Genesis 9
1 ପରମେଶ୍ବର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ବର ସମାନଙ୍କେୁ କହିଲେ, ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ବାରା ପୃଥିବୀକୁ ପୂର୍ଣ୍ଣ କର।
2 ପୃଥିବୀ ରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚ଼ର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧିଅରେ ଥିବା ସମସ୍ତ ମତ୍ସ୍ଯ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିଯନ୍ତ୍ରଣ ରେ ରହିବେ।
3 ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦଇେଥିଲି। ବର୍ତ୍ତମାନ ପ୍ରେତ୍ୟକକ ପଶୁ ତୁମ୍ଭର ଖାଦ୍ୟ ହବେ। ମୁଁ ଯାହାସବୁ ପୃଥିବୀ ରେ ଦଇେଛି ତାହାସବୁ ତୁମ୍ଭର।
4 କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦବେି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତ ରେ ଜୀବନ ଅଛି।
5 ମୁଁ ରକ୍ତ ପାତ, ଦ୍ବାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ବାରା ହେଉ ବା ଲୋକମାନଙ୍କ ଦ୍ବାରା। ଯଦି ଲୋକମାନେ ପରସ୍ପରକୁ ହତ୍ଯା କରନ୍ତି, ମୁଁ ରକ୍ତପାତ ଦ୍ବାରା ଦଣ୍ଡିତ କରିବି।
6 ପରମେଶ୍ବର ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ତିଆରି କରିଛନ୍ତି। ତେଣୁ ଯେ କହେି ମନୁଷ୍ଯକୁ ହତ୍ଯା କରିବ ସେ ନିଶ୍ଚିତ ଅନ୍ୟ ମନୁଷ୍ଯ ଦ୍ବାରା ମରାୟିବ।
7 ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚଯ ବହୁତ ପିଲାପିଲି ହବେ। ତୁମ୍ଭମାନେେ ପୃଥିବୀକୁ ମନୁଷ୍ଯ ରେ ପରିପୂର୍ଣ୍ଣ କରିବ।
8 ଏହାପରେ ପରମେଶ୍ବର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ,
9 ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି।
10 ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁ ସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା।
11 ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।
12 ଏବଂ ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦବେି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚ଼ିହ୍ନ ତୁମ୍ଭକୁ ଦଖାଇବେ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରେତ୍ୟକକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିଯମ କରିଅଛି। ଏହି ନିଯମ ସବଦିନ ପାଇଁ ସ୍ଥାଯୀ ହବେ। ଏହାହିଁ ତାରଣେ ପ୍ରମାଣ।
13 ମୁଁ ମାହେର ଇନ୍ଦ୍ରଧନୁ ମେଘ ରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମାରେ ଚୁକ୍ତି ରେ ଚିହ୍ନ ହବେ।
14 ଯେତବେେଳେ ମୁଁ ପୃଥିବୀ ଉପରେ ମେଘ ସଂଚ଼ାର କରିବି, ସେତବେେଳେ ସହେି ଇନ୍ଦ୍ରଧନୁ ମେଘ ରେ ଦଖାୟିବେ।
15 ମୁଁ ଯେ ତବେଳେ ଇନ୍ଦ୍ରଧନୁକୁ ଦେଖେ ସେତବେେଳେ ମୁଁ ତୁମ୍ଭ ସହିତ ଓ ଅନ୍ଯାନ୍ଯ ସଜୀବ ପ୍ରାଣୀମାନଙ୍କ ସହିତ ହାଇେଥିବା ଚୁକ୍ତିକୁ ମନେ ପକାଇବି। ସହେି ଚ଼କ୍ତି କ ହେ ଯେ, ଭବିଷ୍ଯତ ରେ ଏପରି ବନ୍ଯା ରେ ସମସ୍ତେ ବିନାଶ ହବେେ ନାହିଁ।
16 ପୁଣି ଇନ୍ଦ୍ରଧନୁ ହେଲ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ବରଙ୍କର ଯେଉଁ ଅନନ୍ତକାଳସ୍ଥାଯୀ ନିଯମ ଅଛି, ତାହା ମୁଁ ସ୍ମରଣ କରିବି।
17 ତେଣୁ ସଦାପ୍ରଭୁ ନୋହକୁ କହିଲେ, ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ଇନ୍ଦ୍ରଧନୁ ଏହି ଚ଼ିହ୍ନ ହବେ।
18 ନୋହର ପୁତ୍ରମାନେ ତାଙ୍କୁ ଧରି ଜାହାଜରୁ ବାହାରିଲେ। ସମାନଙ୍କେର ନାମ, ଶମେ, ହାମ ଓ ଯଫେତ୍ (ହାମ ଥିଲେ କିଣାନର ପିତା)
19 ସହେି ତିନିଜଣ ୟାକ ନୋହର ପୁତ୍ର ଥିଲେ। ଏବଂ ପୃଥିବୀର ସମସ୍ତ ଲୋକ ଏହି ତିନିଜଣଙ୍କଠାରୁ ଜନ୍ମ ନେଲେ।
20 ନୋହ କୃଷକ ହେଲ। ସେ କ୍ଷେତ୍ର ରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।
21 ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହାଇେ ତାଙ୍କର ଲୁଗାପଟା ଖାଲିଦେଇେ ତାଙ୍କର ତମ୍ବୁ ରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନଥିଲେ।
22 କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହା ରେ ଆପଣା ଦୁଇଭାଇଙ୍କୁ ସମାଚ଼ାର ଦେଲେ।
23 ସେତବେେଳେ ଶମେ ଓ ଯଫେତ୍ କାନ୍ଧ ରେ ବସ୍ତ୍ର ଘନେି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉତଗ୍ନତା ଆଚ୍ଛାଦନ କଲେ। ସମାନେେ ପଛ କରି ୟାଇଥିବାରୁ ପିତାଙ୍କର ଉତଗ୍ନତା ଦିଖି ପାରିଲେ ନାହିଁ।
24 ଏହାପରେ ନୋହ ଉଠିଲା ( ସେ ମଦ୍ଯ ପାନକରି ଶାଇେଥିଲା)। ସେ ଜାଣିଲେ ଯେ ତାଙ୍କର ସାନପୁଅ ତାଙ୍କ ପାଇଁ କ'ଣ କରିଛନ୍ତି।
25 ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।
26 ନୋବ ମଧ୍ଯ ଏପରି କହିଲେ, ଶମେ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ବରଙ୍କ ଦ୍ବାରା କିଣାନ ଶମରେ ଦାସ ହେଉ।
27 ପରମେଶ୍ବର ଯଫେତ୍କୁ ବହୁତ ଜମି ଦିଅନ୍ତୁ। ସେ ଶମରେ ତମ୍ବୁ ରେ ବାସ କରୁ। କିଣାନ ତାହାର ଦାସ ହେଉ।
28 ବନ୍ଯାପରେ ନୋହ ତିନିଶହ ପଚ଼ାଶ ବର୍ଷ ବଞ୍ଚିଲେ।
29 ଏହି ପରି ନୋହ ମାଟେ ରେ 950 ବର୍ଷ ବଞ୍ଚିଲେ। ଏହାପରେ ମୃତ୍ଯୁବରଣ କଲେ।
1 And God blessed Noah and his sons, and said unto them, Be fruitful, and multiply, and replenish the earth.
2 And the fear of you and the dread of you shall be upon every beast of the earth, and upon every fowl of the air, upon all that moveth upon the earth, and upon all the fishes of the sea; into your hand are they delivered.
3 Every moving thing that liveth shall be meat for you; even as the green herb have I given you all things.
4 But flesh with the life thereof, which is the blood thereof, shall ye not eat.
5 And surely your blood of your lives will I require; at the hand of every beast will I require it, and at the hand of man; at the hand of every man’s brother will I require the life of man.
6 Whoso sheddeth man’s blood, by man shall his blood be shed: for in the image of God made he man.
7 And you, be ye fruitful, and multiply; bring forth abundantly in the earth, and multiply therein.
8 And God spake unto Noah, and to his sons with him, saying,
9 And I, behold, I establish my covenant with you, and with your seed after you;
10 And with every living creature that is with you, of the fowl, of the cattle, and of every beast of the earth with you; from all that go out of the ark, to every beast of the earth.
11 And I will establish my covenant with you; neither shall all flesh be cut off any more by the waters of a flood; neither shall there any more be a flood to destroy the earth.
12 And God said, This is the token of the covenant which I make between me and you and every living creature that is with you, for perpetual generations:
13 I do set my bow in the cloud, and it shall be for a token of a covenant between me and the earth.
14 And it shall come to pass, when I bring a cloud over the earth, that the bow shall be seen in the cloud:
15 And I will remember my covenant, which is between me and you and every living creature of all flesh; and the waters shall no more become a flood to destroy all flesh.
16 And the bow shall be in the cloud; and I will look upon it, that I may remember the everlasting covenant between God and every living creature of all flesh that is upon the earth.
17 And God said unto Noah, This is the token of the covenant, which I have established between me and all flesh that is upon the earth.
18 And the sons of Noah, that went forth of the ark, were Shem, and Ham, and Japheth: and Ham is the father of Canaan.
19 These are the three sons of Noah: and of them was the whole earth overspread.
20 And Noah began to be an husbandman, and he planted a vineyard:
21 And he drank of the wine, and was drunken; and he was uncovered within his tent.
22 And Ham, the father of Canaan, saw the nakedness of his father, and told his two brethren without.
23 And Shem and Japheth took a garment, and laid it upon both their shoulders, and went backward, and covered the nakedness of their father; and their faces were backward, and they saw not their father’s nakedness.
24 And Noah awoke from his wine, and knew what his younger son had done unto him.
25 And he said, Cursed be Canaan; a servant of servants shall he be unto his brethren.
26 And he said, Blessed be the Lord God of Shem; and Canaan shall be his servant.
27 God shall enlarge Japheth, and he shall dwell in the tents of Shem; and Canaan shall be his servant.
28 And Noah lived after the flood three hundred and fifty years.
29 And all the days of Noah were nine hundred and fifty years: and he died.
Mark 6 in Tamil and English
1 ଯୀଶୁ ସେ ସ୍ଥାନ ଛାଡି ନିଜ ଜନ୍ମ ସହରକୁ ଗଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଗଲେ।
And he went out from thence, and came into his own country; and his disciples follow him.
2 ବିଶ୍ରାମଦିବସ ରେ ଯୀଶୁ ଯିହୂଦୀୟ ସମାଜ ଗୃହ ରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଚାରଶକ୍ତି (ବିଜ୍ଞତା)କିଏ ଦଲୋ? ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା?
And when the sabbath day was come, he began to teach in the synagogue: and many hearing him were astonished, saying, From whence hath this man these things? and what wisdom is this which is given unto him, that even such mighty works are wrought by his hands?
3 ଏ କ'ଣ ସହେି ବଢଇେ ନୁହଁନ୍ତି? ଏ କ'ଣ ମରିୟମଙ୍କ ପୁଅ, ଆଉ ଯାକୁବ, ୟୋସି, ୟିହୂଦା ଓ ଶିମାନଙ୍କେ ଭାଇ ନୁହଁନ୍ତି? ତାହାଙ୍କର ଭଉଣୀମାନେ କ'ଣ ଏଠା ରେ ଆମ୍ଭ ସହିତ ନାହାଁନ୍ତି? ତେଣୁ ଯୀଶୁଙ୍କୁ ସ୍ବୀକାର କରିବା ରେ ଏହି ଲୋକମାନେ ବାଧା ପାଇଲେ।
Is not this the carpenter, the son of Mary, the brother of James, and Joses, and of Juda, and Simon? and are not his sisters here with us? And they were offended at him.
4 ତେଣୁ ଯୀଶୁ ଲୋକମାନଙ୍କୁ କହିଲେ, ଅନ୍ୟମାନେ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ସମ୍ମାନ ଦଇେଥା'ନ୍ତି। କିନ୍ତୁ ତାହାଙ୍କ ନିଜ ସହର ଲୋକେ, ତାହାଙ୍କର ସମ୍ପର୍କୀୟମାନେ ଓ ତାହାଙ୍କ ନିଜ ପରିବାରର ଲୋକମାନେ ତାହାଙ୍କୁ ସମ୍ମାନ କରନ୍ତି ନାହିଁ।
But Jesus said unto them, A prophet is not without honour, but in his own country, and among his own kin, and in his own house.
5 ଅତଏବ ସଠାେରେ ଯୀଶୁ କୌଣସି ଆଶ୍ଚର୍ୟ୍ଯକାର୍ୟ୍ଯ ପ୍ରଦର୍ଶନ କରି ପାରିଲେ ନାହିଁ। କବଳେ କେତକେ ରୋଗୀଙ୍କ ଉପରେ ହାତ ରଖି ସେ ସମାନଙ୍କେୁ ସୁସ୍ଥ କରିଲେ।
And he could there do no mighty work, save that he laid his hands upon a few sick folk, and healed them.
6 ଏ ଲୋକମାନଙ୍କର କୌଣସି ବିଶ୍ବାସ ନଥିବାରୁ ଯୀଶୁ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସଠାେରେ ଶିକ୍ଷା ଦବୋକୁ ଲାଗିଲେ।
And he marvelled because of their unbelief. And he went round about the villages, teaching.
7 ଯୀଶୁ ବାର ଜଣ ଶିଷ୍ଯଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ ଦୁଇ-ଦୁଇ ଜଣ କରି ବାହାରକୁ ପଠାଇଲେ। ସେ ସମାନଙ୍କେୁ ଦୁଷ୍ଟାତ୍ମାମାନଙ୍କ ଉପରେ କ୍ଷମତା ପ୍ରଦାନ କଲେ।
And he called unto him the twelve, and began to send them forth by two and two; and gave them power over unclean spirits;
8 ସେ ଶିଷ୍ଯମାନଙ୍କୁ ନିର୍ଦ୍ଦେଶ ଦେଲେ, ତୁମ୍ଭେ ଯାତ୍ରା କାଳ ରେ ବାଡିଟିଏ ଛଡା ଆଉ କିଛି ନବେ ନାହିଁ। ରୋଟୀ, ଝୁଲା କି ପକଟେ ରେ କିଛି ହେଲେ ଟଙ୍କା ମଧ୍ଯ ନବେ ନାହିଁ।
And commanded them that they should take nothing for their journey, save a staff only; no scrip, no bread, no money in their purse:
9 ତୁମ୍ଭେ ଚପଲ ପିନ୍ଧି ପାରିବ। କିନ୍ତୁ କବଳେ ପିନ୍ଧିଥିବା ଲୁଗାପଟା ଛଡା କୌଣସି ଅଧିକ ଲୁଗାପଟା ନବେ ନାହିଁ।
But be shod with sandals; and not put on two coats.
10 କୌଣସି ଘ ରେ ପ୍ରବେଶ କଲେ ସେ ସହର ଛାଡି ଚାଲିୟିବା ପର୍ୟ୍ଯନ୍ତ ସହେି ଘ ରେ ରହିବ।
And he said unto them, In what place soever ye enter into an house, there abide till ye depart from that place.
11 ଯଦି କୌଣସି ସହର ରେ ସମାନେେ ତୁମ୍ଭକୁ ସ୍ବାଗତ ନ କରନ୍ତି କିମ୍ବା ସମାନେେ ତୁମ୍ଭ କଥା ନ ଶୁଣନ୍ତି, ତବେେ ସେ ସହର ଛାଡି ଚାଲି ଯାଅ। ଛାଡିଲା ବେଳେ ତୁମ ପାଦରୁ ସଠାେକାର ଧୂଳିଝାଡି ଦିଅ। ତାହା ସମାନଙ୍କେ ପାଇଁ ଚତାବେନୀ ହବେ।
And whosoever shall not receive you, nor hear you, when ye depart thence, shake off the dust under your feet for a testimony against them. Verily I say unto you, It shall be more tolerable for Sodom and Gomorrha in the day of judgment, than for that city.
12 ଶିଷ୍ଯମାନେ ସଠାରୁେ ଅନ୍ୟ ସ୍ଥାନକୁ ଚାଲିଗଲେ। ସମାନେେ ଘାଷେଣା କଲେ ଯେ ଲୋକମାନେ ଅନୁତାପ କରନ୍ତୁ। ହୃଦୟ ପରିବର୍ତ୍ତନ କରନ୍ତୁ।
And they went out, and preached that men should repent.
13 ସମାନେେ ଲୋକଙ୍କ ଦହରେୁ ଅନକେ ଭୂତଙ୍କୁ ତଡି ଦେଲେ। ସମାନେେ ଅନକେ ରୋଗୀଙ୍କୁ ତୈଳ ଲଗାଇ ସୁସ୍ଥ କରି ଦେଲେ।
And they cast out many devils, and anointed with oil many that were sick, and healed them.
14 ରାଜା ହରେୋଦ ଯୀଶୁଙ୍କ ବିଷୟ ରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ଯାତି ଗ୍ଭରିଆଡେ ବ୍ଯାପି ଯାଇଥିଲା। କେତକେ ଲୋକ କହୁଥିଲେ, ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ଯୁରୁ ପୁନରୂତ୍ଥିତ ହାଇେଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ୟ୍ଯକାର୍ୟ୍ଯ କରି ପାରୁଛନ୍ତି।
And king Herod heard of him; (for his name was spread abroad:) and he said, That John the Baptist was risen from the dead, and therefore mighty works do shew forth themselves in him.
15 ଅନ୍ୟମାନେ କହୁଥିଲେ, ସେ ହେଉଛନ୍ତି ଏଲିୟ।
Others said, That it is Elias. And others said, That it is a prophet, or as one of the prophets.
16 େ ହରୋଦ ଯୀଶୁଙ୍କ ବିଷୟ ରେ ଏସବୁ ଶୁଣିଲେ। ସେ କହିଲେ, ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ଯା କରିଛି। ବର୍ତ୍ତମାନ ଯୋହନ ମୃତ୍ଯୁରୁ ପୁଣି ବଞ୍ଚି ଉଠିଛନ୍ତି।
But when Herod heard thereof, he said, It is John, whom I beheaded: he is risen from the dead.
17 ନିଜେ େ ହରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ଯମାନଙ୍କୁ ଆଦେଶ ଦଇେଥିଲେ। ଯୋହନଙ୍କୁ କାରାଗାର ରେ ରଖାଯାଇଥିଲା। େ ହରୋଦ ତାହାଙ୍କ ସ୍ତ୍ରୀ େ ହରୋଦିଆଙ୍କୁ ଖୁସି କରିବା ପାଇଁ ଏହା କରିଥିଲେ। ପ୍ରଥମେ େ ହରୋଦିଆ େ ହରୋଦଙ୍କ ଭାଇ ଫିଲିପ୍ସଙ୍କ ସ୍ତ୍ରୀ ଥିଲେ। ପରେ େ ହରୋଦ ତାହାଙ୍କୁ ବିବାହ କରିଥିଲେ।
For Herod himself had sent forth and laid hold upon John, and bound him in prison for Herodias’ sake, his brother Philip’s wife: for he had married her.
18 ଯୋହନ ହରେୋଦଙ୍କୁ କହିଥିଲେ, ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।
For John had said unto Herod, It is not lawful for thee to have thy brother’s wife.
19 ତେଣୁ େ ହରୋଦିଆ ଯୋହନଙ୍କୁ ଶତୃ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ଯା କରିବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିପାଇଁ ହରେୋଦଙ୍କୁ ପ୍ରବର୍ତ୍ତାଇବା ରେ ଅସଫଳ ହାଇେଥିଲେ।
Therefore Herodias had a quarrel against him, and would have killed him; but she could not:
20 ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।
For Herod feared John, knowing that he was a just man and an holy, and observed him; and when he heard him, he did many things, and heard him gladly.
21 କିଛି ଦିନ ପରେ େ ହରୋଦଙ୍କ ଜନ୍ମ ଦିନ ରେ ଯୋହନଙ୍କ ମୃତ୍ଯୁ ଘଟାଇବା ପାଇଁ ହରେୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସନୋପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ଯକ୍ତିମାନଙ୍କୁ େ ହରୋଦ ରାତ୍ରି ସମୟରେ ଭୋଜି ଦେଉଥାନ୍ତି।
And when a convenient day was come, that Herod on his birthday made a supper to his lords, high captains, and chief estates of Galilee;
22 ହରୋଦିଙ୍କ ଝିଅ ଭିତରକୁ ଆସି ନାଚିଲା। ତା ନାଚ ରେ ଅତିଥିଗଣ ଓ ନିଜେ େ ହରୋଦ ବହୁତ ଖୁସି ହେଲେ।
And when the daughter of the said Herodias came in, and danced, and pleased Herod and them that sat with him, the king said unto the damsel, Ask of me whatsoever thou wilt, and I will give it thee.
23 େ ହରୋଦ ଶପଥ ପୂର୍ବକ ମଧ୍ଯ କହିଲେ, ତୁ ଯାହା ମାଗିବୁ ମୁଁ ତୋତେ ତାହା ଦବେି। ଏପରିକି ମୁଁ ମାେ ରାଜ୍ଯର ଅଧା ଭାଗ ତୋତେ ଦଇପୋ ରେ।
And he sware unto her, Whatsoever thou shalt ask of me, I will give it thee, unto the half of my kingdom.
24 ଝିଅଟି ତା ମାଆ ପାଖକୁ ଯାଇ ପଚାରିଲା, ରାଜା େ ହରୋଦଙ୍କୁ ମୁଁ କ'ଣ ମାଗିବି?
And she went forth, and said unto her mother, What shall I ask? And she said, The head of John the Baptist.
25 ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଚାଲି ଗଲା। ସେ ରାଜାଙ୍କୁ କହିଲା, ମାେତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳି ରେ ରଖି ବର୍ତ୍ତମାନ ଦିଅ।
And she came in straightway with haste unto the king, and asked, saying, I will that thou give me by and by in a charger the head of John the Baptist.
26 ରାଜା େ ହରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦବୋକୁ ଶପଥ କି ସାରିଥିଲେ। ସଠାେରେ େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ହରେୋଦଙ୍କ ଶପଥ ବିଷୟ ରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦବୋ ପାଇଁ ହରେୋଦ ମନା କରିବାକୁ ଇଚ୍ଛା କଲେ ନାହିଁ।
And the king was exceeding sorry; yet for his oath’s sake, and for their sakes which sat with him, he would not reject her.
27 ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।
And immediately the king sent an executioner, and commanded his head to be brought: and he went and beheaded him in the prison,
28 ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।
And brought his head in a charger, and gave it to the damsel: and the damsel gave it to her mother.
29 ଏହି ସବୁ ଘଟଣା ଯୋହନଙ୍କ ଶିଷ୍ଯମାନେ ଶୁଣିଲେ। ସମାନେେ ଆସି ଯୋହନଙ୍କ ମୃତ ଶରୀରକୁ ନଇେ କବର ଦେଲେ।
And when his disciples heard of it, they came and took up his corpse, and laid it in a tomb.
30 ଯେଉଁ ପ୍ ରରେିତମାନଙ୍କୁ ଯୀଶୁ ପଠାଇଥିଲେ, ସମାନେେ ଫରେି ଆସିଲେ। ସମାନେେ ଯୀଶୁଙ୍କ ଚାରିପଟେ ଏକାଠି ହାଇେ, ସମାନେେ ଯାହା ସବୁ କରିଥିଲେ ଓ ଲୋକଙ୍କୁ ଯାହା ସବୁ ଶିକ୍ଷା ଦଇେଥିଲେ, ସେ ସବୁ ତାହାଙ୍କୁ କହିଲେ।
And the apostles gathered themselves together unto Jesus, and told him all things, both what they had done, and what they had taught.
31 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ବହୁତ ଗହଳି ସ୍ଥାନ ରେ ଥିଲେ। ସଠାେରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେରେ ଖାଇବାକୁ ମଧ୍ଯ ଟିକିଏ ସମୟ ପାଉ ନଥିଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେ ମାେ ସହିତ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲ ଓ ସଠାେରେ ଆମ୍ଭେ ଟିକେ ବିଶ୍ରାମ ନବୋ।
And he said unto them, Come ye yourselves apart into a desert place, and rest a while: for there were many coming and going, and they had no leisure so much as to eat.
32 ତେଣୁ ସମାନେେ ଗୋଟିଏ ଡଙ୍ଗା ରେ ବସି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲିଗଲେ।
And they departed into a desert place by ship privately.
33 କିନ୍ତୁ ବହୁତ ଲୋକ ସମାନଙ୍କେୁ ଚାଲି ଯାଉ ଥିବାର ଦେଖିଲେ ଓ ଚିହ୍ନି ମଧ୍ଯ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳ ପଥ ଦଇେ ଯୀଶୁଙ୍କ ଯାଉଥିବା ସ୍ଥାନ ରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସମାନେେ ସଠାେରେ ପହଞ୍ଚିଗଲେ।
And the people saw them departing, and many knew him, and ran afoot thither out of all cities, and outwent them, and came together unto him.
34 ଯୀଶୁ ଯେତବେେଳେ ସଠାେରେ ପହନ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସମାନଙ୍କେ ପାଇଁ ଦୁଃଖ ଅନୁଭବ କଲେ। କାରଣ ସମାନେେ ମଷେପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସମାନଙ୍କେୁ ଅନକେ ଉପଦେଶ ଦେଲେ।
And Jesus, when he came out, saw much people, and was moved with compassion toward them, because they were as sheep not having a shepherd: and he began to teach them many things.
35 ସେତବେେଳକେୁ ଦିନ ଗଡି ଯାଇଥିଲା। ତେଣୁ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସି କହିଲେ, ଏହା ଗୋଟିଏ ଜନଶୂନ୍ଯ ଜାଗା। ଦିନ ଗଡିଗଲାଣି।
And when the day was now far spent, his disciples came unto him, and said, This is a desert place, and now the time is far passed:
36 ତେଣୁ ଲୋକମାନଙ୍କୁ ଆଖ-ପାଖ ପଲ୍ଲୀ ଓ ଗାଁଗୁଡିକୁ ପଠାଅ। ତା' ହେଲେ ସଠାେକୁ ଯାଇ ସମାନେେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।
Send them away, that they may go into the country round about, and into the villages, and buy themselves bread: for they have nothing to eat.
37 ଯୀଶୁ କିନ୍ତୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମାନଙ୍କେୁ ଖାଇବାକୁ ଦିଅ।
He answered and said unto them, Give ye them to eat. And they say unto him, Shall we go and buy two hundred pennyworth of bread, and give them to eat?
38 ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଯାଇ ଦେଖ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?
He saith unto them, How many loaves have ye? go and see. And when they knew, they say, Five, and two fishes.
39 ଯୀଶୁ ଆଜ୍ଞା ଦେଲେ, ଲୋକମାନଙ୍କୁ ପଡିଆର ସବୁଜ ଘାସ ଉପରେ ଦଳ-ଦଳ କରି ବ ସଇେ ଦିଅ।
And he commanded them to make all sit down by companies upon the green grass.
40 ଲୋକମାନେ ପ୍ରତି ଦଳ ରେ ପଚାଶ-ପଚାଶ ବା ଶ ହେ-ଶ ହେ ହାଇବେସିଗଲେ।
And they sat down in ranks, by hundreds, and by fifties.
41 ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।
And when he had taken the five loaves and the two fishes, he looked up to heaven, and blessed, and brake the loaves, and gave them to his disciples to set before them; and the two fishes divided he among them all.
42 ସମସ୍ତେ ପୁରା ପଟେ ଖାଇ ତୃପ୍ତ ହେଲେ।
And they did all eat, and were filled.
43 ସମସ୍ତେ ଖାଇ ସାରିବା ପରେ ଶିଷ୍ଯମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡିକୁ ବାରଟି ଟୋକଇେ ରେ ସଂପୂର୍ଣ୍ଣ କରି ଭର୍ତ୍ତି କଲେ।
And they took up twelve baskets full of the fragments, and of the fishes.
44 ଯେଉଁମାନେ ରୋଟୀ ଖାଇଥିଲେ ସମାନଙ୍କେ ମଧିଅରେ କବଳେ ପୁରୁଷଙ୍କ ସଂଖ୍ଯା ପାଞ୍ଚ ହଜାର ଥିଲା।
And they that did eat of the loaves were about five thousand men.
45 ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।
And straightway he constrained his disciples to get into the ship, and to go to the other side before unto Bethsaida, while he sent away the people.
46 ଯୀଶୁ ଲୋକମାନଙ୍କୁ ବିଦାୟ ଦବୋ ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ଯ ରେ ପାହାଡ ଉପରକୁ ଗଲେ।
And when he had sent them away, he departed into a mountain to pray.
47 ସନ୍ଧ୍ଯା ହବୋ ପରେ ମଧ୍ଯ ଡଙ୍ଗାଟି ହ୍ରଦ ମଝି ରେ ଥିଲା ଓ ଯୀଶୁ ସ୍ଥଳ ଭାଗ ରେ ଏକୁଟିଆ ଥିଲେ।
And when even was come, the ship was in the midst of the sea, and he alone on the land.
48 ଯୀଶୁ ଦେଖିଲେ ଯେ ଶିଷ୍ଯମାନଙ୍କୁ ଡଙ୍ଗା ରେ ଆହୁଲା ମାରିବା ପାଇଁ ବଡ ଅସୁବିଧା ହେଉଛି। କାରଣ ସେତବେେଳେ ପବନ ତାହାଙ୍କର ବିପରୀତ ଦିଗ ରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତ ରେ ଯୀଶୁ ହ୍ରଦ ଉପରେ ଚାଲି ଚାଲି ଶିଷ୍ଯମାନଙ୍କ ପାଖକୁ ଆସିଲେ। ସେ ଶିଷ୍ଯମାନଙ୍କ ପାଖ ଦଇେ ଯେତବେେଳେ ଆଗଇେ ୟିବା ଉପରେ,
And he saw them toiling in rowing; for the wind was contrary unto them: and about the fourth watch of the night he cometh unto them, walking upon the sea, and would have passed by them.
49 ସେତବେେଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲୁଥିବାର ତେଖି ତାହାଙ୍କୁ ଭୂତ ବୋଲି ଭାବି ନେଲେ। ସମାନେେ ଚିତ୍କାର କରିବାକୁ ଲାଗିଲେ।
But when they saw him walking upon the sea, they supposed it had been a spirit, and cried out:
50 ସମସ୍ତ ଶିଷ୍ଯମାନେ ଯମେିତି ତାହାଙ୍କୁ ଦେଖିଲେ ସମାନେେ ଡରିଗଲେ। ଯୀଶୁ ତୁରନ୍ତ ସମାନଙ୍କେୁ କହିଲେ, ସାହାସ ଧର। ଇଏ ମୁଁ, ଭୟ କର ନାହିଁ।
For they all saw him, and were troubled. And immediately he talked with them, and saith unto them, Be of good cheer: it is I; be not afraid.
51 ତା'ପରେ ସେ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଚଢିଗଲେ। ପବନ ବନ୍ଦ ହାଇଗେଲା। ଏଥି ରେ ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ।
And he went up unto them into the ship; and the wind ceased: and they were sore amazed in themselves beyond measure, and wondered.
52 ସମାନେେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ୟ୍ଯକାର୍ୟ୍ଯକୁ ବୁଝି ପାରି ନଥିଲେ। ସମାନଙ୍କେ ବୁଦ୍ଧି ଜଡ ହାଇଯୋଇଥିଲା।
For they considered not the miracle of the loaves: for their heart was hardened.
53 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ହ୍ରଦପାରି ହାଇେ ଗିନ୍ନସରେତ୍ ରେ ପହନ୍ଚିଲେ। ସମାନେେ ଡଙ୍ଗାଟି ସଠାେରେ ବାନ୍ଧି ଦେଲେ।
And when they had passed over, they came into the land of Gennesaret, and drew to the shore.
54 ଡଙ୍ଗାରୁ ଓହ୍ଲଇେ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ।
And when they were come out of the ship, straightway they knew him,
55 ତା'ପରେ ସମାନେେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦବୋ ପାଇଁ ସେ ଅଞ୍ଚଳର ପ୍ରେତ୍ୟକକ ସ୍ଥାନକୁ ଦୌଡି ଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସଠାେରେ ଖବର ବ୍ଯାପିଗଲା ଓ ସଠାେକୁ ଲୋକମାନେ ରୋଗୀମାନଙ୍କୁ ଖଟିଆ ରେ ନଇେ ଆସିଲେ।
And ran through that whole region round about, and began to carry about in beds those that were sick, where they heard he was.
56 ଯୀଶୁ ସେ ଅଞ୍ଚଳର ନଗର , ଗାଁ ଓ ପୁରପଲ୍ଲୀ ଯେଉଁଆଡେ ଗଲେ, ଲୋକେ ରୋଗୀମାନଙ୍କୁ ସଠାେକାର ହାଟ ବଜାର ରେ ଥୋଇ ଦଇେ ତାହାଙ୍କୁ ଅନୁ ରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସମାନଙ୍କେୁ ଛୁଇଁ ଦବୋକୁ ସୁ ଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସମାନେେ ସମସ୍ତେ ସୁସ୍ଥ ହାଇଗେଲେ।
And whithersoever he entered, into villages, or cities, or country, they laid the sick in the streets, and besought him that they might touch if it were but the border of his garment: and as many as touched him were made whole.