Genesis 44

fullscreen11 ଏହାପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସଗେୁଡ଼ିକୁୁ ଖାେଳିଲେ।

fullscreen12 ଯୋଷଫଙ୍କେ ଦାସ ସହେି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ବଯ ରେ ସାନର ପଟ ଦେଖିଲେ। ଶଷେ ରେ ବିନ୍ଯାମୀନର ପଟରୁ ସହେି ପାତ୍ରଟିକୁ ପାଇଲେ।

fullscreen13 ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସମାନେେ ଦୁଃଖ ରେ ସମାନଙ୍କେର ପୋଷାକ ଚିରି ପକାଇଲେ। ସମାନେେ ସମାନଙ୍କେର ପଟଗୁଡ଼ିକ ଗଧ ପିଠି ରେ ପକାଇ ନଗରକୁ ଫରେିଲେ।

fullscreen14 ଯିହୁଦା ଏବଂ ତା'ର ଭାଇମାନେ ଯୋଷଫଙ୍କେ ଗୃହକୁ ଗଲେ। ଯୋଷଫେ ସହେିଠା ରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ।

fullscreen15 ଯୋଷଫେ ସମାନଙ୍କେୁ କହିଲେ, ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ'ଣ ଜାଣି ପାରିଲ ନାହିଁ। ମୁଁ ସମସ୍ତ ଗୁପ୍ତକଥା ଜାଣିପା ରେ। ମାଠାରୁେ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରିପାରିବ ନାହିଁ।

fullscreen16 ଯିହୁଦା କହିଲେ, ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫଇେ ଦବୋର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରିପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ ଦୋଷ। ପରମେଶ୍ବରଙ୍କ ବିଚାର ରେ ଆମ୍ଭେ କରିଥିବା କାର୍ୟ୍ଯ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ତୁମ୍ଭର ଦାସ ହାଇେ ରହିବୁ, ତାହା ସହିତ ଯାହାର ପଟରୁ ତୁମ୍ଭର ପାତ୍ର ମିଳିଲା।

fullscreen17 କିନ୍ତୁ ଯୋଷଫେ କହିଲେ, ପରମେଶ୍ବର ଏପରି କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କବଳେ ଯେ ମାରେ ପାତ୍ର ଚୋରି କରିଛି, ସେ ମାରେ ଦାସ ହବେ। ଅନ୍ୟମାନେ ଶାନ୍ତି ରେ ତୁମ୍ଭର ପିତାଙ୍କ ନିକଟକୁ ଫରେିୟାଅ।

11 Then they speedily took down every man his sack to the ground, and opened every man his sack.

12 And he searched, and began at the eldest, and left at the youngest: and the cup was found in Benjamin’s sack.

13 Then they rent their clothes, and laded every man his ass, and returned to the city.

14 And Judah and his brethren came to Joseph’s house; for he was yet there: and they fell before him on the ground.

15 And Joseph said unto them, What deed is this that ye have done? wot ye not that such a man as I can certainly divine?

16 And Judah said, What shall we say unto my lord? what shall we speak? or how shall we clear ourselves? God hath found out the iniquity of thy servants: behold, we are my lord’s servants, both we, and he also with whom the cup is found.

17 And he said, God forbid that I should do so: but the man in whose hand the cup is found, he shall be my servant; and as for you, get you up in peace unto your father.

Genesis 44 in Tamil and English

11 ଏହାପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସଗେୁଡ଼ିକୁୁ ଖାେଳିଲେ।
Then they speedily took down every man his sack to the ground, and opened every man his sack.

12 ଯୋଷଫଙ୍କେ ଦାସ ସହେି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ବଯ ରେ ସାନର ପଟ ଦେଖିଲେ। ଶଷେ ରେ ବିନ୍ଯାମୀନର ପଟରୁ ସହେି ପାତ୍ରଟିକୁ ପାଇଲେ।
And he searched, and began at the eldest, and left at the youngest: and the cup was found in Benjamin’s sack.

13 ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସମାନେେ ଦୁଃଖ ରେ ସମାନଙ୍କେର ପୋଷାକ ଚିରି ପକାଇଲେ। ସମାନେେ ସମାନଙ୍କେର ପଟଗୁଡ଼ିକ ଗଧ ପିଠି ରେ ପକାଇ ନଗରକୁ ଫରେିଲେ।
Then they rent their clothes, and laded every man his ass, and returned to the city.

14 ଯିହୁଦା ଏବଂ ତା'ର ଭାଇମାନେ ଯୋଷଫଙ୍କେ ଗୃହକୁ ଗଲେ। ଯୋଷଫେ ସହେିଠା ରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ।
And Judah and his brethren came to Joseph’s house; for he was yet there: and they fell before him on the ground.

15 ଯୋଷଫେ ସମାନଙ୍କେୁ କହିଲେ, ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ'ଣ ଜାଣି ପାରିଲ ନାହିଁ। ମୁଁ ସମସ୍ତ ଗୁପ୍ତକଥା ଜାଣିପା ରେ। ମାଠାରୁେ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରିପାରିବ ନାହିଁ।
And Joseph said unto them, What deed is this that ye have done? wot ye not that such a man as I can certainly divine?

16 ଯିହୁଦା କହିଲେ, ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫଇେ ଦବୋର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରିପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ ଦୋଷ। ପରମେଶ୍ବରଙ୍କ ବିଚାର ରେ ଆମ୍ଭେ କରିଥିବା କାର୍ୟ୍ଯ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ତୁମ୍ଭର ଦାସ ହାଇେ ରହିବୁ, ତାହା ସହିତ ଯାହାର ପଟରୁ ତୁମ୍ଭର ପାତ୍ର ମିଳିଲା।
And Judah said, What shall we say unto my lord? what shall we speak? or how shall we clear ourselves? God hath found out the iniquity of thy servants: behold, we are my lord’s servants, both we, and he also with whom the cup is found.

17 କିନ୍ତୁ ଯୋଷଫେ କହିଲେ, ପରମେଶ୍ବର ଏପରି କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କବଳେ ଯେ ମାରେ ପାତ୍ର ଚୋରି କରିଛି, ସେ ମାରେ ଦାସ ହବେ। ଅନ୍ୟମାନେ ଶାନ୍ତି ରେ ତୁମ୍ଭର ପିତାଙ୍କ ନିକଟକୁ ଫରେିୟାଅ।
And he said, God forbid that I should do so: but the man in whose hand the cup is found, he shall be my servant; and as for you, get you up in peace unto your father.