Genesis 49

fullscreen27 ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।

fullscreen28 ଏମାନେ ଇଶ୍ରାୟେଲର ଦ୍ବାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହିକଥା କହି, ଏମାନଙ୍କର ପ୍ରତି ଜଣକୁ ବିଶଷେ ଆଶୀର୍ବାଦ କଲେ।

fullscreen29 ଏହାପରେ ଇଶ୍ରାୟେଲ ତାଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ମୁଁ ଯେତବେେଳେ ମରିବି, ମାରେପୂର୍ବପୁରୁଷମାନଙ୍କ ସହିତ ମାେତେ ଇଫ୍ରୋଣର ହତେୀଯ କ୍ଷତେ ରେ କବର ଦିଅ।

fullscreen30 ଏଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶ ରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପଲୋର କ୍ଷେ ତ୍ର ହତେୀଯ ଇଫ୍ରୋଣଠାରୁ କିଣିଥିଲେ। ସହେି ହତେୀଯ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହା ରେ ମାରେ ପୂର୍ବପୁରୁଷମାନଙ୍କ ନିକଟରେ ମାେତେ କବର ଦବେ।

fullscreen31 ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠେ ରେ କବର ପ୍ରାପ୍ତ ହାଇେଛନ୍ତି। ଇସ୍ହାକ୍ ଓ ତା'ର ସ୍ତ୍ରୀ ରିବିକା ସହେିଠା ରେ କବର ନଇେଛନ୍ତି। ମୁଁ ସହେି ସ୍ଥାନ ରେ ଲୟୋକୁ କବର ଦଇେଛି।

fullscreen32 ସହେି କ୍ଷେତ୍ର ଓ ଦନ୍ମଧ୍ଯସ୍ଥ ଗୁହା ହତେୀଯ ସନ୍ତାନମାନଙ୍କଠାରୁ କିଣା ହାଇେଅଛି।

27 Benjamin shall ravin as a wolf: in the morning he shall devour the prey, and at night he shall divide the spoil.

28 All these are the twelve tribes of Israel: and this is it that their father spake unto them, and blessed them; every one according to his blessing he blessed them.

29 And he charged them, and said unto them, I am to be gathered unto my people: bury me with my fathers in the cave that is in the field of Ephron the Hittite,

30 In the cave that is in the field of Machpelah, which is before Mamre, in the land of Canaan, which Abraham bought with the field of Ephron the Hittite for a possession of a buryingplace.

31 There they buried Abraham and Sarah his wife; there they buried Isaac and Rebekah his wife; and there I buried Leah.

32 The purchase of the field and of the cave that is therein was from the children of Heth.

Genesis 49 in Tamil and English

27 ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।
Benjamin shall ravin as a wolf: in the morning he shall devour the prey, and at night he shall divide the spoil.

28 ଏମାନେ ଇଶ୍ରାୟେଲର ଦ୍ବାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହିକଥା କହି, ଏମାନଙ୍କର ପ୍ରତି ଜଣକୁ ବିଶଷେ ଆଶୀର୍ବାଦ କଲେ।
All these are the twelve tribes of Israel: and this is it that their father spake unto them, and blessed them; every one according to his blessing he blessed them.

29 ଏହାପରେ ଇଶ୍ରାୟେଲ ତାଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ମୁଁ ଯେତବେେଳେ ମରିବି, ମାରେପୂର୍ବପୁରୁଷମାନଙ୍କ ସହିତ ମାେତେ ଇଫ୍ରୋଣର ହତେୀଯ କ୍ଷତେ ରେ କବର ଦିଅ।
And he charged them, and said unto them, I am to be gathered unto my people: bury me with my fathers in the cave that is in the field of Ephron the Hittite,

30 ଏଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶ ରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପଲୋର କ୍ଷେ ତ୍ର ହତେୀଯ ଇଫ୍ରୋଣଠାରୁ କିଣିଥିଲେ। ସହେି ହତେୀଯ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହା ରେ ମାରେ ପୂର୍ବପୁରୁଷମାନଙ୍କ ନିକଟରେ ମାେତେ କବର ଦବେ।
In the cave that is in the field of Machpelah, which is before Mamre, in the land of Canaan, which Abraham bought with the field of Ephron the Hittite for a possession of a buryingplace.

31 ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠେ ରେ କବର ପ୍ରାପ୍ତ ହାଇେଛନ୍ତି। ଇସ୍ହାକ୍ ଓ ତା'ର ସ୍ତ୍ରୀ ରିବିକା ସହେିଠା ରେ କବର ନଇେଛନ୍ତି। ମୁଁ ସହେି ସ୍ଥାନ ରେ ଲୟୋକୁ କବର ଦଇେଛି।
There they buried Abraham and Sarah his wife; there they buried Isaac and Rebekah his wife; and there I buried Leah.

32 ସହେି କ୍ଷେତ୍ର ଓ ଦନ୍ମଧ୍ଯସ୍ଥ ଗୁହା ହତେୀଯ ସନ୍ତାନମାନଙ୍କଠାରୁ କିଣା ହାଇେଅଛି।
The purchase of the field and of the cave that is therein was from the children of Heth.