Job 29:9 in Oriya

Oriya Oriya Bible Job Job 29 Job 29:9

Job 29:9
ମାେତେ ଦେଖି ନେତାମାନେ ଚୂପ ହାଇେ ଯାଉଥିଲେ ଏବଂ ତାଙ୍କ ମୁଖ ରେ ହାତ ଦେଉଥିଲେ।

Job 29:8Job 29Job 29:10

Job 29:9 in Other Translations

King James Version (KJV)
The princes refrained talking, and laid their hand on their mouth.

American Standard Version (ASV)
The princes refrained from talking, And laid their hand on their mouth;

Bible in Basic English (BBE)
The rulers kept quiet, and put their hands on their mouths;

Darby English Bible (DBY)
Princes refrained from talking, and laid the hand on their mouth;

Webster's Bible (WBT)
The princes refrained talking, and laid their hand on their mouth.

World English Bible (WEB)
The princes refrained from talking, And laid their hand on their mouth;

Young's Literal Translation (YLT)
Princes have kept in words, And a hand they place on their mouth.

their
The
שָׂ֭רִיםśārîmSA-reem
princes
עָצְר֣וּʿoṣrûohts-ROO
refrained
בְמִלִּ֑יםbĕmillîmveh-mee-LEEM
talking,
hand
וְ֝כַ֗ףwĕkapVEH-HAHF
laid
and
יָשִׂ֥ימוּyāśîmûya-SEE-moo
on
their
mouth.
לְפִיהֶֽם׃lĕpîhemleh-fee-HEM

Cross Reference

ଆୟୁବ ପୁସ୍ତକ 21:5
ତୁମ୍ଭେ ମାେତେ ଦେଖ ଓ ସ୍ତମ୍ଭିତ ହୁଅ। ତୁମ୍ଭ ମୁହଁ ରେ ତୁମ୍ଭେ ହାତ ଦଇେ ମାେତେ ଚକିତ ହାଇେ ଚାହଁ।

ଆୟୁବ ପୁସ୍ତକ 40:4
ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।

ହିତୋପଦେଶ 10:19
ବହୁ ବାକ୍ଯ ରେ ଅଧର୍ମର ଅଭାବ ନ ଥାଏ। ମାତ୍ର ଯେ ଆପଣା ଓଷ୍ଠାଧାରକୁ ଦମନ କରେ, ସେ ବୁଦ୍ଧିମାନ୍।

ହିତୋପଦେଶ 30:32
ଯଦି ତୁମ୍ଭେ ଆପଣାକୁ ଉଚ୍ଚ କରିବା ରେ ମୂଢ଼ର କର୍ମ କରିଥାଅ, କିମ୍ବା ଯଦି କୁକଳ୍ପନା କରୁଥାଅ, ତବେେ ଆପଣା ମୁଖ ରେ ହାତ ଦିଅ।

ଯାକୁବଙ୍କ ପତ୍ 1:19
ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 18:19
ସମାନେେ ତାକକ୍ସ୍ଟ ଚକ୍ସ୍ଟପ୍ ହବୋ ପାଇଁ କହିଲେ। ସମାନେେ ତାକକ୍ସ୍ଟ କହିଲେ, ତୁମ୍ଭର ହାତ ତୁମ୍ଭର ପାଟି ରେ ଦିଅ ଏବଂ ଆମ୍ଭମାନଙ୍କୁ ଅନକ୍ସ୍ଟସରଣ କର। ଆମ୍ଭମାନଙ୍କ ପିତା ଓ ଆମ୍ଭମାନଙ୍କର ଯାଜକ ହକ୍ସ୍ଟଅ। ତୁମ୍ଭେ ଗୋଟିଏ ଲୋକର ଗୃହ ଦବେତାର ଯାଜକ ହବୋ ଭଲ ନା ଇଶ୍ରାୟେଲର ଗୋଷ୍ଠୀ ଓ ପରିବାରବର୍ଗ ଉପରେ ଯାଜକ ହବୋ ଭଲ କି?

ଆୟୁବ ପୁସ୍ତକ 4:2
'ମୁଁ ନିଶ୍ଚଯ କିଛି କହିବି, ଏହାଦ୍ବାରା ତୁମ୍ଭେ ଦୁଃଖିତ ହବେ କି ?

ଆୟୁବ ପୁସ୍ତକ 7:11
ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।