Genesis 46
1 ତେଣୁ ଇଶ୍ରାୟେଲ ମିଶରକୁ ୟାତ୍ରା କଲେ। ପ୍ରଥମେ ଇଶ୍ରାୟେଲ ବରେଶବୋକୁ ଗଲେ। ସଠାେରେ ସେ ପରମେଶ୍ବରଙ୍କ ଉପାସନା କଲେ। ତାଙ୍କର ପିତା ଇସ୍ହାକଙ୍କ ପରମେଶ୍ବରଙ୍କୁ। ଏବଂ ସେ ସଠାେରେ ହାମବେଳି ଦେଲେ।
2 ରାତ୍ର ରେ ପରମେଶ୍ବର ଇଶ୍ରାୟେଲକୁ ସ୍ବପ୍ନ ରେ କହିଲେ, ଯାକୁବ, ଯାକୁବ।
3 ଏହାପରେ ପରମେଶ୍ବର କହିଲେ, ଆମ୍ଭେ ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର। ମିଶରକୁ ୟିବାକୁ ଭୟ କର ନାହିଁ। ମିଶର ରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା।
4 ମୁଁ ତୁମ୍ଭ ସହିତ ମିଶରକୁ ୟିବି। ଏବଂ ଆମ୍ଭେ ତୁମ୍ଭକୁ ପୁନ୍ନରାଯ ମିଶରରୁ ଆଣିବା। ତୁମ୍ଭେ ମିଶର ରେ ଦହେତ୍ଯାଗ କରିବ। ତୁମ୍ଭେ ଦହେ ତ୍ଯାଗ କରିବା ସମୟରେ ଯୋଷଫେ ତୁମ୍ଭ ପାଖ ରେ ଥିବ।
1 And Israel took his journey with all that he had, and came to Beer-sheba, and offered sacrifices unto the God of his father Isaac.
2 And God spake unto Israel in the visions of the night, and said, Jacob, Jacob. And he said, Here am I.
3 And he said, I am God, the God of thy father: fear not to go down into Egypt; for I will there make of thee a great nation:
4 I will go down with thee into Egypt; and I will also surely bring thee up again: and Joseph shall put his hand upon thine eyes.
Genesis 46 in Tamil and English
1 ତେଣୁ ଇଶ୍ରାୟେଲ ମିଶରକୁ ୟାତ୍ରା କଲେ। ପ୍ରଥମେ ଇଶ୍ରାୟେଲ ବରେଶବୋକୁ ଗଲେ। ସଠାେରେ ସେ ପରମେଶ୍ବରଙ୍କ ଉପାସନା କଲେ। ତାଙ୍କର ପିତା ଇସ୍ହାକଙ୍କ ପରମେଶ୍ବରଙ୍କୁ। ଏବଂ ସେ ସଠାେରେ ହାମବେଳି ଦେଲେ।
And Israel took his journey with all that he had, and came to Beer-sheba, and offered sacrifices unto the God of his father Isaac.
2 ରାତ୍ର ରେ ପରମେଶ୍ବର ଇଶ୍ରାୟେଲକୁ ସ୍ବପ୍ନ ରେ କହିଲେ, ଯାକୁବ, ଯାକୁବ।
And God spake unto Israel in the visions of the night, and said, Jacob, Jacob. And he said, Here am I.
3 ଏହାପରେ ପରମେଶ୍ବର କହିଲେ, ଆମ୍ଭେ ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର। ମିଶରକୁ ୟିବାକୁ ଭୟ କର ନାହିଁ। ମିଶର ରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା।
And he said, I am God, the God of thy father: fear not to go down into Egypt; for I will there make of thee a great nation:
4 ମୁଁ ତୁମ୍ଭ ସହିତ ମିଶରକୁ ୟିବି। ଏବଂ ଆମ୍ଭେ ତୁମ୍ଭକୁ ପୁନ୍ନରାଯ ମିଶରରୁ ଆଣିବା। ତୁମ୍ଭେ ମିଶର ରେ ଦହେତ୍ଯାଗ କରିବ। ତୁମ୍ଭେ ଦହେ ତ୍ଯାଗ କରିବା ସମୟରେ ଯୋଷଫେ ତୁମ୍ଭ ପାଖ ରେ ଥିବ।
I will go down with thee into Egypt; and I will also surely bring thee up again: and Joseph shall put his hand upon thine eyes.