Galatians 3:25 in Oriya

Oriya Oriya Bible Galatians Galatians 3 Galatians 3:25

Galatians 3:25
ଏବେ ବିଶ୍ବାସର ରାସ୍ତା ଉପସ୍ଥିତ ହାଇେଅଛି ଓ ଆମ୍ଭେ ଏଣିକି ବ୍ଯବସ୍ଥାର ଅଧୀନ ନୋହୁଁ।

Galatians 3:24Galatians 3Galatians 3:26

Galatians 3:25 in Other Translations

King James Version (KJV)
But after that faith is come, we are no longer under a schoolmaster.

American Standard Version (ASV)
But now faith that is come, we are no longer under a tutor.

Bible in Basic English (BBE)
But now that faith is come, we are no longer under a servant.

Darby English Bible (DBY)
But, faith having come, we are no longer under a tutor;

World English Bible (WEB)
But now that faith has come, we are no longer under a tutor.

Young's Literal Translation (YLT)
and the faith having come, no more under a child-conductor are we,

come,
ἐλθούσηςelthousēsale-THOO-sase
is
But
δὲdethay
that
τῆςtēstase
after
faith
πίστεωςpisteōsPEE-stay-ose
no
longer
οὐκέτιouketioo-KAY-tee
under
a
ὑπὸhypoyoo-POH
schoolmaster.
παιδαγωγόνpaidagōgonpay-tha-goh-GONE
are
we
ἐσμενesmenay-smane

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:14
ପାପ ତୁମ୍ଭମନଙ୍କର ସ୍ବାମୀ ହବେ ନାହିଁ। କାରଣ ତୁମ୍ଭମାନେେ ବ୍ଯବସ୍ଥାର ବନ୍ଧନ ରେ ନୁହଁ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କ ଅନୁଗ୍ରହ ରେ ଜୀବିତ ଅଛ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:4
ଠିକ୍ ସହେି ଭଳି, ମାେ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ଯକ୍ତିତ୍ବ ମରିଯାଇଛି ଓ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଶରୀର ମାଧ୍ଯମ ରେ ବ୍ଯବସ୍ଥାରୁ ମୁକ୍ତ ହାଇଯୋଇଛ। ଏବେ ତୁମ୍ଭମାନେେ ଅନ୍ୟ ଜଣକର ଅଟ। ତୁମ୍ଭମାନେେ ମୃତ୍ଯୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ବରଙ୍କ ସବୋ ରେ ନିଯୋଜିତ ହାଇେ ପାରିବା।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:15
ପବିତ୍ର ଆତ୍ମା ମଧ୍ଯ ଆମ୍ଭକୁ ଏହା ବିଷୟ ରେ କୁହନ୍ତି। ପ୍ରଥମ ରେ ସେ କୁହନ୍ତି :

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:1
ମୁଁ କହୁଛି ଯେ, ଯେପର୍ୟ୍ଯନ୍ତ ଜଣେ ଉତ୍ତରାଧିକାରୀ ଅବସ୍ଥା ରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହାଇେଥିଲେ ମଧ୍ଯ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 8:3
ପରମେଶ୍ବରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରେତ୍ୟକକ ମହାୟାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାୟାଜକ ମଧ୍ଯ ପରମେଶ୍ବରଙ୍କୁ କିଛି ଉତ୍ସର୍ଗ କରିବା କଥା।

ଏବ୍ରୀମାନଙ୍କ ନିକଟକୁ ପତ୍ର 7:11
ଲବେୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।