Jeremiah 41:12 in Oriya

Oriya Oriya Bible Jeremiah Jeremiah 41 Jeremiah 41:12

Jeremiah 41:12
ତେଣୁ ୟୋହାନନ୍ ତାହାର ସମସ୍ତ ସନୋପତିମାନଙ୍କୁ ନଇେ ନଥନିଯର ପୁତ୍ର ଇଶମାଯଲେ ସଙ୍ଗେ ୟୁଦ୍ଧ କରିବାକୁ ଗଲେ ଓ ଗିବିଯୋନସ୍ଥିତ ଏକ ବିରାଟ ଜଳାଶଯ ନିକଟରେ ତାହାକୁ ଭଟେିଲେ।

Jeremiah 41:11Jeremiah 41Jeremiah 41:13

Jeremiah 41:12 in Other Translations

King James Version (KJV)
Then they took all the men, and went to fight with Ishmael the son of Nethaniah, and found him by the great waters that are in Gibeon.

American Standard Version (ASV)
then they took all the men, and went to fight with Ishmael the son of Nethaniah, and found him by the great waters that are in Gibeon.

Bible in Basic English (BBE)
They took their men and went out to make war on Ishmael, the son of Nethaniah, and they came face to face with him by the great waters in Gibeon.

Darby English Bible (DBY)
and they took all the men, and went to fight with Ishmael the son of Nethaniah, and found him by the great waters that are at Gibeon.

World English Bible (WEB)
then they took all the men, and went to fight with Ishmael the son of Nethaniah, and found him by the great waters that are in Gibeon.

Young's Literal Translation (YLT)
and they take all the men, and go to fight with Ishmael son of Nethaniah, and they find him at the great waters that `are' in Gibeon.

are
Then
took
וַיִּקְחוּ֙wayyiqḥûva-yeek-HOO
they
אֶתʾetet

כָּלkālkahl
all
the
הָ֣אֲנָשִׁ֔יםhāʾănāšîmHA-uh-na-SHEEM
men,
went
וַיֵּ֣לְכ֔וּwayyēlĕkûva-YAY-leh-HOO
and
to
לְהִלָּחֵ֖םlĕhillāḥēmleh-hee-la-HAME
fight
עִםʿimeem
with
יִשְׁמָעֵ֣אלyišmāʿēlyeesh-ma-ALE
Ishmael
son
בֶּןbenben
the
of
נְתַנְיָ֑הnĕtanyâneh-tahn-YA
Nethaniah,
and
וַיִּמְצְא֣וּwayyimṣĕʾûva-yeem-tseh-OO
found
him
אֹת֔וֹʾōtôoh-TOH
by
waters
אֶלʾelel
great
מַ֥יִםmayimMA-yeem
the
רַבִּ֖יםrabbîmra-BEEM
that
in
Gibeon.
אֲשֶׁ֥רʾăšeruh-SHER
בְּגִבְעֽוֹן׃bĕgibʿônbeh-ɡeev-ONE

Cross Reference

ଦିତୀୟ ଶାମୁୟେଲ 2:13
ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ଯ ଗିବିଯୋନକକ୍ସ୍ଟ ଗଲେ। ସମାନେେ ଅବ୍ନର ଏବଂ ଇଶ୍ବୋଶତର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖ ରେ ଭୋଟିଲେ। ଯୋୟାବର ଦଳ ପୋଖରୀର ଏକ ପାଶର୍‌ବ ରେ ବସିଲା ବେଳେ ଅବନରର ଦଳ ପୋଖରୀର ଅନ୍ୟ ପାଶର୍‌ବ ରେ ବସିଲେ।

ଆଦି ପୁସ୍ତକ 14:14
ଯେତବେେଳେ ଅବ୍ରାମ ନିଜର ଜ୍ଞାତି ଧରା ହାଇେ ୟିବାର ସମାଚ଼ାର ଶୁଣିଲେ। ଅବ୍ରାମ ତା'ର ସମସ୍ତ ପରିବାରକୁ ଏକତ୍ରିତ କଲେ। ସଠାେରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତୃମାନଙ୍କ ପେଛ ପେଛ ଗୋଡ଼ଇେ ଗୋଡ଼ଇେ ଦାନ ନଗର ପର୍ୟ୍ଯନ୍ତ ଗଲେ।

ପ୍ରଥମ ଶାମୁୟେଲ 30:1
ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।

ପ୍ରଥମ ଶାମୁୟେଲ 30:18
ଦାଉଦ ପ୍ରେତ୍ୟକକ ଜିନିଷ ଫରେିପାଇଲେ, ଯେଉଁଗୁଡିକୁ ଅମାଲକେୀଯମାନେ ନଇୟୋଇ ଥିଲେ। ଏପରିକି ତାଙ୍କର ଦକ୍ସ୍ଟଇ ସ୍ତ୍ରୀଙ୍କକ୍ସ୍ଟ ମଧ୍ଯ।