Habakkuk 2:5
ପରମେଶ୍ବର କହିଲେ, ଧନ ଗୋଟିଏ ବଳବାନ୍ ବ୍ଯକ୍ତିକୁ ପ୍ରତାରଣା କରିପାରିବ। ସେ କବେେ ସଫଳ ହାଇପୋରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ଯୁ ପରି ସେ କବେେ ସନ୍ତୁଷ୍ଟ ହବେନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସହେି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ।
Habakkuk 2:5 in Other Translations
King James Version (KJV)
Yea also, because he transgresseth by wine, he is a proud man, neither keepeth at home, who enlargeth his desire as hell, and is as death, and cannot be satisfied, but gathereth unto him all nations, and heapeth unto him all people:
American Standard Version (ASV)
Yea, moreover, wine is treacherous, a haughty man, that keepeth not at home; who enlargeth his desire as Sheol, and he is as death, and cannot be satisfied, but gathereth unto him all nations, and heapeth unto him all peoples.
Bible in Basic English (BBE)
A curse on the cruel and false one! the man full of pride, who never has enough; who makes his desires wide as the underworld! he is like death; he is never full, but he makes all nations come to him, getting all peoples together to himself.
Darby English Bible (DBY)
And moreover, the wine is treacherous: he is a proud man, and keepeth not at rest, he enlargeth his desire as Sheol, and he is like death and cannot be satisfied; and he assembleth unto him all nations, and gathereth unto him all peoples.
World English Bible (WEB)
Yes, moreover, wine is treacherous. A haughty man who doesn't stay at home, who enlarges his desire as Sheol, and he is like death, and can't be satisfied, but gathers to himself all nations, and heaps to himself all peoples.
Young's Literal Translation (YLT)
And also, because the wine `is' treacherous, A man is haughty, and remaineth not at home, Who hath enlarged as sheol his soul, And is as death that is not satisfied, And doth gather unto itself all the nations, And doth assemble unto itself all the peoples,
| Yea | וְאַף֙ | wĕʾap | veh-AF |
| also, because | כִּֽי | kî | kee |
| he transgresseth | הַיַּ֣יִן | hayyayin | ha-YA-yeen |
| by wine, | בּוֹגֵ֔ד | bôgēd | boh-ɡADE |
| proud a is he | גֶּ֥בֶר | geber | ɡEH-ver |
| man, | יָהִ֖יר | yāhîr | ya-HEER |
| neither | וְלֹ֣א | wĕlōʾ | veh-LOH |
| home, at keepeth | יִנְוֶ֑ה | yinwe | yeen-VEH |
| who | אֲשֶׁר֩ | ʾăšer | uh-SHER |
| enlargeth | הִרְחִ֨יב | hirḥîb | heer-HEEV |
| his desire | כִּשְׁא֜וֹל | kišʾôl | keesh-OLE |
| hell, as | נַפְשׁ֗וֹ | napšô | nahf-SHOH |
| and is as death, | וְה֤וּא | wĕhûʾ | veh-HOO |
| cannot and | כַמָּ֙וֶת֙ | kammāwet | ha-MA-VET |
| be satisfied, | וְלֹ֣א | wĕlōʾ | veh-LOH |
| gathereth but | יִשְׂבָּ֔ע | yiśbāʿ | yees-BA |
| unto | וַיֶּאֱסֹ֤ף | wayyeʾĕsōp | va-yeh-ay-SOFE |
| him all | אֵלָיו֙ | ʾēlāyw | ay-lav |
| nations, | כָּל | kāl | kahl |
| heapeth and | הַגּוֹיִ֔ם | haggôyim | ha-ɡoh-YEEM |
| unto | וַיִּקְבֹּ֥ץ | wayyiqbōṣ | va-yeek-BOHTS |
| him all | אֵלָ֖יו | ʾēlāyw | ay-LAV |
| people: | כָּל | kāl | kahl |
| הָעַמִּֽים׃ | hāʿammîm | ha-ah-MEEM |
Cross Reference
Proverbs 27:20
ଯେପରି କବର ଓ ବିନାଶସ୍ଥାନ କବେେ ହେଁ ତୃପ୍ତ ନୁହେଁ, ସହେିପରି ମଧ୍ଯ ମନୁଷ୍ଯର ଚକ୍ଷୁ କେତବେେଳେ ତୃପ୍ତ ନୁହେଁ।
Proverbs 20:1
ଦ୍ରାକ୍ଷାରସ ଓ ମଦ୍ଯ ଲୋକମାନଙ୍କୁ ନିଯନ୍ତ୍ରଣ କରି ବାହାରକୁ ନଇୟୋଏ। ଯେ କହେି ସେଥି ରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହାଇପୋରିବ ନାହିଁ।
2 Kings 14:10
ଏହା ସତ୍ଯ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜଯ କରିଛ। ସହେି ଗୌରବ ନଇେ ସନ୍ତୁଷ୍ଟ ହାଇେ ରୁହ। ଆଉ ନିଜ ଉପରେ କ୍ଲେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦାର ସହିତ ପତନ ହବେ।
Psalm 138:6
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ଯ ଅଟନ୍ତି। କିନ୍ତୁ ଏପର୍ୟ୍ଯନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି ଗର୍ବୀ ଲୋକମାନେ କ'ଣ କରୁଛନ୍ତି।
Proverbs 23:29
ଯେଉଁମାନେ ଅତ୍ଯନ୍ତ ମଦ୍ଯପ ଏବଂ ସବୁ ସମୟ ମଦ୍ଯ ପାନ ରେ ଉପ ଯୋଗ କରନ୍ତି, ଏହା ଲୋକମାନଙ୍କ ପାଇଁ ବହୁ କ୍ଷତିକାରକ।
Proverbs 31:4
ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।
Ecclesiastes 5:10
ସମ୍ପତ୍ତି ସୁଖ କିଣିପା ରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କବେେ ତା'ର ନିକଟରେ ଥିବା ଟଙ୍କା ରେ ସନ୍ତୁଷ୍ଟ ହବେ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସତ୍ତିର ଅଧିକାରୀ ହେଲେ ମଧ୍ଯ ସେ ସନ୍ତୁଷ୍ଟ ହବେ ନାହିଁ, ଏହା ମଧ୍ଯ ଅସାର ଅଟେ।
Isaiah 5:11
ତୁମ୍ଲଭମାଲନ ସୁରାପାନ କରିବାକୁ ଅତି ପ୍ରଭାତସର ଉଠ, ବିଳମ୍ବ ରାତ୍ରି ପର୍ୟ୍ଯନ୍ତ ଉଜାଗର ରହି ସୁରାସର ଉନ୍ମତ୍ତ ହୁଅ।
James 4:6
କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।335
1 Thessalonians 4:11
ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ୟ୍ଯର ଯତ୍ନ ନିଅ। ନିଜ ହାତ ରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ।
Habakkuk 2:8
ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସହେି ଲୋକମାନେ ତୁମ୍ଭଠାରୁ ଅଧିକ ନଇେଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ଯା କରିଛ। ବହୁଦେଶ ଓ ନଗର ଧ୍ବଂସ କରିଛ। ସବୁ ଲୋକଙ୍କୁ ସଠାେ ରେ ହତ୍ଯା କରିଛ।
Habakkuk 2:4
ଅହଂକାରୀ ବ୍ଯକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସପରେି ଅହଂକାରୀ ଲୋକ ଫୁତ୍କାର ରେ ଉଡିୟାଏ। କିନ୍ତୁ ଧାର୍ମିକଲୋକମାନେ ସମାନଙ୍କେର ବିଶ୍ବାସ ବଳ ରେ ହିଁ ବଞ୍ଚିବେ।
Nahum 1:9
ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ କାହିଁକି ଷଡୟନ୍ତ୍ର କରୁଛ? ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ବଂସ କରିବେ, ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ।
Daniel 5:20
କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।
Daniel 5:1
ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ଯବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧିଅରେ ରାଜା ଦ୍ରାକ୍ଷାରସ ପାନ କଲେ।
Isaiah 2:11
ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।
Isaiah 2:17
ସେତବେେଳେ ଲୋକମାନେ ଗର୍ବିତ ହବୋରୁ ନିବୃତ୍ତ ହବେେ। ସହେି ଗର୍ବିତ ମାନବ ନମ୍ର ହବେେ ଏବଂ କବଳେ ସହେିଦିନ ରେ ସଦାପ୍ରଭୁ ଉଚ୍ଚ ରେ ରହିବେ।
Isaiah 5:8
ତୁମ୍ଲଭ ସବୁ ଅତି ନିକଟତରସହାଇ ବାସ କରିବ। ତୁମ୍ଲଭମାଲନ ଏପରି ଲଗାଲଗି ଘର କରିବସଯ,ସକୗଣସି ଟିକିଏସହଲଲ ସ୍ଥାନ ଘର ଘର ମଧିଅଲର ରହିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ଡସଦଲବସଯପରିକି ତୁମ୍ଲଭମାଲନ ଏକାକି ବାସ କରିବ। ସମଗ୍ରସଦଶସର ତୁଲମମାଲନ କଲବଳ ଏକମାତ୍ରସଗାଷ୍ଠୀ ରହିବ।
Isaiah 5:22
ସସମାଲନ ଦ୍ରାକ୍ଷାରସ ପାନ କରିବାସର ପ୍ରସିଦ୍ଧ ଓ ମଦ୍ଯ ମିଶ୍ରିତ କରିବାସର ଦକ୍ଷ।
Isaiah 10:7
ମାତ୍ର ମୁଁ ଅଶୂରକୁ ବ୍ଯବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମାେ ପାଇଁ ଏକ ଅସ୍ତ୍ର। ଅଶୂର କବଳେ ଲୋକମାନଙ୍କୁ ଧ୍ବଂସ କରିବାକୁ ଇଚ୍ଛାକରେ। ସେ କବଳେ ଅନକେ ଗୋଷ୍ଠୀକୁ ଧ୍ବଂସ କରିବାକୁ ମନ୍ତ୍ରଣା କରେ।
Isaiah 14:16
ଲୋକମାନେ ତୁମ୍ଭକୁ ଚାହିଁବେ ଓ ତୁମ୍ଭ ବିଷଯ ରେ ଚିନ୍ତା କରିବେ। ସମାନେେ ଦେଖିବେ ତୁମ୍ଭମାନେେ ମୃତ ସଦୃଶ ପଡ଼ି ରହୁଛ। ଏବଂ କହିବେ, ଏହା କ'ଣ ? ସମାନେେ ସହେି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ଯର ଦୁଃଖର କାରଣ ହାଇେଥିଲେ।
Isaiah 16:6
ଏହା ଶୁଣା ଯାଉଛି ଯେ, ମାୟୋବ ଅତ୍ଯନ୍ତ ଗର୍ବୀ ଓ ଅହଙ୍କାରୀ। ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କୋର୍ଧୀ ମାତ୍ର, ତା'ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ।
Isaiah 21:5
ଲୋକମାନେ ଭାବନ୍ତି ସବୁ ସୁନ୍ଦର। ତେଣୁ ସମାନେେ, ମଜେ ସଜାନ୍ତି, ଭୋଜନ ଓ ପାନ କରନ୍ତି।' ସହେି ସମୟରେ ସୈନ୍ଯମାନେ କୁହନ୍ତି, ପ୍ରହରି ନିୟୁକ୍ତ କର, ହେ ଅଧିପତିଗଣ ଉଠ, ଢ଼ାଲ ତୈଳାନ୍ତ କର।'
Jeremiah 25:9
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।
Jeremiah 25:17
ତହୁଁ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସହେି ପାତ୍ର ନଇେ, ତାଙ୍କର କହିବାନୁସା ରେ ସେ ଗୋଷ୍ଠୀମାନଙ୍କ ନିକଟକୁ ଗଲି ଓ ସେ ସମସ୍ତଙ୍କୁ ତାହା ପାନ କରାଇଲି।
Jeremiah 50:29
ବାବିଲ ବିରୁଦ୍ଧ ରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁ ରେ ଗୁଣ ଦବୋକୁ ଏକତ୍ରୀତ କର। ତାହା ବିରୁଦ୍ଧ ରେ ଚାରିଆଡ଼େ ଏକତ୍ରୀତ ହୁଅ। ତାହା ବିରୁଦ୍ଧ ରେ ଚାରିଆଡ଼େ ଛାଉଣୀ ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସା ରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା' ପ୍ରତି ସହେିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଓ ଇଶ୍ରାୟେଲର ଧର୍ମସ୍ବରୂପ ବିରୁଦ୍ଧ ରେ ନିଷ୍ଠୁର ହାଇେଅଛ।
Jeremiah 51:39
ସଦାପ୍ରଭୁ କହନ୍ତି, ସମାନେେ ଉତ୍ତ୍ଯକ୍ତ ହେଲାପ ରେ ଆମ୍ଭେ ସମାନଙ୍କେ ପାଇଁ ଭୋଜି ପ୍ରସ୍ତୁତ କରିବା, ଆଉ ସମାନଙ୍କେୁ ଆହ୍ଲାଦିତ କରିବା ପାଇଁ ସମାନଙ୍କେୁ ମତ୍ତ କରିବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ, ଆଉ ଉଠିବେ ନାହିଁ।
Proverbs 30:13
କେତକେ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସମାନେେ ବହୁତ ଭଲ। ସମାନେେ ଭାବନ୍ତି ଅନ୍ୟମାନଙ୍କଠାରୁ ୟଥେଷ୍ଟ ଭଲ।