Hebrews 8 - BBE (Oriya)
1 Now of the things we are saying this is the chief point: We have such a high priest, who has taken his place at the right hand of God's high seat of glory in heaven,ଆମ୍ଭେ ଯାହା କିଛି କହୁଛୁ, ତାର ସାର ମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାୟାଜକ ଅଛନ୍ତି, ଯେ ସ୍ବର୍ଗର ପରମେଶ୍ବରଙ୍କ ସିଂହାସନର ଦକ୍ଷିଣ ପାଶର୍ବ ରେ ବସି ଅଛନ୍ତି।
2 As a servant of the holy things and of the true Tent, which was put up by God, not by man.ଆମ୍ଭର ମହାୟାଜକ ମହାପବିତ୍ର ସ୍ଥାନ311 ରେ ସବୋ କାର୍ୟ୍ଯ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନ ରେ ନୁହେଁ, ମାତ୍ର ପରମେଶ୍ବରଙ୍କ ଦ୍ବାରା ନିର୍ମିତ ସହେି ଉପାସନା ସ୍ଥଳ ରେ ସବୋ କରନ୍ତି।
3 Now every high priest is given authority to take to God the things which are given and to make offerings; so that it is necessary for this man, like them, to have something for an offering.ପରମେଶ୍ବରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରେତ୍ୟକକ ମହାୟାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାୟାଜକ ମଧ୍ଯ ପରମେଶ୍ବରଙ୍କୁ କିଛି ଉତ୍ସର୍ଗ କରିବା କଥା।
4 If he had been on earth he would not have been a priest at all, because there are other priests who make the offerings ordered by the law;ଯଦି ଆମ୍ଭର ମହାୟାଜକ ପୃଥିବୀ ରେ ଏବେ ଜୀବିତ ଥାଆନ୍ତେ, ତା' ହେଲେ ସେ ଯାଜକ ହାଇେ ପାରି ନ ଥାନ୍ତେ। ମାରେ କହିବାର କାରଣ ବ୍ଯବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି।
5 Being servants of that which is a copy and an image of the things in heaven, as Moses, when he was about to make the Tent, had special orders from God: for, See, he said, that you make everything like the design which you saw in the mountain.ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତ ରେ ସ୍ବର୍ଗ ରେ ଥିବା କାମଗୁଡ଼ିକର ଛାଯା ଓ ନମୁନା ମାତ୍ର। ସେଥିପାଇଁ ମାଶାେ ତମ୍ମୁ312 ନିର୍ମାଣ କରିବାକୁ ଗଲା ବେଳେ ପରମେଶ୍ବର ତାହାଙ୍କୁ ଚତାବେନୀ ଦଇେ କହିଥିଲେ : ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦଖାଇେ ଥିଲି, ତଦନୁସା ରେ ସମସ୍ତ ନିର୍ମାଣ କର।313
6 But now his position as priest is higher. because through him God has made a better agreement with man, based on the giving of better things.କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
7 For if that first agreement had been as good as possible, there would have been no place for a second.ଯଦି ପ୍ରଥମ ନିୟମ ରେ କୌଣସି ଦୋଷ ନ ଥାନ୍ତା ତା' ହେଲେ ସଠାେରେ ଦ୍ବିତୀୟ ନିୟମର ଆବଶ୍ଯକତା ନ ଥାନ୍ତା।
8 For, protesting against them, he says, See, the days are coming when I will make a new agreement with the house of Israel, and with the house of Judah;କିନ୍ତୁ ପରମେଶ୍ବର ଲୋକମାନଙ୍କଠା ରେ ତୃଟି ଦେଖିଲେ। ପରମେଶ୍ବର କହିଲେ :
9 Not like the agreement which I made with their fathers when I took them by the hand, to be their guide out of the land of Egypt; for they did not keep the agreement with me, and I gave them up, says the Lord.ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ ସେ ଅନୁସାରେ ହବେ ନାହିଁ। ସହେି ନିୟମ ମୁଁ ସମାନଙ୍କେର ହାତ ଧରିଲା ବେଳେ ଓ ମିଶର ଦେଶରୁ ଆଣିଥିଲା ବେଳେ କରିଥିଲି। ପ୍ରଭୁ କୁହନ୍ତି : ମୁଁ ଦଇେଥିବା ଚୁକ୍ତି ସମାନେେ ପାଳନ କରିବା ବନ୍ଦ କରି ଦେଲେ, ଓ ମୁଁ ନିଜକୁ ସମାନଙ୍କେଠାରୁ ଦୂ ରଇେ ଆଣିଲି।
10 For this is the agreement which I will make with the people of Israel after those days: I will put my laws into their minds, writing them in their hearts: and I will be their God, and they will be my people:ଏହି ନୂତନ ନିୟମଟି ମୁଁ ଇଶ୍ରାୟେଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ଯତ ରେ କରିବି ପ୍ରଭୁ କୁହନ୍ତି : ମୁଁ ସମାନଙ୍କେ ମନ ରେ ଆପଣା ବ୍ଯବସ୍ଥା ଦବେି ସମାନଙ୍କେ ହୃଦୟ ରେ ସହେିସବୁ ଲେଖିବି। ମୁଁ ସମାନଙ୍କେ ପରମେଶ୍ବର ହବେି, ଓ ସମାନେେ ମାରେ ଲୋକ ହବେେ।
11 And there will be no need for every man to be teaching his brother, or his neighbour, saying, This is the knowledge of the Lord: for they will all have knowledge of me, great and small.ଏହାପରେ ପୁନର୍ବାର କହେି ନଜ ଭାଇ ବା ପରମେଶ୍ବରଙ୍କ ଅନ୍ଯଲୋକମାନଙ୍କୁ ଶିକ୍ଷା ଦବେେ ନାହିଁ କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍ତେ କିଛି କହିବା ଆବଶ୍ଯକ ହବେ ନାହିଁ, କାହିଁକି ? କାରଣ ସାନଠାରୁ ବଡ଼ ପର୍ୟ୍ଯନ୍ତ ସମାନେେ ସମସ୍ତେ ମାେତେ ଜାଣିବେ।
12 And I will have mercy on their evil-doing, and I will not keep their sins in mind.ଓ ମାେ ବିରୁଦ୍ଧ ରେ କରିଥିବା ଦୋଷ ସବୁ ମୁଁ କ୍ଷମା କରି ଦବେି, ଏବଂ ମୁଁ ସମାନଙ୍କେ ପାପଗୁଡ଼ିକୁ ଆଉ ଅଧିକ ମନେ ରଖିବି ନାହିଁ। ୟିରିମିୟ 31:31-34
13 When he says, A new agreement, he has made the first agreement old. But anything which is getting old and past use will not be seen much longer.ପରମେଶ୍ବର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହାଇଯୋଇଛି, ତାହା ଅତିଶୀଘ୍ର ଲୋପ ପାଇୟିବ।
Oriya Bible