Genesis 42:1 in Oriya

Oriya Oriya Bible Genesis Genesis 42 Genesis 42:1

Genesis 42:1
ଯାକୁବ ଶୁଣିଲେ ଯେ, ମିଶର ରେ ପ୍ରଚୁର ଖାଦ୍ୟ ଶସ୍ଯ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, କିଛି ନକରି କାହିଁକି ତୁମ୍ଭେ ଅଳସୁଆ ହାଇେ ବସୁଛ?

Genesis 42Genesis 42:2

Genesis 42:1 in Other Translations

King James Version (KJV)
Now when Jacob saw that there was corn in Egypt, Jacob said unto his sons, Why do ye look one upon another?

American Standard Version (ASV)
Now Jacob saw that there was grain in Egypt, and Jacob said unto his sons, Why do ye look one upon another?

Bible in Basic English (BBE)
Now Jacob, hearing that there was grain in Egypt, said to his sons, Why are you looking at one another?

Darby English Bible (DBY)
And Jacob saw that there was grain in Egypt, and Jacob said to his sons, Why do ye look one upon another?

Webster's Bible (WBT)
Now when Jacob saw that there was corn in Egypt, Jacob said to his sons, Why do ye look one upon another?

World English Bible (WEB)
Now Jacob saw that there was grain in Egypt, and Jacob said to his sons, "Why do you look at one another?"

Young's Literal Translation (YLT)
And Jacob seeth that there is corn in Egypt, and Jacob saith to his sons, `Why do you look at each other?'

Now
when
Jacob
וַיַּ֣רְאwayyarva-YAHR
saw
יַֽעֲקֹ֔בyaʿăqōbya-uh-KOVE
that
כִּ֥יkee
was
there
יֶשׁyešyesh
corn
שֶׁ֖בֶרšeberSHEH-ver
in
Egypt,
בְּמִצְרָ֑יִםbĕmiṣrāyimbeh-meets-RA-yeem
Jacob
וַיֹּ֤אמֶרwayyōʾmerva-YOH-mer
said
יַֽעֲקֹב֙yaʿăqōbya-uh-KOVE
unto
his
sons,
לְבָנָ֔יוlĕbānāywleh-va-NAV
Why
לָ֖מָּהlāmmâLA-ma
look
ye
do
תִּתְרָאֽוּ׃titrāʾûteet-ra-OO

Cross Reference

Acts 7:12
ମିଶର ରେ ଶସ୍ଯଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସଠାେକୁ ପଠାଇଲେ।

Galatians 2:7
ଏହିସଲାକମାଲନସଦଖିଲଲସଯ, ପରଲମଶ୍ବର ପିତରଙ୍କ ଭଳିସମାଲତସଗାଟିଏ ବିଶଲଷ କାମସଦଇଛନ୍ତି। ପରଲମଶ୍ବର ଯିହୂଦୀମାନଙ୍କୁ ସୁସମାଚାର କହିବା ପାଇଁ ପିତରଙ୍କୁ ନିୟୁକ୍ତ କରିଛନ୍ତି। କିନ୍ତୁ ପରଲମଶ୍ବରସମାଲତ ଅଣଯିହୂଦୀମାନଙ୍କୁ ସୁସମାଚାର କହିବା କାମସଦଇଛନ୍ତି।

Hosea 5:13
ଇଫ୍ରଯିମ ତା'ର ପୀଡିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। ସମାନେେ ସହେି ମହାରାଜାଙ୍କୁ ସମାନଙ୍କେର ସମସ୍ଯା ଜଣାଇଲେ। କିନ୍ତୁ ରାଜା ସମାନଙ୍କେୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସମାନଙ୍କେର କ୍ଷତଗୁଡିକୁ ଆରୋଗ୍ୟ କରିପାରିବେ ନାହିଁ।

Jeremiah 8:14
ଆମ୍ଭମାନେେ କାହିଁକି ଶାନ୍ତଭାବେ ବସିଅଛୁ ? ଆସ, ଏକତ୍ରୀତ ହାଇେ ଆମ୍ଭମାନେେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଚାଲିୟିବା। ଆସ ସହେି ସ୍ଥାନ ରେ ଆମ୍ଭେ ମୃତ୍ଯୁବରଣ କରିବା। ଯେ ହତେୁ ସଦାପ୍ରଭୁ ଆମ୍ଭର ପରମେଶ୍ବର ଆମ୍ଭମାନଙ୍କୁ ନିରବ କରିଛନ୍ତି। ଆସ ବିଷାକ୍ତ ପାଣି ପିଇବା, ଯେ ହତେୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛୁ।

Ezra 10:4
ହେ ଏଜ୍ରା, ଉଠନ୍ତୁ, କାରଣ ଏହା ତୁମ୍ଭ ଉପରେ ଏହି କାର୍ୟ୍ଯର ଭାର ଅଛି, ତେଣୁ ଆମ୍ଭମାନେେ ତୁମ୍ଭକୁ ସାହାୟ୍ଯ କରିବୁ। ସାହସିକ ହାଇେ ଏହି କାର୍ୟ୍ଯ କରନ୍ତୁ।

2 Kings 8:3
ପୁଣି ସାତବର୍ଷ ସମାପ୍ତି ପରେ ସେ ସ୍ତ୍ରୀ ଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫରେି ଆସିଲା।

1 Kings 19:3
ଯେତବେେଳେ ଏଲିଯ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସବେକ ସହିତ ଯିହୁଦାର ବରେଶବୋକୁ ଗ୍ଭଲିଗଲେ ଓ ତାକୁ ସେ ସଠାେରେ ଛାଡିଲେ।

Joshua 7:10
ତେଣୁ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭେ କାହିଁକି ଏପରି ଅଧମକ୍ସ୍ଟଖ ହାଇେ ଭୂମିରେ ପଡିଅଛ? ଛିଡା ହକ୍ସ୍ଟଅ!

Exodus 20:18
ସେତବେେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀ ଧ୍ବନି ଓ ଧୂମୟୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସମାନେେ କମ୍ପିତ ହାଇେ ଦୂର ରେ ଠିଆ ହେଲ।

Exodus 5:19
ଇଶ୍ରାୟେଲୀୟ ବଂଶୀଯ କାର୍ୟ୍ଯଦକ୍ଷମାନେ ଜାଣିଲେ ଯେ ସମାନେେ ଅସୁବିଧା ରେ ପଡ଼ିଗଲେ ଏବଂ ସମାନେେ ଜାଣିଲେ ଯେ ସମାନେେ ପୂର୍ବପରି ସତେିକି ସଂଖ୍ଯକ ଇଟା ତିଆରି କରିପାରିବେ ନାହିଁ।

Genesis 42:2
ମୁଁ ଶୁଣିଛି ଯେ ମିଶର ରେ ଖାଦ୍ୟଶସ୍ଯ ବିକ୍ରଯ କରାଯାଉ ଅଛିା ତେଣୁ ତୁମ୍ଭେ ୟାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ଯ କିଣିଆଣ। ତହିଁରେ ଆମ୍ଭମାନେେ ମରି ନୟାଇ ବଞ୍ଚି ପାରିବା।

Genesis 41:57
ସର୍ବଦେଶୀଯ ଲୋକମାନେ ମିଶର ଦେଶ ରେ ଶସ୍ଯ କିଣିବା ପାଇଁ ଯୋଷଫଙ୍କେ ନିକଟକୁ ଆସିଲେ। ଯେ ହତେୁ ସବୁ ଦେଶ ରେ ଦୁର୍ଭିକ୍ଷ ପ୍ରବଳ ଥିଲା।

Genesis 41:54
ଏବଂ ଏହାପରେ ସାତବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷଫେ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶର ରେ ଅବା ଅନ୍ୟ କୌଣସି ଦେଶ ରେ। କିନ୍ତୁ ମିଶର ରେ ଖାଦ୍ୟ ଥିଲା।