Genesis 5 - DBY (Oriya)
1 This is the book of Adam's generations. In the day that God created man, in the likeness of God made he him.ଏହା ହେଉଛି ଆଦମଙ୍କର ବଂଶାବଳୀର ଇତିହାସ। ପରମେଶ୍ବର ତାଙ୍କ ସାଦୃଶ୍ଯ ରେ ମନୁଷ୍ଯକୁ ସୃଷ୍ଟି କଲେ।
2 Male and female created he them; and blessed them, and called their name Adam, in the day when they were created.ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସହେିଦିନ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ ଦେଲେ ଏବଂ ସମାନଙ୍କେର ନାମ ମନୁଷ୍ଯ ଦେଲେ।
3 And Adam lived a hundred and thirty years, and begot [a son] in his likeness, after his image, and called his name Seth.ଆଦମକୁ 130 ବର୍ଷ ପହଞ୍ଚିବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ସେ ଠିକ୍ ଆଦମଙ୍କର ପରି ଦେଖିବାକୁ ଥିଲା। ଆଦମ ତାଙ୍କର ନାମ ଦଇେଥିଲେ ଶେଥ।
4 And the days of Adam after he had begotten Seth were eight hundred years; and he begot sons and daughters.ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲେ। ସହେି ସମୟରେ ଆଉ ପୁତ୍ର କନ୍ଯାମାନଙ୍କୁ ଜନ୍ମ କଲେ।
5 And all the days of Adam that he lived were nine hundred and thirty years; and he died.ଏହିପରି ଆଦମ ମାଟେ 930 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
6 And Seth lived a hundred and five years, and begot Enosh.ଶେଥ 105 ବର୍ଷ ସମୟରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ।
7 And Seth lived after he had begotten Enosh eight hundred and seven years, and begot sons and daughters.ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ଶେଥଙ୍କର ଅନ୍ୟପୁତ୍ର ଓ କନ୍ଯାମାନେ ଜନ୍ମ ହେଲ।
8 And all the days of Seth were nine hundred and twelve years; and he died.ଏହାପରେ ଶେଥ ମାଟେ ରେ 912 ବର୍ଷ ବଞ୍ଚିବା ପରେ ମୃତ୍ଯୁବରଣ କଲେ।
9 And Enosh lived ninety years, and begot Cainan.ଈନୋଶକୁ ନବେ ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମି୍ମଥିଲା। ତାଙ୍କର ନାମ ଥିଲା କଯିନାନ୍।
10 And Enosh lived after he had begotten Cainan eight hundred and fifteen years, and begot sons and daughters.କଯିନାନ୍ର ଜନ୍ମପରେ ଈନୋଶ 815 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ପୁତ୍ରକନ୍ଯାମାନ ଜନ୍ମ ହେଲ।
11 And all the days of Enosh were nine hundred and five years; and he died.ଏହିପରି ଈନୋଶ ମାଟେ 905 ବର୍ଷ ବଞ୍ଚିଲାପରେ ମୃତ୍ଯୁବରଣ କଲେ।
12 And Cainan lived seventy years, and begot Mahalaleel.କଯିନାନ ସତୁରି ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ତାହାର ନାମ ମହଲଲଲେ।
13 And Cainan lived after he had begotten Mahalaleel eight hundred and forty years, and begot sons and daughters.ମହଲଲଲେ ଜନ୍ମ ନବୋପରେ କଯିନାନ 840 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ କଯିନାନଙ୍କର ଅନ୍ୟ ପୁତ୍ର ଓ କନ୍ଯାଗଣ ଜନ୍ମ ହେଲ।
14 And all the days of Cainan were nine hundred and ten years; and he died.ଏହିପରି ଭାବରେ କଯିନାନ୍ 910 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
15 And Mahalaleel lived sixty-five years, and begot Jared.ମହଲଲଲେ ପଞ୍ଚଷଠି ବର୍ଷ ବଯସ ରେ ଯରଦେ ନାମକ ଏକ ପୁତ୍ର ସନ୍ତାନ ଜନ୍ମ କଲେ।
16 And Mahalaleel lived after he had begotten Jared eight hundred and thirty years, and begot sons and daughters.ଯରଦେ ଜନ୍ମ ହେଲାପରେ ମହଲଲଲେ 830 ବର୍ଷ ବଞ୍ଚିଲେ ଏବଂ ସହେି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କଲେ।
17 And all the days of Mahalaleel were eight hundred and ninety-five years; and he died.ଏହିପରି ଭାବରେ ମହଲଲଲେ 895 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
18 And Jared lived a hundred and sixty-two years, and begot Enoch.ଯରଦେକୁ ଯେତବେେଳେ 162 ବର୍ଷ ବଯସ ହାଇେଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲ, ତାହାର ନାମ ହନୋକ।
19 And Jared lived after he had begotten Enoch eight hundred years, and begot sons and daughters.ହନୋକ ଜନ୍ମ ହେଲା ପରେ, ଯରଦେ ଯରହେ 800 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ସେ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ କଲେ।
20 And all the days of Jared were nine hundred and sixty-two years; and he died.ଏହିପରି ଭାବରେ ଯରଦେ 962 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
21 And Enoch lived sixty-five years, and begot Methushelah.ହନୋକ 65 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ମଥୂଶଲହେ।
22 And Enoch walked with God after he had begotten Methushelah three hundred years, and begot sons and daughters.ମଥୂଶଲହେ ଜନ୍ମ ନବୋ ପରେ ହନୋକ 300 ବର୍ଷ ପର୍ୟ୍ଯନ୍ତ ପରମେଶ୍ବରଙ୍କୁ ଅନୁସରଣ କଲେ। ଆହୁରି ମଧ୍ଯ ଅନ୍ୟ ପୁତ୍ର ଏବଂ କନ୍ଯାଗଣ ତାଙ୍କଠାରୁ ଜନ୍ମ ନେଲେ।
23 And all the days of Enoch were three hundred and sixty-five years.ଏହିପରି ଭାବରେ ହନୋକ 365 ବର୍ଷ ବଞ୍ଚିଲେ।
24 And Enoch walked with God; and he was not, for God took him.ଦିନେ, ଯେ ତବେଳେ ହନୋକ ପରମେଶ୍ବରଙ୍କୁ ଅନୁସରଣ କରିଥିଲେ, ସେ ଅନ୍ତର୍ଧ୍ଯାନ ହେଲ, ଯେ ହତେୁ ତାଙ୍କୁ ପରମେଶ୍ବର ନଇଗେଲେ।
25 And Methushelah lived a hundred and eighty-seven years, and begot Lemech.ମଥୁଶଲହେ 187 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ। ତାହାର ନାମ ଲମେକ।
26 And Methushelah lived after he had begotten Lemech seven hundred and eighty-two years, and begot sons and daughters.ଲମେକର ଜନ୍ମ ପରେ ମଥୂଶଲହେ 782 ବର୍ଷ ବଞ୍ଚିଲେ ଏବଂ ସେ ଆହୁରି ଅନକେ ପୁତ୍ର କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ।
27 And all the days of Methushelah were nine hundred and sixty-nine years; and he died.ମଥୁଶଲହେ ମାଟେ 969 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
28 And Lemech lived a hundred and eighty-two years, and begot a son.ଯେତବେେଳେ ଲମେକକୁ 182 ବର୍ଷ ବଯସ ହାଇେଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା।
29 And he called his name Noah, saying, This [one] shall comfort us concerning our work and concerning the toil of our hands, because of the ground which Jehovah has cursed.ଲମେକ ତା'ର ନାମ ରଖିଲେ ନୋହ। ସେ କହିଲେ, ପରମେଶ୍ବରଙ୍କ ଦ୍ବାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ବନା ଦବେ।
30 And Lemech lived after he had begotten Noah five hundred and ninety-five years, and begot sons and daughters.ନୋହ ଜନ୍ମ ହବୋପରେ ଲମେକ 595 ବର୍ଷ ବଞ୍ଚିଲେ ଏବଂ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ।
31 And all the days of Lemech were seven hundred and seventy-seven years; and he died.ସେ ମାଟେ 777 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
32 And Noah was five hundred years old, and Noah begot Shem, Ham, and Japheth.ଏହାପରେ ନୋହଙ୍କୁ ଯେତବେେଳେ 500 ବର୍ଷ ବଯସ ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶମେ, ହାମ ଓ ଯଫେତ୍।
Oriya Bible