Philippians 4:21 in Oriya

Oriya Oriya Bible Philippians Philippians 4 Philippians 4:21

Philippians 4:21
ଖ୍ରୀଷ୍ଟଙ୍କଠା ରେ ପରମେଶ୍ବରଙ୍କ ପ୍ରେତ୍ୟକକ ପବିତ୍ର ଲୋକକୁ ନମସ୍କାର। ମାେ ସହିତ ଥିବା ପରମେଶ୍ବରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।

Philippians 4:20Philippians 4Philippians 4:22

Philippians 4:21 in Other Translations

King James Version (KJV)
Salute every saint in Christ Jesus. The brethren which are with me greet you.

American Standard Version (ASV)
Salute every saint in Christ Jesus. The brethren that are with me salute you.

Bible in Basic English (BBE)
Give words of love to every saint in Christ Jesus. The brothers who are with me send you their love.

Darby English Bible (DBY)
Salute every saint in Christ Jesus. The brethren who [are] with me salute you.

World English Bible (WEB)
Greet every saint in Christ Jesus. The brothers who are with me greet you.

Young's Literal Translation (YLT)
Salute ye every saint in Christ Jesus; there salute you the brethren with me;

Salute
Ἀσπάσασθεaspasastheah-SPA-sa-sthay
every
πάνταpantaPAHN-ta
saint
ἅγιονhagionA-gee-one
in
ἐνenane
Christ
Χριστῷchristōhree-STOH
Jesus.
Ἰησοῦiēsouee-ay-SOO
greet
ἀσπάζονταιaspazontaiah-SPA-zone-tay
you.
The
with
ὑμᾶςhymasyoo-MAHS
me
οἱhoioo
which
σὺνsynsyoon
are
ἐμοὶemoiay-MOO
brethren
ἀδελφοίadelphoiah-thale-FOO

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:2
ମାେ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ ଅଞ୍ଚଳର ସମସ୍ତ ବିଶ୍ବାସୀ ମଣ୍ଡଳୀ ନିକଟକୁ ଲଖାଯାେଉଅଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:3
ପ୍ରୀସ୍କା ଓ ଆକ୍ବିଲାଙ୍କୁ ମାରେନମସ୍କାର। ସମାନେେ ଖ୍ରୀଷ୍ଟ ଯୀଶୁଙ୍କ କାମ ରେ ମାରେ ସହକର୍ମୀ ଅଟନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:21
ମାରେସହକାରୀ ତୀମଥି ଓ ମାରେ ସ୍ବଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:2
କରିନ୍ଥଠା ରେ ଥିବା ପରମେଶ୍ବରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କଠା ରେ ପବିତ୍ର କରାଯାଇଛନ୍ତି ସମାନଙ୍କେ ନିକଟକୁ ଏହି ପତ୍ର ଲଖାେ ଯାଉଅଛି। ତୁମ୍ଭମାନେେ ଈଶ୍ବରଙ୍କ ପବିତ୍ର ଲୋକ ହବୋ ନିମନ୍ତେ ଆହୂତ ହାଇେଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ସର୍ବତ୍ର ଯେଉଁମାନେ ବିଶ୍ବାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ବାସୀଙ୍କ ସହିତ ତୁମ୍ଭମାନେେ ଆହୂତ ହାଇେଅଛ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:3
ତିତସସମା ସହିତ ଥିଲଲ।ସସ ଜଲଣ ଅଣଯିହୂଦୀସଲାକ ଥିଲଲ। କିନ୍ତୁ ଏହିସଲାକମାଲନ ତିତସଙ୍କୁ ମଧ୍ଯ ସୁନ୍ନତସହବା ପାଇଁ ବାଧ୍ଯ କଲଲ ନାହିଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:1
ଖ୍ରୀଷ୍ଟ ଯୀଶୁଙ୍କର ପ୍ ରରେିତ ପାଉଲଙ୍କଠାରୁ ପତ୍ର। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ଏଫିସୀୟଠା ରେ ରହୁଥିବା ପରମେଶ୍ବରଙ୍କ ପବିତ୍ର ଲୋକ ଓ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସୀ ଲୋକଙ୍କ ପ୍ରତି ମୁଁ ପ୍ ରରେିତ ହାଇେଛି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:1
ଯୀଶୁ ଖ୍ରୀଷ୍ଟଙ୍କ ସବେକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ286 ଏବଂ ବିଶଷେ ସବେକମାନଙ୍କୁ ପତ୍ର।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:10
ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମାେ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟ ରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ବାଗତ କରିବ)।

ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:23
ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା ହେଉଛନ୍ତି ମାରେ ସହବନ୍ଦୀ। ସେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।