Hebrews 7:19
ମାଶାଙ୍କେ ବ୍ଯବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ ରେଷ୍ଠତର ଭରସା ରେ ଆମ୍ଭେ ପରମେଶ୍ବରଙ୍କ ପାଖକୁ ଆସି ପାରିବା।
Hebrews 7:19 in Other Translations
King James Version (KJV)
For the law made nothing perfect, but the bringing in of a better hope did; by the which we draw nigh unto God.
American Standard Version (ASV)
(for the law made nothing perfect), and a bringing in thereupon of a better hope, through which we draw nigh unto God.
Bible in Basic English (BBE)
(Because the law made nothing complete), and in its place there is a better hope, through which we come near to God.
Darby English Bible (DBY)
(for the law perfected nothing,) and the introduction of a better hope by which we draw nigh to God.
World English Bible (WEB)
(for the law made nothing perfect), and a bringing in thereupon of a better hope, through which we draw near to God.
Young's Literal Translation (YLT)
(for nothing did the law perfect) and the bringing in of a better hope, through which we draw nigh to God.
| For | οὐδὲν | ouden | oo-THANE |
| the | γὰρ | gar | gahr |
| law | ἐτελείωσεν | eteleiōsen | ay-tay-LEE-oh-sane |
| perfect, made | ὁ | ho | oh |
| nothing | νόμος | nomos | NOH-mose |
| but | ἐπεισαγωγὴ | epeisagōgē | ape-ee-sa-goh-GAY |
| the bringing in | δὲ | de | thay |
| better a of | κρείττονος | kreittonos | KREET-toh-nose |
| hope | ἐλπίδος | elpidos | ale-PEE-those |
| did; by | δι' | di | thee |
| the which | ἧς | hēs | ase |
| nigh draw we | ἐγγίζομεν | engizomen | ayng-GEE-zoh-mane |
| unto | τῷ | tō | toh |
| God. | θεῷ | theō | thay-OH |
Cross Reference
Hebrews 4:16
ଆମ୍ଭମାନେେ ଉପୟୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ବରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାୟାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
Hebrews 9:9
ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ବରୂପ। ଏହା ସୂଚାଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ବରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ବାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହାଇପୋ ରେ ନାହିଁ। ଉକ୍ତ ବଳି ହତେୁ ସେ ସିଦ୍ଧିଲାଭ କରିପା ରେ ନାହିଁ।
Acts 13:39
ମାଶାଙ୍କେ ବ୍ଯବସ୍ଥା ଦ୍ବାରା ତୁମ୍ଭମାନେେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠା ରେ ବିଶ୍ବାସ କରି ତୁମ୍ଭମାନେେ ସହେିସବୁ ପାପରୁ ମୁକ୍ତି ପାଇ ପାରିବ।
Romans 8:3
ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।
Galatians 2:16
ଆମ୍ଲଭ ଜାଣୁସଯ ନିୟମପାଳନ ଦ୍ବାରାସକହି ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିବା ଦ୍ବାରା ଜଲଣ ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ।ସସଥିପାଇଁ ଆମ୍ଲଭ ପରଲମଶ୍ବରଙ୍କ ନିକଟଲର ଧାର୍ମିକସହବା ପାଇଁ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିଅଛୁ। ଆମ୍ଲଭ ନିୟମ ପାଳନ ପାଇଁ ନୁଲହଁ ବରଂ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ ରଖିଥିବାରୁ ପରଲମଶ୍ବରଙ୍କ ପ୍ରତି ଧାର୍ମିକସହାଇଛୁ। କଲବଳ ବ୍ଯବସ୍ଥା ପାଳନ ଦ୍ବାରାସକୗଣସିସଲାକ ଧାର୍ମିକସହାଇପାସର ନାହିଁ।
Hebrews 6:18
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
Hebrews 10:1
ବ୍ଯବସ୍ଥା ଆମ୍ଭକୁ ଭବିଷ୍ଯ ରେ ଘଟିବାକୁ ଥିବା ଉତ୍ତମ ବିଷୟଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ଯବସ୍ଥା ପ୍ରକୃତ ବିଷୟଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ଯବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁ ହେ। ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସହେି ବଳି ସମର୍ପଣ କାର୍ୟ୍ଯ କରି ଚାଲିଥାନ୍ତି। କିନ୍ତୁ ବ୍ଯବସ୍ଥା କବେେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।
Hebrews 11:40
ପରମେଶ୍ବର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦବୋ ପାଇଁ ଯୋଜନା କରିଥିଲେ। ପରମେଶ୍ବରଙ୍କ ଯୋଜନା ଥିଲା ଯେ, ସମାନେେ କବଳେ ଆମ୍ଭ ସହିତ ପରିପୂର୍ଣ୍ଣ ହବେେ।
Hebrews 10:19
ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।
Hebrews 8:6
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
Hebrews 7:25
ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।
Hebrews 7:11
ଲବେୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।
John 1:17
ମାଶାଙ୍କେ ଦ୍ବାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅନୁଗ୍ରହ ଓ ସତ୍ଯ ମାର୍ଗ ଆସିଲା।
John 14:6
ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।
Romans 3:20
ଏହାର କାରଣ ହେଲା, କୌଣସି ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ଯବସ୍ଥା କବଳେ ଆମ୍ଭର ପାପ ବିଷୟ ରେ ଆମ୍ଭକୁ ସାବଧାନ କରାଏ।
Romans 5:2
ଏବେ ଆମ୍ଭେ ଏହି ଅନୁଗ୍ରହ ରେ ରହିଛୁ ଓ ଆମ୍ଭେ ପରମେଶ୍ବରଙ୍କ ଏହି ମହିମା ରେ ଭାଗୀଦର ହାଇେଥିବା ଆଶା ରେ ଆନନ୍ଦିତ।
Galatians 3:24
ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ଯବସ୍ଥା ଆମ୍ଭର ସ୍ବାମୀ ଥିଲା। ତା'ପରେ ଆମ୍ଭେ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହେଲୁ।
Ephesians 2:13
ସେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ଦୂର ରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଥିବା ହତେୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହାଇେଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ବାରା ତୁମ୍ଭେ ପରମେଶ୍ବରଙ୍କର ନିକଟତର ହାଇେଛ।
Ephesians 3:12
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଦ୍ବାରା, ନିର୍ଭୟ ରେ ପରମେଶ୍ବରଙ୍କ ସମ୍ମୁଖକୁ ୟିବା ପାଇଁ ଆମର ସ୍ବାଧୀନତା ଅଛି।
Colossians 1:27
ଏହି ମହାନ୍ ସତ୍ଯଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ବର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ଯକୁ ନିଜ ଲୋକଙ୍କୁ ଜଣାଇ ଦବୋ ପାଇଁ ସ୍ଥିର କଲେ। ଏହି ସତ୍ଯ ସ୍ବଯଂ ତୁମ୍ଭମାନଙ୍କ ଭିତ ରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ବରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା।
1 Timothy 1:1
ଖ୍ରୀଷ୍ଟ ଯୀଶୁଙ୍କ ପ୍ ରରେିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ବରଙ୍କ ଆଦେଶ ଦ୍ବାରା ପ୍ ରରେିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।
Psalm 73:28
ପରମେଶ୍ବରଙ୍କର ନିକଟବର୍ତ୍ତୀ ହବୋରେ ମାରେ ମଙ୍ଗଳ। ସଦାପ୍ରଭୁ ମାରେ ପ୍ରଭୁ, ହଁ ମାରେ ସୁରକ୍ଷାର ଦୁର୍ଗ। ହେ ପରମେଶ୍ବର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।