Genesis 42:20
କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମାେ ପାଖକୁ ନଇେ ଆସିବ। ତବେେ ମୁଁ ଜାଣିବି ତୁମ୍ଭମାନେେ ସତ କହୁଛ ଏବଂ ତୁମ୍ଭମାନେେ ଆଉ ମରିବ ନାହିଁ।
Genesis 42:20 in Other Translations
King James Version (KJV)
But bring your youngest brother unto me; so shall your words be verified, and ye shall not die. And they did so.
American Standard Version (ASV)
and bring your youngest brother unto me; so shall your words be verified, and ye shall not die. And they did so.
Bible in Basic English (BBE)
And come back to me with your youngest brother, so that your words may be seen to be true, and you will not be put to death. This is what you are to do.
Darby English Bible (DBY)
and bring your youngest brother to me, in order that your words be verified, and that ye may not die. And they did so.
Webster's Bible (WBT)
But bring your youngest brother to me; so shall your words be verified, and ye shall not die. And they did so.
World English Bible (WEB)
Bring your youngest brother to me; so will your words be verified, and you won't die." They did so.
Young's Literal Translation (YLT)
and your young brother ye bring unto me, and your words are established, and ye die not;' and they do so.
| But bring | וְאֶת | wĕʾet | veh-ET |
| your youngest | אֲחִיכֶ֤ם | ʾăḥîkem | uh-hee-HEM |
| brother | הַקָּטֹן֙ | haqqāṭōn | ha-ka-TONE |
| unto | תָּבִ֣יאוּ | tābîʾû | ta-VEE-oo |
| words your shall so me; | אֵלַ֔י | ʾēlay | ay-LAI |
| verified, be | וְיֵאָֽמְנ֥וּ | wĕyēʾāmĕnû | veh-yay-ah-meh-NOO |
| and ye shall not | דִבְרֵיכֶ֖ם | dibrêkem | deev-ray-HEM |
| die. | וְלֹ֣א | wĕlōʾ | veh-LOH |
| And they did | תָמ֑וּתוּ | tāmûtû | ta-MOO-too |
| so. | וַיַּֽעֲשׂוּ | wayyaʿăśû | va-YA-uh-soo |
| כֵֽן׃ | kēn | hane |
Cross Reference
Genesis 42:34
ଏହାପରେ ତୁମ୍ଭର ସାନଭାଇକୁ ମାେ ପାଖକୁ ଆଣ, ତବେେ ମୁଁ ଜାଣିବି ଯେ ତୁମ୍ଭମାନେେ ସାଧୁଲୋକ। ଯଦି ତୁମ୍ଭମାନେ ସତ୍ଯ କହୁଥାଅ ତବେେ ମୁଁ ତୁମ୍ଭର ଭାଇକୁ ତୁମ୍ଭମାନଙ୍କୁ ଫରୋଇ ଦବେି। ମୁଁ ତୁମ୍ଭକୁ ତୁମ୍ଭର ଭାଇ ଦବେି ଓ ତୁମ୍ଭମାନଙ୍କୁ ମାେ ଦେଶରୁ ଶସ୍ଯ କ୍ରଯ ପାଇଁ ମୁକ୍ତି କରି ଦବେି।'
Genesis 43:5
ଯଦି ତୁମ୍ଭେ ବିନ୍ଯାମୀନଙ୍କୁ ଆମ ସହିତ ନ ପଠାଅ। ତବେେ ଆମ୍ଭେ ଆଉ ସଠାେକୁ ୟିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦଇେଛି ଯେ ତୁମ୍ଭର ସାନଭାଇକୁ ନଆଣି ଏଠାକୁ ଆସିବ ନାହିଁ।
Genesis 44:23
କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, 'ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମାେତେ କବେେ ଦେଖିବ ନାହିଁ।'
Genesis 42:15
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ଯତାର ପ୍ରମାଣ ଦଖାେଅ। ଫାରୋଙ୍କ ନାମ ରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନା ଆସିବା ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କୁ ୟିବାକୁ ଦବେି ନାହିଁ।
Genesis 6:22
ତହିଁରେ ନୋହ ସହେିପରି କଲେ। ନୋହ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ।
Genesis 42:26
ତେଣୁ ତା'ର ଭାଇମାନେ ସହେି ଗଧମାନଙ୍କ ପିଠି ରେ ଶସ୍ଯ ଲଦି ସହେି ସ୍ଥାନ ପରିତ୍ଯାଗ କଲେ।
Genesis 43:19
ଯେତବେେଳେ ଯୋଷଫଙ୍କେ ଭାଇମାନେ ଯୋଷଫଙ୍କେ ଦାସଙ୍କୁ ଭଟେିଲେ, ସମାନେେ ତାଙ୍କ ସହିତ ଯୋଷଫଙ୍କେ ଘରର ଦ୍ବାର ସମ୍ମୁଖ ରେ କଥା ହେଲେ।
John 2:5
ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।