Jeremiah 41:11
ବା ରହରେ ପୁତ୍ର ୟୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସନୋପତିଗଣ ଇଶମାଯଲରେ ଦୁଷ୍କର୍ମସବୁ ଜାଣିଲେ।
Jeremiah 41:11 in Other Translations
King James Version (KJV)
But when Johanan the son of Kareah, and all the captains of the forces that were with him, heard of all the evil that Ishmael the son of Nethaniah had done,
American Standard Version (ASV)
But when Johanan the son of Kareah, and all the captains of the forces that were with him, heard of all the evil that Ishmael the son of Nethaniah had done,
Bible in Basic English (BBE)
But when Johanan, the son of Kareah, and all the captains of the armed forces who were with him, had news of all the evil which Ishmael, the son of Nethaniah, had done,
Darby English Bible (DBY)
And Johanan the son of Kareah, and all the captains of the forces that were with him, heard of all the evil that Ishmael the son of Nethaniah had done;
World English Bible (WEB)
But when Johanan the son of Kareah, and all the captains of the forces who were with him, heard of all the evil that Ishmael the son of Nethaniah had done,
Young's Literal Translation (YLT)
And hear doth Johanan son of Kareah, and all the heads of the forces that `are' with him, of all the evil that Ishmael son of Nethaniah hath done,
| were him, heard | וַיִּשְׁמַע֙ | wayyišmaʿ | va-yeesh-MA |
| But when | יוֹחָנָ֣ן | yôḥānān | yoh-ha-NAHN |
| Johanan son | בֶּן | ben | ben |
| the of | קָרֵ֔חַ | qārēaḥ | ka-RAY-ak |
| Kareah, and | וְכָל | wĕkāl | veh-HAHL |
| all the captains | שָׂרֵ֥י | śārê | sa-RAY |
| the | הַחֲיָלִ֖ים | haḥăyālîm | ha-huh-ya-LEEM |
| forces of | אֲשֶׁ֣ר | ʾăšer | uh-SHER |
| that with | אִתּ֑וֹ | ʾittô | EE-toh |
| of | אֵ֤ת | ʾēt | ate |
| all | כָּל | kāl | kahl |
| the evil | הָֽרָעָה֙ | hārāʿāh | ha-ra-AH |
| that | אֲשֶׁ֣ר | ʾăšer | uh-SHER |
| had | עָשָׂ֔ה | ʿāśâ | ah-SA |
| done, Ishmael | יִשְׁמָעֵ֖אל | yišmāʿēl | yeesh-ma-ALE |
| the son | בֶּן | ben | ben |
| of Nethaniah | נְתַנְיָֽה׃ | nĕtanyâ | neh-tahn-YA |
Cross Reference
ଯିରିମିୟ 40:7
ଯେତବେେଳେ ୟିରୁଶାଲମ ଧ୍ବଂସ ହେଲା, ସେତବେେଳେ ଯିହୁଦାର କେତକେ ସନୋପତି, ଅଧିପତି ଓ ଲୋକ ବାହା ରେ ଥିଲେ। ସମାନେେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିଯକୁ ଦେଶର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛନ୍ତି। ସେ ତାଙ୍କ ଉପ ରେ ବାବିଲକୁ ନିଆୟାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ଯସ୍ତ କରିଅଛନ୍ତି।
ଯିରିମିୟ 40:13
ଆହୁରି କା ରହରେ ପୁତ୍ର ଗୋହାନନ୍ ଓ ପଦା ରେ ଅବସ୍ଥିତ ସନୋପତି ସକଳ ମିସ୍ପା ରେ ଗଦଲିଯ ନିକଟକୁ ଆସିଲେ।
ଯିରିମିୟ 41:2
ସମାନେେ ଏକତ୍ର ଭୋଜନ କରୁଥିବା ବେଳେ ଇଶମାଯଲେ ଓ ତାର ଦଶଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିଯକୁ ହତ୍ଯା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାୟ୍ଯ ରେ ନିୟୁକ୍ତ କରିଥିଲେ।
ଯିରିମିୟ 41:7
ଯେତବେେଳେ ସମାନେେ ନଗରର ମଧ୍ଯସ୍ଥାନକୁ ଆସିଲେ, ଇଶମାଯଲେ ଓ ତା'ର ସଙ୍ଗୀମାନେ ସମାନଙ୍କେୁ ବଧ କଲେ ଏବଂ ସମାନଙ୍କେୁ ଏକ ଗାତ ମଧିଅରେ ଫୋପାଡ଼ି ଦେଲେ।
ଯିରିମିୟ 42:1
ଯେତବେେଳେ ସମାନେେ ଗରେୁତ୍ତ୍ବକିମହମ ରେ ଥିଲେ ସେତବେେଳେ ୟୋହାନନ୍ ଓ ହୋଶଯିଯର ପୁତ୍ର ୟାସନିଯ, ଆଉ କ୍ଷୁଦ୍ର ଓ ମହାନ୍ ସମସ୍ତ ଲୋକ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟକୁ ଗଲେ।
ଯିରିମିୟ 42:3
ଆଉ ଆମ୍ଭମାନଙ୍କର କେଉଁ ପଥରେ ୟିବା ଉଚିତ୍ ଓ କେଉଁ କାର୍ୟ୍ଯ କରିବା ଉଚିତ୍, ତାହା ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ବରଙ୍କୁ ପ୍ରାର୍ଥନା କରି ଆମ୍ଭମାନଙ୍କୁ ଜଣାଇବ।
ଯିରିମିୟ 43:2
ହୋଶିଯର ପୁତ୍ର ଅସରିଯ, କା ରହରେ ପୁତ୍ର ୟୋହାନନ୍ ଓ ଅନ୍ୟ କେତକେ ଅହଙ୍କାରୀ ଲୋକ କୋର୍ଧାନ୍ବିତ ହାଇେ ଯିରିମିୟଙ୍କୁ କହିଲେ, ତୁମ୍ଭେ ମିଥ୍ଯା କଥା କହୁଅଛ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏ କଥା କହି ତୁମ୍ଭକୁ ଆମ୍ଭମାନଙ୍କ ନିକଟକୁ ପଠାଇ ନାହାଁନ୍ତି, 'ତୁମ୍ଭମାନେେ ମିଶର ରେ ୟାଇ ପ୍ରବାସ କର ନାହିଁ।'