Acts 10:44 in Oriya

Oriya Oriya Bible Acts Acts 10 Acts 10:44

Acts 10:44
ପିତର ଏହିକଥା କହିବା ସମୟରେ ସୁସମାଚ଼ାର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ।

Acts 10:43Acts 10Acts 10:45

Acts 10:44 in Other Translations

King James Version (KJV)
While Peter yet spake these words, the Holy Ghost fell on all them which heard the word.

American Standard Version (ASV)
While Peter yet spake these words, the Holy Spirit fell on all them that heard the word.

Bible in Basic English (BBE)
While Peter was saying these words, the Holy Spirit came on all those who were hearing the word.

Darby English Bible (DBY)
While Peter was yet speaking these words the Holy Spirit fell upon all those who were hearing the word.

World English Bible (WEB)
While Peter was still speaking these words, the Holy Spirit fell on all those who heard the word.

Young's Literal Translation (YLT)
While Peter is yet speaking these sayings, the Holy spirit fell upon all those hearing the word,

yet
spake
ἜτιetiA-tee
While
λαλοῦντοςlalountosla-LOON-tose

τοῦtoutoo
Peter
ΠέτρουpetrouPAY-troo

τὰtata
words,
ῥήματαrhēmataRAY-ma-ta
these
ταῦταtautaTAF-ta
fell
ἐπέπεσενepepesenape-A-pay-sane

τὸtotoh

Ghost
πνεῦμαpneumaPNAVE-ma
the
τὸtotoh
Holy
ἅγιονhagionA-gee-one
on
ἐπὶepiay-PEE
all
πάνταςpantasPAHN-tahs
them
τοὺςtoustoos
which
heard
ἀκούονταςakouontasah-KOO-one-tahs
the
τὸνtontone
word.
λόγονlogonLOH-gone

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 11:15
ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:8
ପରମେଶ୍ବର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସହେି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ବର ଆମ୍ଭକୁ ଯେପରି ପବିତ୍ର ଆତା୍ମଙ୍କୁ ଦାନ କରିଥିଲେ, ସହେିପରି ସମାନଙ୍କେୁ ମଧ୍ଯ ପବିତ୍ର ଆତ୍ମା ଦାନ କରିଅଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:2
ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସମାନେେ ଯେଉଁ ଘର ଭିତ ରେ ବସିଥିଲେ, ସହେି ଘରର ଚ଼ାରିଆଡ଼େ ବ୍ଯାପି ଗଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:31
ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘ ରେ, ସମସ୍ତେ ଏକାଠି ହାଇେଥିଲେ, ସହେି ଘର କମ୍ପି ଉଠିଲା। ସମାନେେ ସମସ୍ତେ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇଗେଲେ ଓ ପରମେଶ୍ବରଙ୍କର ବାର୍ତ୍ତା ସାହସର ସହିତ କରିବାକୁ ଲାଗିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:15
ପିତର ଓ ଯୋହନ ସଠାେରେ ପହଞ୍ଚି ଶମିରୋଣ ବାସିନ୍ଦାମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରି ପାରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:6
ପାଉଲ ଯେତବେେଳେ ସମାନଙ୍କେ ଉପରେ ହାତ ରଖିଲେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ। ସମାନେେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ଯଦ୍ବାଣୀ କହିବାକୁ ଲାଗିଲେ।