Deuteronomy 28:32 in Oriya

Oriya Oriya Bible Deuteronomy Deuteronomy 28 Deuteronomy 28:32

Deuteronomy 28:32
ତକ୍ସ୍ଟମ୍ଭ ପକ୍ସ୍ଟତ୍ର କନ୍ଯାଗଣ ଅନ୍ୟମାନଙ୍କୁ ଦିଆୟିବ। ସବୁ ବେଳେ ତୁମ୍ଭେ ତାଙ୍କୁ ଗ୍ଭହକ୍ସ୍ଟଁ ଗ୍ଭହକ୍ସ୍ଟଁ ଦିନ ୟିବ। କିନ୍ତୁ ତୁମ୍ଭମାନେେ କିଛି କରିପାରିବ ନାହିଁ। କିନ୍ତୁ ପରମେଶ୍ବର ତୁମ୍ଭର କୌଣସି ସାହାୟ୍ଯ କରିବେ ନାହିଁ।

Deuteronomy 28:31Deuteronomy 28Deuteronomy 28:33

Deuteronomy 28:32 in Other Translations

King James Version (KJV)
Thy sons and thy daughters shall be given unto another people, and thine eyes shall look, and fail with longing for them all the day long; and there shall be no might in thine hand.

American Standard Version (ASV)
Thy sons and thy daughters shall be given unto another people; and thine eyes shall look, and fail with longing for them all the day: and there shall be nought in the power of thy hand.

Bible in Basic English (BBE)
Your sons and your daughters will be given to another people, and your eyes will be wasted away with looking and weeping for them all the day: and you will have no power to do anything.

Darby English Bible (DBY)
Thy sons and thy daughters shall be given unto another people, and thine eyes shall look, and languish for them all the day long; and there shall be no power in thy hand [to help it].

Webster's Bible (WBT)
Thy sons and thy daughters shall be given to another people, and thy eyes shall look, and fail with longing for them all the day long: and there shall be no might in thy hand.

World English Bible (WEB)
Your sons and your daughters shall be given to another people; and your eyes shall look, and fail with longing for them all the day: and there shall be nothing in the power of your hand.

Young's Literal Translation (YLT)
`Thy sons and thy daughters `are' given to another people, and thine eyes are looking and consuming for them all the day, and thy hand is not to God!

there
longing
בָּנֶ֨יךָbānêkāba-NAY-ha
with
shall
be
וּבְנֹתֶ֜יךָûbĕnōtêkāoo-veh-noh-TAY-ha
shall
be
Thy
נְתֻנִ֨יםnĕtunîmneh-too-NEEM
sons
and
לְעַ֤םlĕʿamleh-AM
thy
אַחֵר֙ʾaḥērah-HARE
daughters
given
people,
וְעֵינֶ֣יךָwĕʿênêkāveh-ay-NAY-ha
unto
another
רֹא֔וֹתrōʾôtroh-OTE
eyes
thine
וְכָל֥וֹתwĕkālôtveh-ha-LOTE
and
look,
shall
אֲלֵיהֶ֖םʾălêhemuh-lay-HEM
fail
and
כָּלkālkahl
for
them
הַיּ֑וֹםhayyômHA-yome
all
day
the
long:
no
and
וְאֵ֥יןwĕʾênveh-ANE
might
לְאֵ֖לlĕʾēlleh-ALE
in
thine
hand.
יָדֶֽךָ׃yādekāya-DEH-ha

Cross Reference

ଦିତୀୟ ବିବରଣ 28:41
ତୁମ୍ଭମାନେେ ପକ୍ସ୍ଟତ୍ରକନ୍ଯା ଜନ୍ମ କରିବ, ମାତ୍ର ସମାନେେ ତୁମ୍ଭର ହବେେ ନାହିଁ କାରଣ ସମାନେେ ବନ୍ଦୀ ହାଇଯେିବେ।

ଯୋୟେଲ 3:6
ତୁମ୍ଭମାନେେ ଯିହୁଦା ଓ ୟିରୁଶାଲମର ସନ୍ତାନଗଣଙ୍କୁ ଗ୍ରୀସ୍ ରେ ବିକ୍ରୀ କରିଛ ଏବଂ ସମାନଙ୍କେୁ ସମାନଙ୍କେର ସୀମାରୁ ବହୁଦୂରକୁ ନଇୟୋଇଛ।

ଦିତୀୟ ବଂଶାବଳୀ 29:9
ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ୟୁଦ୍ଧ ରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ଯା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗେଲ।

ଯିରିମିୟଙ୍କ ବିଳାପ 2:11
ମାରେ ଚକ୍ଷୁୟୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ଯଥିତ ହୁଏ। ମାରେ ଲୋକମାନଙ୍କର ବିନାଶ ହତେୁ ମାରେ ହୃଦଯ ଭୂମିରେ ଢ଼ଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହ ରେ ବାଳକ ବାଳିକା ଓ ଦୁଗ୍ଧପୋଷ୍ଯ ଶିଶୁମାନେ ମୂର୍ଚ୍ଛିତ ହାଇେ ପଡ଼ିଛନ୍ତି।

ଯିରିମିୟଙ୍କ ବିଳାପ 4:17
ସାହାୟ୍ଯ ଅପେକ୍ଷା ରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାୟ୍ଯ ମିଳିଲା ନାହିଁ। ଆମ୍ଭମାନେେ ଅନ୍ୟ ଗୋଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।

ଯିରିମିୟଙ୍କ ବିଳାପ 5:17
ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହାଇେଅଛି ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହାଇେଅଛି।

ଯିହିଜିକଲ 24:25
ହେ ମନୁଷ୍ଯ ପୁତ୍ର, ଯେଉଁଦିନ ମୁଁ ସମାନଙ୍କେର ବଳ, ଗୌରବ ଆନନ୍ଦ ଓ ନଯନର ଖୁସି,

ଆମୋଷ 5:27
ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା। ସର୍ବଶକ୍ତିମାନ ପରମେଶ୍ବର ଏହି କଥା କହିଲେ।

ମୀଖା 4:10
ହେ ସିଯୋନର କନ୍ଯା, ତୁମ୍ଭେ ପ୍ରସବ ବଦନୋ ଅନୁଭବ କରି ସନ୍ତାନ ଜନ୍ମ ଦିଅ। ତୁମ୍ଭେ ନଗରର ବାହାରକୁ ୟାଅ ଏବଂ କ୍ଷେତ୍ର ରେ ବାସ କର। ତୁମ୍ଭେ ବାବିଲୋନ ୟିବ। କିନ୍ତୁ ସେ ସ୍ଥାନ ରେ ତୁମ୍ଭେ ସୁରକ୍ଷିତ ହବେ। ଆଉ ମଧ୍ଯ ସଦାପ୍ରଭୁ ସଠାେକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭମାନଙ୍କୁ ଶତୃମାନଙ୍କଠାରୁ ଦୂ ରଇେ ନବେେ।

ଯିରିମିୟ 16:2
ହେ ଯିରିମିୟ, ତୁମ୍ଭର ଏହି ସ୍ଥାନ ରେ ବିବାହ କରିବା ଉଚିତ୍ ନୁହଁ, କିଅବା ପୁତ୍ର କନ୍ଯା ଜନ୍ମ କରିବା ଉଚିତ୍ ନୁହଁ।

ଯିରିମିୟ 15:7
ଆମ୍ଭେ ସମାନଙ୍କେୁ ଦେଶର ପୁରଦ୍ବାର ସମୂହ ରେ କୁଲା ରେ ପାଛୁଡ଼ି ଅଛୁ। ଆମ୍ଭେ ସମାନଙ୍କେୁ ସନ୍ତାନ ସନ୍ତତି ବିହୀନ କରିଅଛୁ। ଆମ୍ଭେ ସମାନଙ୍କେୁ ବିନାଶ କରିଅଛୁ। ସମାନେେ ଆପଣା ଆପଣା ପଥରୁ ଫରେି ନାହାଁନ୍ତି।

ଯିଶାଇୟ 38:14
ମୁଁ କପୋତ, ଚାତକ ଓ ସାରସ ପକ୍ଷୀପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମାରଚେକ୍ଷୁ କ୍ଲାନ୍ତ ହାଇଗେଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମାେତେ ସାହାୟ୍ଯ କର।'

ଦିତୀୟ ବିବରଣ 28:18
ସଦାପ୍ରଭୁ ତୁମ୍ଭକୁ ଅଭିଶାପ ଦବେେ ଏବଂ ତୁମ୍ଭମାନେେ ବହକ୍ସ୍ଟ ସନ୍ତାନର ଅଧିକାରୀ ହବେ ନାହିଁ। ସେ ତୁମ୍ଭର କ୍ଷତକେକ୍ସ୍ଟ ଅଭିଶଲ୍ଗ କରିବେ ଏବଂ ତୁମ୍ଭେ ଉତ୍ତମ ଫସଲର ଅଧିକାରୀ ହବେନାହିଁ। ସେ ତୁମ୍ଭର ପଶକ୍ସ୍ଟମାନଙ୍କୁ ଅଭିଶାପ ଦବେେ, ତାଙ୍କର ଅନକେ ଶାବକ ହବେନୋହିଁ। ସେ ତୁମ୍ଭର ଗାଈ ଓ ମଷେମାନଙ୍କୁ ମଧ୍ଯ ଅଭିଶାପ ଦବେେ।

ଦିତୀୟ ବିବରଣ 28:65
ତୁମ୍ଭମାନେେ ସହେି ଗୋଷ୍ଠୀଯମାନଙ୍କ ମଧିଅରେ କିଛି ଶାନ୍ତି ପାଇବ ନାହିଁ ଓ ସଠାେରେ ତକ୍ସ୍ଟମ୍ଭ ପାଦର କିଛି ବିଶ୍ରାମ ହବେ ନାହିଁ। ସଦାପ୍ରଭୁ ତୁମ୍ଭର ମନକକ୍ସ୍ଟ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗକ୍ସ୍ଟଡିକ ଆଙ୍କାକ୍ଷା ରେ ଅବସନ୍ନ କରି ଦବେେ ଏବଂ ସେ ତୁମ୍ଭକୁ ଦକ୍ସ୍ଟଃଖ ପୂର୍ଣ୍ଣ କରିବେ।

ନିହିମିୟା 5:2
ସମାନଙ୍କେ ମଧ୍ଯରୁ କେତକେ କହିଲେ, ଆମ୍ଭମାନଙ୍କର ଅନକେ ପୁତ୍ର ଓ କନ୍ଯା ଅଛନ୍ତି, ଆସ ବଞ୍ଚିବା ପାଇଁ ଶସ୍ଯ କିଣିବା।

ଆୟୁବ ପୁସ୍ତକ 11:20
ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।

ଆୟୁବ ପୁସ୍ତକ 17:5
ଯଦି କହେି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧ ରେ କ ହେ, 'ତା'ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।' କିନ୍ତୁ ମାରେ ବନ୍ଧୁଗଣ ମାେ ବିରୁଦ୍ଧ ରେ ଗଲେ।

ଗୀତସଂହିତା 69:3
ସାହାୟ୍ଯ ପାଇଁ ଡ଼ାକି ଡ଼ାକି ମୁଁ ଦୁର୍ବଳ ହବୋକୁ ଯାଉଛି। ମାରେ କଣ୍ଠ ୟନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଚାହିଁଛି। ଏବଂ ଚାହିଁ ଚାହିଁ ମାରେ ଆଖିଦ୍ବଯ ୟନ୍ତ୍ରଣା କରୁଛି।

ଗୀତସଂହିତା 119:82
ସଦାପ୍ରଭୁ ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମାରେ ଚକ୍ଷୁକ୍ଲାନ୍ତ ହେଲାଣି, ତୁମ୍ଭେ ମାେତେ କବେେ ସାନ୍ତ୍ବନା ଦବେ ?

ଗୀତସଂହିତା 119:123
ସଦାପ୍ରଭୁ ତୁମ୍ଭର ବିଶ୍ବସ୍ତ ପ୍ରତିଜ୍ଞା ସତ୍ଯ ହବୋକୁ, ତୁମ୍ଭର ପରିତ୍ରାଣ ପଥକୁ ଚାହିଁ ଚାହିଁ ମାରେ ଚକ୍ଷୁ କ୍ଷୀଣ ହାଇୟୋଏ।

ଗଣନା ପୁସ୍ତକ 21:29
ହେ ମାୟୋବ ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମାେଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାଯନ କରିଛନ୍ତି, ତା'ର କନ୍ଯାମାନେ ଇ ମାରେୀଯ ଶାସକ କର୍ତ୍ତା ରାଜା ସୀହାନେ ହସ୍ତ ରେ ବନ୍ଦୀ ହାଇେଛନ୍ତି।