Genesis 41:16 in Oriya

Oriya Oriya Bible Genesis Genesis 41 Genesis 41:16

Genesis 41:16
ଯୋଷଫେ ଉତ୍ତର ଦଲୋ, ମୁଁ ପାରିବି ନାହିଁ। କିନ୍ତୁ ହାଇପୋ ରେ ପରମେଶ୍ବର ଏହାର ଅର୍ଥ କରିପାରନ୍ତି।

Genesis 41:15Genesis 41Genesis 41:17

Genesis 41:16 in Other Translations

King James Version (KJV)
And Joseph answered Pharaoh, saying, It is not in me: God shall give Pharaoh an answer of peace.

American Standard Version (ASV)
And Joseph answered Pharaoh, saying, It is not in me: God will give Pharaoh an answer of peace.

Bible in Basic English (BBE)
Then Joseph said, Without God there will be no answer of peace for Pharaoh.

Darby English Bible (DBY)
And Joseph answered Pharaoh, saying, It is not in me: God will give Pharaoh an answer of peace.

Webster's Bible (WBT)
And Joseph answered Pharaoh, saying, It is not in me: God will give Pharaoh an answer of peace.

World English Bible (WEB)
Joseph answered Pharaoh, saying, "It isn't in me. God will give Pharaoh an answer of peace."

Young's Literal Translation (YLT)
and Joseph answereth Pharaoh, saying, `Without me -- God doth answer Pharaoh with peace.'

And
Joseph
וַיַּ֨עַןwayyaʿanva-YA-an
answered
יוֹסֵ֧ףyôsēpyoh-SAFE

אֶתʾetet
Pharaoh,
פַּרְעֹ֛הparʿōpahr-OH
saying,
לֵאמֹ֖רlēʾmōrlay-MORE
me:
in
not
is
It
בִּלְעָדָ֑יbilʿādāybeel-ah-DAI
God
אֱלֹהִ֕יםʾĕlōhîmay-loh-HEEM
Pharaoh
give
shall
יַֽעֲנֶ֖הyaʿăneya-uh-NEH
an
answer
אֶתʾetet
of

שְׁל֥וֹםšĕlômsheh-LOME
peace.
פַּרְעֹֽה׃parʿōpahr-OH

Cross Reference

Genesis 40:8
ସହେି ଦୁଇ ବନ୍ଦୀ ଉତ୍ତର ଦେଲେ, ଆମ୍ଭେ କାଲି ରାତି ରେ ସ୍ବପ୍ନ ଦେଖିଲୁ। କିନ୍ତୁ ତାହା ବୁଝି ପାରୁନାହୁଁ। ସହେି ସ୍ବପ୍ନର ବ୍ଯାଖ୍ଯା କରିବାକୁ କହେି ନାହିଁ।

2 Corinthians 3:5
ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରିପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ଯ ପରମେଶ୍ବରଙ୍କଠାରୁ ପ୍ରାପ୍ତ ହାଇେଛି।

Acts 3:12
ତୁମ୍ଭମାନେେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଅମ୍ଭ ଶକ୍ତି ବା ଭକ୍ତି ବଳ ରେ ଏହି ଲୋକକୁ ଚ଼ାଲିବାକୁ ଦଲେୁ।

Daniel 2:47
ତତ୍ପ ରେ ଦାନିୟେଲଙ୍କୁ ରାଜା କହିଲେ, ମୁଁ ଜାଣେ ତୁମ୍ଭର ପରମେଶ୍ବର ସମସ୍ତ ଈଶ୍ବରଗଣର ପରମେଶ୍ବର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷଯଗୁଡିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମାେତେ ଏହି ନିଗୂଢ କଥା ପ୍ରକାଶ କରିବାକୁ ସମର୍ଥ ଅଟ।

Numbers 12:6
ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।

1 Corinthians 15:10
କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।

Acts 14:14
କିନ୍ତୁ ବର୍ଣ୍ଣବ୍ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚ଼ିରି ପକାଇଲେ। ସମାନେେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ:

Acts 3:7
ଏହା କହି ପିତର ତା'ର ଡ଼ାହାଣ ହାତ ଧରି ଉେଠଇଲେ। ସଙ୍ଗେ ସଙ୍ଗେ ତା' ଗୋଡ଼ ଓ ପାଦ ଶକ୍ତ ହାଇଗେଲା। ସେ ଡ଼ଇେଁ ପଡ଼ି ଚ଼ାଲିବାକୁ ଆରମ୍ଭ କଲା

Luke 19:42
ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।

Daniel 4:2
ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।

Daniel 2:28
ମାତ୍ର ସ୍ବର୍ଗସ୍ଥ ପରମେଶ୍ବର ହିଁ କବଳେ ନିଗୂଢ ବିଷଯମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ଯ ପରମେଶ୍ବର ନବୂଖଦ୍ନିତ୍ସଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ବପ୍ନ ଥିଲା ଏବଂ ଏହି ଗୁଡିକୁ ଆପଣ ବିଛଣା ରେ ଶୋଇଥିଲା ବେଳେ ଦେଖିଲେ।

Daniel 2:18
ଦାନିୟେଲ ତା'ର ସାଙ୍ଗମାନଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ବର୍ଗସ୍ଥ ପରମେଶ୍ବର ନିଗୂଢ ତଥ୍ଯ ଜଣାଇଲେ, ସେ ଓ ତା'ର ସାଙ୍ଗମାନେ ମୃତ୍ଯୁମୁଖରୁ ରକ୍ଷା ପାଇବେ।

2 Kings 6:27
ଇଶ୍ରାୟେଲର ରାଜା କହିଲେ, ଯଦି ସଦାପ୍ରଭୁ ତୁମ୍ଭକୁ ସାହାୟ୍ଯ ନ କରନ୍ତି ତବେେ ମୁଁ କିପରି ତୁମ୍ଭକୁ ସାହାୟ୍ଯ କରି ପାରିବି? ମାେ ପାଖ ରେ ତୁମ୍ଭକୁ ଦବୋକୁ କିଛି ନାହିଁ। ଶସ୍ଯ ଖଳା ରେ ଶସ୍ଯ ନାହିଁକି ଦ୍ରାକ୍ଷାକ୍ଷେତ୍ର ରେ ଦ୍ରାକ୍ଷାରସ ନାହିଁ।

Genesis 37:14
ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।