେ ବଞ୍ଚିବେ। ସମାନେେ ଶସ୍ଯ ସଦୃଶ ବଢିବେ, ସମାନେେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସମାନେେ ଲିବାନୋନର ଦ୍ରାକ୍ଷାରସ ପରି ସମୃଦ୍ଧ ହବେେ।
They that dwell under his shadow shall return; they shall revive as the corn, and grow as the vine: the scent thereof shall be as the wine of Lebanon.