Genesis 49:19
ସୈନ୍ଯଦଳ ଗାଦକୁ ଆକ୍ରମଣ କରିବେ। କିନ୍ତୁ ଗାଦ ସମାନଙ୍କେୁ ପଛରୁ ଆକ୍ରମଣ କରିବ।
Genesis 49:19 in Other Translations
King James Version (KJV)
Gad, a troop shall overcome him: but he shall overcome at the last.
American Standard Version (ASV)
Gad, a troop shall press upon him; But he shall press upon their heel.
Bible in Basic English (BBE)
Gad, an army will come against him, but he will come down on them in their flight.
Darby English Bible (DBY)
Gad -- troops will rush upon him; But he will rush upon the heel.
Webster's Bible (WBT)
Gad, a troop shall overcome him: but he shall overcome at the last.
World English Bible (WEB)
"Gad, a troop will press on him; But he will press on their heel.
Young's Literal Translation (YLT)
Gad! a troop assaulteth him, But he assaulteth last.
| Gad, | גָּ֖ד | gād | ɡahd |
| a troop | גְּד֣וּד | gĕdûd | ɡeh-DOOD |
| shall overcome | יְגוּדֶ֑נּוּ | yĕgûdennû | yeh-ɡoo-DEH-noo |
| he but him: | וְה֖וּא | wĕhûʾ | veh-HOO |
| shall overcome | יָגֻ֥ד | yāgud | ya-ɡOOD |
| at the last. | עָקֵֽב׃ | ʿāqēb | ah-KAVE |
Cross Reference
Genesis 30:11
ଲୟୋ କହିଲା, ମୁଁ ଭାଗ୍ଯବତୀ ତେଣୁ ସେ ତା'ର ନାମ ଦଲୋ ଗାଦ୍।
Genesis 46:16
ଗାଦ୍ର ପୁତ୍ରମାନେ ଥିଲେ, ସିଫୋନ୍, ହଗି, ଶୂନୀ ଓ ଇଷବୋନ୍ ଓ ଏହି ଅରୋଜୀ ଅରେଲୀ।
Numbers 32:1
ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।
Deuteronomy 33:20
ମାଶାେ ଗାଦଙ୍କ ବିଷଯ ରେ ଏହି ସବୁ କହିଲେ, ପରମେଶ୍ବରଙ୍କର ପ୍ରଶଂସା ଗାନ କର ଯେ ଗାଦ୍ଙ୍କକ୍ସ୍ଟ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶାଇେ ରହେ ଓ ଅପେକ୍ଷା କରେ। ଏହାପରେ ଅପେକ୍ଷା କରି ପଶକ୍ସ୍ଟମାନଙ୍କୁ ଚିରି ବିଦିର୍ଣ କରେ।
Joshua 13:8
ରକ୍ସ୍ଟବନରେ ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସମାନଙ୍କେର ଦେଶକକ୍ସ୍ଟ ନଇୟୋଇଛନ୍ତି। ସଦାପ୍ରଭୁଙ୍କର ସବେକ ମାଶାେ, ତାଙ୍କୁ ଏହି ଦେଶଗକ୍ସ୍ଟଡିକ ଦଇେଛନ୍ତି। ତାହା ୟର୍ଦ୍ଦନ ନଦୀର ପୂର୍ବ ଭାଗ ରେ।
Judges 10:1
ଅବୀମଲକରେ ମୃତକ୍ସ୍ଟ୍ଯପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ଇଶ୍ରାୟେଲବାସୀଙ୍କକ୍ସ୍ଟ ରକ୍ଷା କରିବା ପାଇଁ ପଠାଇଲେ। ସହେି ବିଗ୍ଭରକଙ୍କ ନାମ ଥିଲା ତାେଲୟ। ସେ ଥିଲେ ପୂଯାର ପକ୍ସ୍ଟତ୍ର। ଦୋଦୟର ପକ୍ସ୍ଟତ୍ର ପୂଯାର ଥିଲେ। ତାେଲୟ ଥିଲେ ଇଷାଖର ପରିବାରବର୍ଗ। ଯାହାକି ଇଫ୍ରଯିମ ପର୍ବତମଯ ଦେଶ ଶାମୀର ସହର ରେ ତାେଲୟ ବାସ କଲେ।
1 Chronicles 3:18
ମଲକୀରାମ, ପଦାଯ, ଶିନତସର, ୟିକମିଯ ହୋଶାମା ଓ ନଦବିଯ।
1 Chronicles 5:11
ଗାଦ୍ଙ୍କ ଗୋଷ୍ଠୀ ରୁବନେୀଯମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀଯ ଲୋକମାନେ ସଲଖା ସହର ପର୍ୟ୍ଯନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ।
1 Chronicles 5:26
ତେଣୁ ଇଶ୍ରାୟେଲର ପରମେଶ୍ବର ଅଶୂର ରାଜା ପୂଲର ମନ ରେ ୟୁଦ୍ଧ ନିମନ୍ତେ ୟିବା ପାଇଁ ଉତ୍ତଜେନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପଲନେଷେର ମଧ୍ଯ କୁହାୟାଏ। ସେ ରୂବନେ ଓ ଗାଦ୍ ଗୋଷ୍ଠୀର ମନଃଶିର ଅର୍ଦ୍ଧକେ ଗୋଷ୍ଠୀ ସହିତ ୟୁଦ୍ଧ କଲେ। ସେ ବଳପୂର୍ବକ ସମାନଙ୍କେୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନଇଗେଲେ। ପୂଲ ସମାନଙ୍କେୁ ହଲଦ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସହେିଦିନଠାରୁ ସମାନେେ ସହେି ସ୍ଥାନ ରେ ବାସ କରୁଛନ୍ତି।