Bible

Genesis 43 - BBE (Oriya)

1 And when the grain which they had got in Egypt was all used up, their father said to them, Go again and get us a little food.ଏହି ସମୟରେ ସେ ଦେଶ ରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା।

2 And Judah said to him, The man said to us with an oath, You are not to come before me again without your brother.ଯାକୁବର ପରବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ଯ ଖାଇ ଦେଲେ। ଯେତବେେଳେ ସହେି ଶସ୍ଯସବୁ ସରିଗଲା। ଯାକୁବ ତା'ର ପୁତ୍ରମାନଙ୍କୁ କହିଲେ, ମିଶରକୁ ୟାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ଯ ଖାଇବା ପାଇଁ ଆଣ।

3 If you will let our brother go with us, we will go down and get food:କିନ୍ତୁ ଯିହୁଦା ଯାକୁବଙ୍କୁ କହିଲେ, ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦଇେ କହିଥିଲେ, 'ଯଦି ତୁମ୍ଭେ ତୁମ୍ଭର ଭାଇକୁ ମାେ ପାଖକୁ ନଆଣ ତବେେ ତୁମ୍ଭ ସହିତ କଥାବାର୍ତ୍ତା ହବେ ନାହିଁ।'

4 But if you will not send him, we will not go down: for the man said to us, You are not to come before me if your brother is not with you.ଯଦି ତୁମ୍ଭେ ବିନ୍ଯାମୀନକୁ ଆମ ସହିତ ପଠାଅ। ତବେେ ଆମ୍ଭେ ୟାଇ ଶସ୍ଯ କ୍ରଯ କରିପାରିବୁ।

5 And Israel said, Why were you so cruel to me as to say to him that you had a brother?ଯଦି ତୁମ୍ଭେ ବିନ୍ଯାମୀନଙ୍କୁ ଆମ ସହିତ ନ ପଠାଅ। ତବେେ ଆମ୍ଭେ ଆଉ ସଠାେକୁ ୟିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦଇେଛି ଯେ ତୁମ୍ଭର ସାନଭାଇକୁ ନଆଣି ଏଠାକୁ ଆସିବ ନାହିଁ।

6 And they said, The man put a number of questions to us about ourselves and our family, saying, Is your father still living? have you another brother? And we had to give him answers; how were we to have any idea that he would say, Come back with your brother?ଯାକୁବ କହିଲା, ତୁମ୍ଭମାନେେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭମାନେେ ମାେ ପାଇଁ ଏକ ଖରାପ କାର୍ୟ୍ଯ କାହିଁକି କଲ?

7 Then Judah said to Israel, his father, Send the boy with me, and let us be up and going, so that we and you and our little ones may not come to destruction.ଭାଇମାନେ ଉତ୍ତର ଦେଲେ, ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଲା। ସେ ଆମ୍ଭ ବିଷଯ ରେ ଓ ଆମ୍ଭ ପରିବାର ବଷଯ ରେ ସବୁ ଜାଣିବାକୁ ଚାହିଁଲା। ସେ ଆମ୍ଭମାନଙ୍କୁ ପଚାରିଲା, 'ତୁମ୍ଭର ପିତା କ'ଣ ଏବବେି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହ ରେ ଅଛି କି?' ଆମ୍ଭେ ଜାଣି ନଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।

8 Put him into my care and make me responsible for him: if I do not give him safely back to you, let mine be the sin for ever.ଏହାପରେ ଯିହୁଦା ତାଙ୍କର ପିତାଙ୍କୁ କହିଲେ, ବିନ୍ଯାମୀନକୁ ମାେ ସହିତ ୟିବାକୁ ଦିଅ। ମୁଁ ତା'ର ଯତ୍ନ ନବେି। ଆମ୍ଭମାନଙ୍କୁ ମିଶର ୟାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନଯାଉ ତବେେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ଯ ମରିବେ।

9 Truly, if we had not let the time go by, we might have come back again by now.ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା' ପାଇଁ ଦାଯି ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫରୋଇ ନଆଣେ ତବେେ ତୁମ୍ଭେ ମାେତେ ଜୀବନ ସାରା ଦୋଷ ଦବେ।

10 Then their father Israel said to them, If it has to be so, then do this: take of the best fruits of the land in your vessels to give the man, perfumes and honey and spices and nuts:ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ୟିବାକୁ ଦଇେଥାନ୍ତ, ଆମ୍ଭେ ସଠାେରେ ପହଞ୍ଚି ସାରି ଦୁଇଥର ଫରେି ଆସିଥାଆନ୍ତୁ।

11 And take twice as much money with you; that is to say, take back the money which was put in your bags, for it may have been an error;ଏହାପରେ ତାଙ୍କର ପିତା ଇଶ୍ରାୟେଲ କହିଲେ, ଯଦି ଏହା ସତ୍ଯ ତବେେ ବିନ୍ଯାମୀନକୁ ତୁମ୍ଭ ସହିତ ନଇୟୋଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନଇୟୋଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁଗ୍ଗୁଳ ଓ ଗନ୍ଧରସ ନଇେ ୟାଅ।

12 And take your brother and go back to the man:ତୁମ୍ଭମାନେେ ଗତଥର ଯେତେ ଟଙ୍କା ନଇେଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫରୋଇ ଦଇେଥିଲେ ତାହାବି ନଇୟୋଅ କାରଣ ସେ ଏହା ଭୂଲ୍ ରେ ତୁମ୍ଭମାନଙ୍କୁ ଫରୋଇ ଦଇେଥିବେ।

13 And may God, the Ruler of all, give you mercy before the man, so that he may give you back your other brother and Benjamin. If my children are to be taken from me; there is no help for it.ବିନ୍ଯାମୀନକୁ ନଇେ ତାଙ୍କ ପାଖକୁ ୟାଅ।

14 So they took what their father said for the man, and twice as much money in their hands, and Benjamin, and went on their journey to Egypt, and came before Joseph.ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପାର୍ଥନା କରିବି, ସେ ରାଜ୍ଯପାଳଙ୍କୁ ଏପରି କହି ଦବେେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେଶିମିଯୋନ ଓ ବିନ୍ଯାମୀନଙ୍କୁ ନିରାପଦ ରେ ଫରୋଇ ଦବେେ। ଯଦି ନ ଫରୋନ୍ତି, ତବେେ ମାେତେ ପୁଣି ପୁତ୍ର ପାଇଁ ଶାେକ କରିବାକୁ ପଡ଼ିବ।

15 And when Joseph saw Benjamin, he said to his chief servant, Take these men into my house, and make ready a meal, for they will take food with me in the middle of the day.ତେଣୁ ସହେି ଭାଇମାନେ ସହେି ଉପହାର ଦଇେ ସହେି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସମାନଙ୍କେ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନଇଗେଲେ। ଏଥର ତାଙ୍କ ସହିତ ବିନ୍ଯାମୀନ ମଧ୍ଯ ମିଶରକୁ ଗଲେ। ସମାନେେ ଯେତବେେଳେ ସଠାେରେ ପହନ୍ଚିଲେ, ସମାନେେ ଯୋଷଫଙ୍କେୁ ଦେଖିବାକୁ ଗଲେ।

16 And the servant did as Joseph said, and took the men into Joseph's house.ଯୋଷଫେ ସମାନଙ୍କେ ସହିତ ବିନ୍ଯାମୀନକୁ ଦେଖିଲେ। ଯୋଷଫେ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ସହେି ଲୋକମାନଙ୍କୁ ମାରେ ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସହେି ଲୋକମାନେ ଆଜି ମାେ ସହିତ ମଧ୍ଯାନ୍ନ ଭୋଜନ କରିବେ।

17 Now the men were full of fear because they had been taken into Joseph's house and they said, It is because of the money which was put back in our bags the first time; he is looking for something against us, so that he may come down on us and take us and our asses for his use.ଦାସକୁ ଯେପରି କୁହା ୟାଇଥିଲା ସେ ଠିକ୍ ସହେିପରି କଲା। ସେ ସହେି ଲୋକମାନଙ୍କୁ ଯୋଷଫଙ୍କେ ଗୃହକୁ ପା େଛାଟି ନଲୋ।

18 So they went up to Joseph's chief servant at the door of the house,ସହେି ଲୋକମାନେ ଭୟଭିତ ହାଇେ ଗଲେ ଯେତବେେଳେ ସମାନେେ ଯୋଷଫଙ୍କେ ଗୃହକୁ ଗଲେ। ସମାନେେ କହିଲେ, ଆମ୍ଭମାନଙ୍କୁ ଏଥର ଏଠାକୁ ଅଣା ୟିବାର କାରଣ ହେଉଛ ଗତଥର ଆମ୍ଭମାନେେ ଶସ୍ଯ ଅଖା ସହିତ ସହେି ଟଙ୍କା ନଇେ ୟାଇଥିଲୁ। ଆମ୍ଭ ବିରୁଦ୍ଧ ରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନଇେଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।

19 And said, O my lord, we only came down the first time to get food;ଯେତବେେଳେ ଯୋଷଫଙ୍କେ ଭାଇମାନେ ଯୋଷଫଙ୍କେ ଦାସଙ୍କୁ ଭଟେିଲେ, ସମାନେେ ତାଙ୍କ ସହିତ ଯୋଷଫଙ୍କେ ଘରର ଦ୍ବାର ସମ୍ମୁଖ ରେ କଥା ହେଲେ।

20 And when we came to our night's resting-place, on opening our bags we saw that every man's money was in the mouth of his bag, all our money in full weight: and we have it with us to give it back;ସମାନେେ କହିଲେ, ମହାଶୟ ଆମ୍ଭେ ପ୍ରତିଜ୍ଞା କରୁଛୁ ଯେ, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ଏହା ସତ୍ଯ ଅଟେ। ଗତଥର ଆମ୍ଭମାନେେ ଏଠାକୁ ଖାଦ୍ୟ କ୍ରଯ କରିବାକୁ ଆସିଥିଲୁ।

21 As well as more money, with which to get food: we have no idea who put our money in our bags.ୟିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବଳକେୁ ଆମ୍ଭମାନଙ୍କର ଟଙ୍କା ପ୍ରେତ୍ୟକକଙ୍କ ପଟ ମଧିଅରେ ଥିଲା।

22 Then the servant said, Peace be with you: have no fear: your God, even the God of your father, has put wealth in your bags for you: I had your money. Then he let Simeon come out to them.ଆମ୍ଭେ ଜାଣି ନାହୁଁ ତାହା ସଠାେକୁ କିପରି ଗଲା। କିନ୍ତୁ ଆମ୍ଭମାନେେ ସହେି ଅର୍ଥ ତୁମ୍ଭକୁ ଦବୋ ପାଇଁ ଫରୋଇ ଆଣିଛୁ। କିଛି ଖାଦ୍ୟ ନଇୟିବୋ ପାଇଁ ଆଉ କିଛି ଅର୍ଥ ଆଣିଛୁ।

23 And the servant took them into Joseph's house, and gave them water for washing their feet; and he gave their asses food.କିନ୍ତୁ ଦାସ ଉତ୍ତର ଦେଲେ, ଭୟ କରନାହିଁ। ମାେତେ ବିଶ୍ବାସ କର। ତୁମ୍ଭର ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର ଉପହାର ସ୍ବରୂପ ତୁମ୍ଭ ପଟ ରେ ପୁରା ୟାଇଥିଲା। ମାରେ ମନେ ଅଛି ତୁମ୍ଭେ ସହେି ଟଙ୍କା ଗତ ଥର ମାେତେ ଶସ୍ଯ କିଣିବା ସମୟରେ ଦଇେଥିଲ।

24 And they got ready the things for Joseph before he came in the middle of the day: for word was given to them that they were to have a meal there.ସହେି ଦାସ ଏମାନଙ୍କୁ ଯୋଷଫଙ୍କେ ଗୃହକୁ ନଇଗେଲେ। ସେ ତାଙ୍କୁ ତାଙ୍କର ପାଦ ଧୋଇବା ପାଇଁ କିଛି ପାଣି ଦେଲେ। ଏହାପରେ ତାଙ୍କର ଗଧମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଗଲା।

25 And when Joseph came in, they gave him the things which they had for him, and went down to the earth before him.ଭାଇମାନେ ଶୁଣିବାକୁ ପାଇଲେ ଯେ ସମାନେେ ଯୋଷଫଙ୍କେ ସହିତ ଖାଇବାକୁ ଯାଉଛନ୍ତି। ତେଣୁ ସମାନେେ ତାଙ୍କର ଉପହାର ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଲାଗିଲେ।

26 And he said, How are you? is your father well, the old man of whom you were talking to me? is he still living?ଯୋଷଫେ ଗୃହକୁ ପ୍ରବେଶ କଲେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହାପରେ ସମାନେେ ଯୋଷଫଙ୍କେୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ।

27 And they said, Your servant, our father, is well, he is still living. And they went down on their faces before him.ଯୋଷଫେ ସମାନଙ୍କେୁ ସମାନଙ୍କେର ଭଲମନ୍ଦ ବିଷଯ ରେ ପଚାରିଲେ। ତା'ପରେ ଯୋଷଫେ କହିଲେ, ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲ ରେ ବଞ୍ଚିଛନ୍ତି ତ?

28 Then, lifting up his eyes, he saw Benjamin, his brother, his mother's son, and he said, Is this your youngest brother of whom you gave me word? And he said, God be good to you, my son.ଭାଇମାନେ ଉତ୍ତର ଦେଲେ, ହଁ, ମହାଶୟ ଆମ୍ଭର ପିତା ଏବେ ଜୀବିତ। ଏବଂ ସମାନେେ ପୁନ୍ନର୍ବାର ଯୋଷଫଙ୍କେୁ ପ୍ରଣାମ କଲେ।

29 Then Joseph's heart went out to his brother, and he went quickly into his room, for he was overcome with weeping.ଯେତବେେଳେ ଯୋଷଫେ ତାଙ୍କର ଭାଇ ବିନ୍ଯାମୀନକୁ ଦେଖିଲେ। ବିନ୍ଯାମୀନ ଓ ଯୋଷଫେ ଗୋଟିଏ ମା'ର ସନ୍ତାନ। ଯୋଷଫେ କହିଲେ, ଏହି କ'ଣ ତୁମ୍ଭର ସାନ ଭାଇ, ଯାହା ବିଷଯ ରେ ତୁମ୍ଭେ ମାେତେ କହୁଥିଲ? ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ କହିଲେ, ହେ ଆମ୍ଭର ପୁତ୍ର, ପରମେଶ୍ବର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।

30 Then, after washing his face, he came out, and controlling his feelings said, Put food before us.ତା'ପରେ ଯୋଷଫେ ଆଉ ଅଧିକ ସମୟ ନିଜର ଦୟା ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶିଘ୍ର ସମାନଙ୍କେ ପାଖରୁ ଆଉ ଗୋଟିଏ କଠାେରୀକୁ ଗଲେ ଏବଂ କାନ୍ଦିଲେ।

31 And they put a meal ready for him by himself, and for them by themselves, and for the Egyptians who were with him by themselves; because the Egyptians may not take food with the Hebrews, for that would make them unclean.ତା'ପରେ ସେ ନିଜକୁ ନିଯନ୍ତ୍ରଣ ରେ ରଖିଲେ ଓ ମୁହଁ ଧୋଇ ବାହାରକୁ ଆସିଲେ ଓ ତା'ପରେ କହିଲେ, ବର୍ତ୍ତମାନ ଖାଇବାର ସମୟ।

32 And they were all given their seats before him in order of birth, from the oldest to the youngest: so that they were looking at one another in wonder.ଯୋଷଫେର ଦାସମାନେ ଯୋଷଫଙ୍କେ ପାଇଁ ଏକ ଟବେୁଲ, ଏକ ଟବେୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟବେୁଲ ମିଶ୍ରୀଯମାନଙ୍କ ପାଇଁ ଯେଉଁମାନେ ସମାନଙ୍କେ ସହିତ ବସି ଖାଇଲେ। କାରଣ ଏବ୍ରୀଯମାନଙ୍କ ସହିତ ଭୋଜନ କରିବା ମିଶ୍ରୀଯମାନଙ୍କର ପ୍ରଥା ନଥିଲା। ମିଶ୍ରୀଯମାନେ ଏବ୍ରୀଯମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବଚେିତ ହୁଏ।

33 And Joseph sent food to them from his table, but he sent five times as much to Benjamin as to any of the others. And they took wine freely with him.ଯୋଷଫେର ଭାଇମାନେ ଯୋଷଫେର ଆଗ ଟବେୁଲ ରେ ଖାଇ ବସିଲେ। ତା'ର ଭାଇମାନେ ବଡ଼ରୁ ସାନ କ୍ରମ ରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଚାହୁଁଥାନ୍ତି। କ'ଣ ସବୁ ଘଟୁଛି ସମାନେେ ଆଶ୍ଚର୍ୟ୍ଯ ହେଉଥାନ୍ତି।

Oriya Bible