Genesis 50

fullscreen15 ଯାକୁବଙ୍କର ମୃତ୍ଯୁପରେ, ଯୋଷଫେର ଭାଇମାନେ ବ୍ଯସ୍ତ ହାଇେ ପଡ଼ିଲେ। ସମାନେେ ଭୟ କଲେ ଯେ ପୂର୍ବରୁ ଆମ୍ଭେ ଯୋଷଫଙ୍କେୁ ଯେପରି କରିଥିଲୁ। ସମାନେେ କହିଲେ, ଯୋଷଫେ ଆମ୍ଭକୁ ଘୃଣା କରିବ ଓ ତା'ର ପ୍ରତିଫଳ ଆମ୍ଭକୁ ଦବେ।

fullscreen16 ତେଣୁ ତା'ର ଭାଇମାନେ ଯୋଷଫଙ୍କେ ନିକଟକୁ ବାର୍ତ୍ତା ପଠାଇଲେ:

fullscreen17 ଯୋଷଫଙ୍କେୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରି ଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସମାନଙ୍କେର ସହେି ଅଧର୍ମ ଓ ପାପ ମାର୍ଜନା କରିବ।' ଏଣୁକରି ଆମ୍ଭମାନେେ ବିନଯ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ବରଙ୍କ ଦାସଗଣର ଅଧର୍ମ ମାର୍ଜନା କର।

fullscreen18 ତା'ର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସମାନେେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭର ଦାସ ହବେୁ।

fullscreen19 ଏହାପରେ ଯୋଷଫେ ସମାନଙ୍କେୁ କହିଲେ, ଭୟ କର ନାହିଁ। ମୁଁ ପରମେଶ୍ବର ନୁହେଁ। ମାରେ ଦଣ୍ଡ ଦବୋର ଅଧିକାର ନାହିଁ।

fullscreen20 ଏହା ସତ୍ଯ ଯେ ତୁମ୍ଭମାନେେ ମାେ ବିରୁଦ୍ଧ ରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବ ରେ ପରମେଶ୍ବରଙ୍କର ଯୋଜନା ଥିଲାଉତ୍ତମ। ପରମେଶ୍ବରଙ୍କର ଯୋଜନା ଥିଲା ଯେ, ସେ ମାେ ଦ୍ବାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥି ପାଇଁ ଏସବୁ ହେଲା।

fullscreen21 ତେଣୁ ଭୟକର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନବେି। ଏହି ପ୍ରକାର ରେ ଯୋଷଫେ ତାଙ୍କର ଭାଇମାନଙ୍କୁ ମଧୁର ବଚନ ରେ ତୋଷିଲେ। ଏହିପରି କଥା ରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ବନା ଦେଲେ।

fullscreen22 ଯୋଷଫେ ତାଙ୍କର ପିତାଙ୍କ ପରିବାର ସହିତ ମିଶର ରେ ରହିଲେ। ଯୋଷଫଙ୍କେୁ ଯେତବେେଳେ 110 ବର୍ଷ ହେଲା, ସେ ସୃତ୍ଯୁ ବରଣ କଲେ।

fullscreen23 ଯୋଷଫେ ଇଫ୍ରାଯିର ତୃତୀୟ ପୁରୁଷ ପର୍ୟ୍ଯନ୍ତ ସନ୍ତାନ ସନ୍ତତି ଦେଖିଲେ। ଯୋଷଫେ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।

15 And when Joseph’s brethren saw that their father was dead, they said, Joseph will peradventure hate us, and will certainly requite us all the evil which we did unto him.

16 And they sent a messenger unto Joseph, saying, Thy father did command before he died, saying,

17 So shall ye say unto Joseph, Forgive, I pray thee now, the trespass of thy brethren, and their sin; for they did unto thee evil: and now, we pray thee, forgive the trespass of the servants of the God of thy father. And Joseph wept when they spake unto him.

18 And his brethren also went and fell down before his face; and they said, Behold, we be thy servants.

19 And Joseph said unto them, Fear not: for am I in the place of God?

20 But as for you, ye thought evil against me; but God meant it unto good, to bring to pass, as it is this day, to save much people alive.

21 Now therefore fear ye not: I will nourish you, and your little ones. And he comforted them, and spake kindly unto them.

22 And Joseph dwelt in Egypt, he, and his father’s house: and Joseph lived an hundred and ten years.

23 And Joseph saw Ephraim’s children of the third generation: the children also of Machir the son of Manasseh were brought up upon Joseph’s knees.

Genesis 50 in Tamil and English

15 ଯାକୁବଙ୍କର ମୃତ୍ଯୁପରେ, ଯୋଷଫେର ଭାଇମାନେ ବ୍ଯସ୍ତ ହାଇେ ପଡ଼ିଲେ। ସମାନେେ ଭୟ କଲେ ଯେ ପୂର୍ବରୁ ଆମ୍ଭେ ଯୋଷଫଙ୍କେୁ ଯେପରି କରିଥିଲୁ। ସମାନେେ କହିଲେ, ଯୋଷଫେ ଆମ୍ଭକୁ ଘୃଣା କରିବ ଓ ତା'ର ପ୍ରତିଫଳ ଆମ୍ଭକୁ ଦବେ।
And when Joseph’s brethren saw that their father was dead, they said, Joseph will peradventure hate us, and will certainly requite us all the evil which we did unto him.

16 ତେଣୁ ତା'ର ଭାଇମାନେ ଯୋଷଫଙ୍କେ ନିକଟକୁ ବାର୍ତ୍ତା ପଠାଇଲେ:
And they sent a messenger unto Joseph, saying, Thy father did command before he died, saying,

17 ଯୋଷଫଙ୍କେୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରି ଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସମାନଙ୍କେର ସହେି ଅଧର୍ମ ଓ ପାପ ମାର୍ଜନା କରିବ।' ଏଣୁକରି ଆମ୍ଭମାନେେ ବିନଯ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ବରଙ୍କ ଦାସଗଣର ଅଧର୍ମ ମାର୍ଜନା କର।
So shall ye say unto Joseph, Forgive, I pray thee now, the trespass of thy brethren, and their sin; for they did unto thee evil: and now, we pray thee, forgive the trespass of the servants of the God of thy father. And Joseph wept when they spake unto him.

18 ତା'ର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସମାନେେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭର ଦାସ ହବେୁ।
And his brethren also went and fell down before his face; and they said, Behold, we be thy servants.

19 ଏହାପରେ ଯୋଷଫେ ସମାନଙ୍କେୁ କହିଲେ, ଭୟ କର ନାହିଁ। ମୁଁ ପରମେଶ୍ବର ନୁହେଁ। ମାରେ ଦଣ୍ଡ ଦବୋର ଅଧିକାର ନାହିଁ।
And Joseph said unto them, Fear not: for am I in the place of God?

20 ଏହା ସତ୍ଯ ଯେ ତୁମ୍ଭମାନେେ ମାେ ବିରୁଦ୍ଧ ରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବ ରେ ପରମେଶ୍ବରଙ୍କର ଯୋଜନା ଥିଲାଉତ୍ତମ। ପରମେଶ୍ବରଙ୍କର ଯୋଜନା ଥିଲା ଯେ, ସେ ମାେ ଦ୍ବାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥି ପାଇଁ ଏସବୁ ହେଲା।
But as for you, ye thought evil against me; but God meant it unto good, to bring to pass, as it is this day, to save much people alive.

21 ତେଣୁ ଭୟକର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନବେି। ଏହି ପ୍ରକାର ରେ ଯୋଷଫେ ତାଙ୍କର ଭାଇମାନଙ୍କୁ ମଧୁର ବଚନ ରେ ତୋଷିଲେ। ଏହିପରି କଥା ରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ବନା ଦେଲେ।
Now therefore fear ye not: I will nourish you, and your little ones. And he comforted them, and spake kindly unto them.

22 ଯୋଷଫେ ତାଙ୍କର ପିତାଙ୍କ ପରିବାର ସହିତ ମିଶର ରେ ରହିଲେ। ଯୋଷଫଙ୍କେୁ ଯେତବେେଳେ 110 ବର୍ଷ ହେଲା, ସେ ସୃତ୍ଯୁ ବରଣ କଲେ।
And Joseph dwelt in Egypt, he, and his father’s house: and Joseph lived an hundred and ten years.

23 ଯୋଷଫେ ଇଫ୍ରାଯିର ତୃତୀୟ ପୁରୁଷ ପର୍ୟ୍ଯନ୍ତ ସନ୍ତାନ ସନ୍ତତି ଦେଖିଲେ। ଯୋଷଫେ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।
And Joseph saw Ephraim’s children of the third generation: the children also of Machir the son of Manasseh were brought up upon Joseph’s knees.