Genesis 44 - WEB (Oriya)
1 He commanded the steward of his house, saying, "Fill the men's sacks with food, as much as they can carry, and put every man's money in his sack's mouth.ଯୋଷଫେ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ସହେି ଲୋକମାନଙ୍କର ପଟ ରେ ସମାନେେ ଯେତେ ନଇେପାରିବେ େସତେ ଶସ୍ଯ ଭର୍ତ୍ତି କର ଏବଂ ସମାନଙ୍କେ ପଇସା ମଧ୍ଯ ତାଙ୍କ ଥଳି ଉପରେ ରଖି ଦିଅ।
2 Put my cup, the silver cup, in the sack's mouth of the youngest, with his grain money." He did according to the word that Joseph had spoken.ସାନ ଭାଇର ପଟ ରେ ତା'ର ଟଙ୍କା ତକ ଭର୍ତ୍ତି କର। କିନ୍ତୁ ତା'ର ପଟ ରେ ମାରେ ରୂପାତାଟିଆ ରଖ। ଯୋଷଫେ ସମାନଙ୍କେୁ ଯେପରି କହିଲେ ଦାସମାନେ ଠିକ୍ ସହେିପରି କଲେ।
3 As soon as the morning was light, the men were sent away, they and their donkeys.ତା' ପରଦିନ ପ୍ରତ୍ଯୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା।
4 When they had gone out of the city, and were not yet far off, Joseph said to his steward, "Up, follow after the men. When you overtake them, ask them, 'Why have you rewarded evil for good?ସମାନେେ ନଗର ଛାଡ଼ିବା ପରେ ଯୋଷଫେ ତାଙ୍କର ଦାସଙ୍କୁ କହିଲେ, ସହେି ଲୋକମାନଙ୍କୁ ଅନୁସରଣ କର। ସମାନଙ୍କେୁ ଅଟକାଇ କୁହ, 'ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ଯବହାର କଲୁ କିନ୍ତୁ ତୁମ୍ଭମାନେେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭମାନେେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଚୋରି କଲ?
5 Isn't this that from which my lord drinks, and by which he indeed divines? You have done evil in so doing.'"ମାରେ ମହାଶୟ ସହେି କପ୍ରୁ ପାନକରିସାରିବା ପରେ ଗୁପ୍ତକଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆ ରେ ଜାଣିବାକୁ ଏହା ବ୍ଯବହାର କରନ୍ତି। କାହିଁକି ତୁମ୍ଭମାନେେ ଏହି ମନ୍ଦ କାର୍ୟ୍ଯ କଲ?
6 He overtook them, and he spoke to them these words.ତେଣୁ ଦାସମାନେ ତାଙ୍କର କଥାମାନି ଏବଂ ସମାନେେ ଘାଡ଼ୋ ଚଢ଼ି ତାଙ୍କୁ ଅନୁସରଣ କଲେ। ସହେି ଦାସମାନେ ସମାନଙ୍କେୁ ଯୋଷଫଙ୍କେ କଥା କହିଲେ।
7 They said to him, "Why does my lord speak such words as these? Far be it from your servants that they should do such a thing!କିନ୍ତୁ ଭାଇମାନେ ସହେି ଦସକେୁ କହିଲେ, ତୁମ୍ଭର କର୍ତ୍ତା ଏପରି କାହିଁକି କହିଲେ,? ଆମ୍ଭେ ଏପରି କିଛି କର୍ୟ୍ଯ କରିନାହୁଁ।
8 Behold, the money, which we found in our sacks' mouths, we brought again to you out of the land of Canaan. How then should we steal silver or gold out of your lord's house?ଆମ୍ଭମାନେେ କିଣାନ ଦେଶରୁ ଫରେି ଆସିଛୁ। ଆମ୍ଭ ପଟ ମଧିଅରେ ଥିବା ଟଙ୍କା ଫରୋଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ।
9 With whoever of your servants it be found, let him die, and we also will be my lord's bondservants."ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ଯା କରିପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସବେକଗଣ ହବେୁ।
10 He said, "Now also let it be according to your words: he with whom it is found will be my bondservant; and you will be blameless."ଦାସ କହିଲେ, ତୁମ୍ଭେ ଯାହା କହିବ ଆମ୍ଭେ ସହେିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ଯା କରିବୁ ନାହିଁ। ଆମ୍ଭେ ଯଦି ସହେି ରୂପା ପାତ୍ର ପାଉ ତବେେ ସେ ଲୋକ ଆମ୍ଭର ଦାସ ହବେ। ଏବଂ ଅନ୍ୟମାନେ ମୁକ୍ତ ହବେେ।
11 Then they hurried, and took down every man his sack to the ground, and opened every man his sack.ଏହାପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସଗେୁଡ଼ିକୁୁ ଖାେଳିଲେ।
12 He searched, beginning with the eldest, and ending at the youngest. The cup was found in Benjamin's sack.ଯୋଷଫଙ୍କେ ଦାସ ସହେି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ବଯ ରେ ସାନର ପଟ ଦେଖିଲେ। ଶଷେ ରେ ବିନ୍ଯାମୀନର ପଟରୁ ସହେି ପାତ୍ରଟିକୁ ପାଇଲେ।
13 Then they tore their clothes, and loaded every man his donkey, and returned to the city.ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସମାନେେ ଦୁଃଖ ରେ ସମାନଙ୍କେର ପୋଷାକ ଚିରି ପକାଇଲେ। ସମାନେେ ସମାନଙ୍କେର ପଟଗୁଡ଼ିକ ଗଧ ପିଠି ରେ ପକାଇ ନଗରକୁ ଫରେିଲେ।
14 Judah and his brothers came to Joseph's house, and he was still there. They fell on the ground before him.ଯିହୁଦା ଏବଂ ତା'ର ଭାଇମାନେ ଯୋଷଫଙ୍କେ ଗୃହକୁ ଗଲେ। ଯୋଷଫେ ସହେିଠା ରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ।
15 Joseph said to them, "What deed is this that you have done? Don't you know that such a man as I can indeed divine?"ଯୋଷଫେ ସମାନଙ୍କେୁ କହିଲେ, ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ'ଣ ଜାଣି ପାରିଲ ନାହିଁ। ମୁଁ ସମସ୍ତ ଗୁପ୍ତକଥା ଜାଣିପା ରେ। ମାଠାରୁେ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରିପାରିବ ନାହିଁ।
16 Judah said, "What will we tell my lord? What will we speak? Or how will we clear ourselves? God has found out the iniquity of your servants. Behold, we are my lord's bondservants, both we, and he also in whose hand the cup is found."ଯିହୁଦା କହିଲେ, ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫଇେ ଦବୋର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରିପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ ଦୋଷ। ପରମେଶ୍ବରଙ୍କ ବିଚାର ରେ ଆମ୍ଭେ କରିଥିବା କାର୍ୟ୍ଯ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ତୁମ୍ଭର ଦାସ ହାଇେ ରହିବୁ, ତାହା ସହିତ ଯାହାର ପଟରୁ ତୁମ୍ଭର ପାତ୍ର ମିଳିଲା।
17 He said, "Far be it from me that I should do so. The man in whose hand the cup is found, he will be my bondservant; but as for you, go up in peace to your father."କିନ୍ତୁ ଯୋଷଫେ କହିଲେ, ପରମେଶ୍ବର ଏପରି କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କବଳେ ଯେ ମାରେ ପାତ୍ର ଚୋରି କରିଛି, ସେ ମାରେ ଦାସ ହବେ। ଅନ୍ୟମାନେ ଶାନ୍ତି ରେ ତୁମ୍ଭର ପିତାଙ୍କ ନିକଟକୁ ଫରେିୟାଅ।
18 Then Judah came near to him, and said, "Oh, my lord, please let your servant speak a word in my lord's ears, and don't let your anger burn against your servant; for you are even as Pharaoh.ଏହାପରେ ଯିହୁଦା ଯୋଷଫଙ୍କେ ନିକଟକୁ ୟାଇ କହିଲେ, ହେ ମହାଶୟ, ମାେତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମାେ ଉପରେ କୋରଧ କର ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ଯ।
19 My lord asked his servants, saying, 'Have you a father, or a brother?'ପୂର୍ବରୁ ଆପଣ ଆମ୍ଭକୁ ପଚାରି ଥିଲେ, 'ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?'
20 We said to my lord, 'We have a father, an old man, and a child of his old age, a little one; and his brother is dead, and he alone is left of his mother; and his father loves him.'ଆମ୍ଭେ ତୁମ୍ଭକୁ ଉତ୍ତର କରିଥିଲୁ, 'ହଁ, ଆମ୍ଭର ଏକ ପିତା ଅଛନ୍ତି। ସେ ବାର୍ଦ୍ଧକ୍ଯ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ଯନ୍ତ ପ୍ ରମେ କରୁଥିଲେ। କାରଣ ସେ ପିତାଙ୍କର ବର୍ଦ୍ଧକ୍ଯ କାଳ ରେ ଜନ୍ମ ନଇେଥିଲେ। ସହେି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ଯାମୀନ ହେଉଛି ସହେି ଭାଇ ଯାହା ଏକା ମାର ସନ୍ତାନ। ଆମ୍ଭର ପିତା ମଧ୍ଯ ତାଙ୍କୁ ଅତ୍ଯନ୍ତ ଭଲପାନ୍ତି।'
21 You said to your servants, 'Bring him down to me, that I may set my eyes on him.'ତା'ପରେ ତୁମ୍ଭେ ଆମ୍ଭକୁ କହିଲେ, ' ତବେେ ସହେି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଚା ହେଁ।'
22 We said to my lord, 'The boy can't leave his father: for if he should leave his father, his father would die.'ଆମ୍ଭେ କହିଲୁ, 'ଆମ୍ଭର ସାନ ଭାଇ ଆସିପାରିବ ନାହିଁ। ସେ ପିତାଙ୍କୁ ଛାଡ଼ି ଆସିବ ନାହିଁ। ଯଦି ପିତା ତାକୁ ହରାନ୍ତି ତବେେ ପିତା ଦୁଃଖ ରେ ପ୍ରାଣ ତ୍ଯାଗ କରିବେ।'
23 You said to your servants, 'Unless your youngest brother comes down with you, you will see my face no more.'କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, 'ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମାେତେ କବେେ ଦେଖିବ ନାହିଁ।'
24 It happened when we came up to your servant my father, we told him the words of my lord.ତେଣୁ ଆମ୍ଭେ ପିତଙ୍କ ନିକଟକୁ ଫରେି ଗଲୁ ଓ ତୁମ୍ଭେ ଯାହା କହିଥିଲ, ତାଙ୍କୁ କହିଲୁ।
25 Our father said, 'Go again, buy us a little food.'ଏହାପରେ, ଆମ୍ଭର ପିତା କହିଲେ, 'ତୁମ୍ଭମାନେେ ୟାଇ କିଛି ଖାଦ୍ୟ ଆମ୍ଭମାନଙ୍କ ପାଇଁ ଆଣ।'
26 We said, 'We can't go down. If our youngest brother is with us, then will we go down: for we may not see the man's face, unless our youngest brother is with us.'ଏବଂ ଆମ୍ଭେ ପିତାଙ୍କୁ କହିଲୁ, 'ଆମ୍ଭେ ଆମ୍ଭର ସାନ ଭାଇ ବିନା ୟାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନୟାଏ, ତାହାହେଲେ ସହେି ବ୍ଯକ୍ତିର ମୂଖ ଦେଖି ପାରିବୁ ନାହିଁ।'
27 Your servant, my father, said to us, 'You know that my wife bore me two sons:ଏହାପରେ ଆମ୍ଭର ପିତା ଆମ୍ଭକୁ କହିଲେ, 'ତୁମ୍ଭେ ଜାଣ ମାରେସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନଇେଥିଲେ।
28 and the one went out from me, and I said, "Surely he is torn in pieces;" and I haven't seen him since.ଗୋଟିଏ ପୁତ୍ର ମାଠାରୁେ ଦୂରକୁ ଚାଲିଗଲା। ସହେି ଦିନଠାରୁ ମୁଁ ତାକୁ ଦେଖି ନାହିଁ। ମୁଁ ବିଶ୍ବାସ କରେ ସେ ହିଂସ୍ର ଜନ୍ତୁଙ୍କ ଦ୍ବାରା ଗ୍ରାସିତ ହାଇୟୋଇଛି।
29 If you take this one also from me, and harm happens to him, you will bring down my gray hairs with sorrow to Sheol.'ଯଦି ତୁମ୍ଭେ ମାରେ ଆର ପୁତ୍ରକୁ ମାେ ଠାରୁ ଦୂ ରଇେ ନିଅ। ଏବଂ ଯଦି ତା'ର କିଛି ହୁଏ, ତବେେ ମୁଁ ଦୁଃଖ ରେ ମରିୟିବି।'
30 Now therefore when I come to your servant my father, and the boy is not with us; seeing that his life is bound up in the boy's life;ବର୍ତ୍ତମାନ ଚିନ୍ତା କରନ୍ତୁ, କ'ଣ ହବେ। ଯେତବେେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫରେିବୁ। ସହେି ବାଳକ ଆମ୍ଭ ପିତଙ୍କର ଅମୁଲ୍ଯ ସମ୍ପଦ।
31 it will happen, when he sees that the boy is no more, that he will die. Your servants will bring down the gray hairs of your servant, our father, with sorrow to Sheol.ଆମ୍ଭର ପିତା ଏକ ଦୁଃଖି ବୃଦ୍ଧ ଲୋକ, ସେ ଯେତବେେଳେ ଦେଖିବେ ବିନ୍ଯାମୀନ ଆମ୍ଭ ସହିତ ନାହିଁ। ଏବଂ ଏହା ଆମ୍ଭର ଦୋଷ ହବେ। ଆମ୍ଭ ଯୋଗୁଁ ସେ ଦୁଃଖି ମଣିଷ ପରି ମୃତ୍ଯୁବରଣ କରିବେ।
32 For your servant became collateral for the boy to my father, saying, 'If I don't bring him to you, then I will bear the blame to my father forever.'ମୁଁ ଏହି ଭାଇ ପାଇଁ ଦାଯିତ୍ବ ନଇେଛି। ମୁଁ ମାରେ ପିତାଙ୍କୁ କହିଥିଲି, 'ଯଦି ମୁଁ ବିନ୍ଯାମୀନଙ୍କୁ ସାଙ୍ଗ ରେ ନ ନିଏ ତବେେ ସେ ମାେତେ ଜୀବନ ସାରା ଦୋଷ ବହନ କରିବ।'
33 Now therefore, please let your servant stay instead of the boy, a bondservant to my lord; and let the boy go up with his brothers.ତେଣୁ ମୁଁ ଆପଣଙ୍କୁ ଭିକ୍ଷା ମାଗୁଛି। ଦୟାକରି ତାଙ୍କୁ ଆମ୍ଭର ଭାଇମାନଙ୍କ ସହିତ ୟିବାକୁ ଦିଅ। ଏବଂ ମୁଁ ତୁମ୍ଭର ଦାସ ହାଇେ ରହିବି।
34 For how will I go up to my father, if the boy isn't with me? Lest I see the evil that will come on my father."ମୁଁ ମାରେ ପିତାଙ୍କ ନିକଟକୁ ଫରେିୟାଇପାରିବି ନାହିଁ। ଯଦି ବିନ୍ଯାମୀନ ମାେ ସହିତ ନୟାଏ। ମାେତେ ଡ଼ର ଲାଗୁଛି ମାରେ ପିତାଙ୍କର କ'ଣ ହବେ।
Oriya Bible