Index
Full Screen ?
 

Genesis 41:15 in Oriya

Genesis 41:15 Oriya Bible Genesis Genesis 41

Genesis 41:15
ଫାରୋ ଯୋଷଫଙ୍କେୁ ପଚାରିଲେ, ମୁଁ ଏକ ସ୍ବପ୍ନ ଦେଖିଲି। କିନ୍ତୁ କୌଣସି ଲୋକ ଏହି ସ୍ବପ୍ନର ଅର୍ଥ କରିପାରୁ ନାହାଁନ୍ତି। ମୁଁ ଶୁଣିଲି ଯେ ତୁମ୍ଭେ ସ୍ବପ୍ନର ଅର୍ଥ କରି ପାରୁଛ। ଯଦି କହେି ତୁମ୍ଭକୁ ସ୍ବପ୍ନ ବିଷଯ ରେ କୁ ହେ।

And
Pharaoh
וַיֹּ֤אמֶרwayyōʾmerva-YOH-mer
said
פַּרְעֹה֙parʿōhpahr-OH
unto
אֶלʾelel
Joseph,
יוֹסֵ֔ףyôsēpyoh-SAFE
I
have
dreamed
חֲל֣וֹםḥălômhuh-LOME
dream,
a
חָלַ֔מְתִּיḥālamtîha-LAHM-tee
and
there
is
none
וּפֹתֵ֖רûpōtēroo-foh-TARE
that
can
interpret
אֵ֣יןʾênane
I
and
it:
אֹת֑וֹʾōtôoh-TOH
have
heard
וַֽאֲנִ֗יwaʾănîva-uh-NEE
say
שָׁמַ֤עְתִּיšāmaʿtîsha-MA-tee
of
עָלֶ֙יךָ֙ʿālêkāah-LAY-HA
understand
canst
thou
that
thee,
לֵאמֹ֔רlēʾmōrlay-MORE
a
dream
תִּשְׁמַ֥עtišmaʿteesh-MA
to
interpret
חֲל֖וֹםḥălômhuh-LOME
it.
לִפְתֹּ֥רliptōrleef-TORE
אֹתֽוֹ׃ʾōtôoh-TOH

Cross Reference

Daniel 5:16
ମୁଁ ତୁମ୍ଭ ବିଷଯ ରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦହେ ଭଞ୍ଜନ କରିପାର। ଏତେ ତୁମ୍ଭେ ଯଦି ଏହି ଲଖାେ ପାଠ କରି ତହିଁର ଅର୍ଥ ମାେତେ ଜଣାଇ ପାର, ତବେେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦବେି ଓ ତୁମ୍ଭ କଣ୍ଠ ରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମାେ ରାଜ୍ଯ ରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହବେ।

Genesis 41:9
ସେତବେେଳେ ମୂଖ୍ଯ ପାନପାତ୍ର ବାହକ ଫାରୋଙ୍କୁ ନିବଦନେ କଲା। ସେ କହିଲା, ମୁଁ ଆଜି ସ୍ମରଣ କରୁଛି ଏକ ଅପରାଧ ମୁଁ କରିଥିଲି।

Psalm 25:14
ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।

Daniel 5:12
ମୁଁ ଯେଉଁ ବ୍ଯକ୍ତି ବିଷଯ ରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦଇେଥିଲେ। ସହେି ବେଲ୍ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ବପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ ତଥ୍ଯ ପ୍ରକାଶ କରିପାରନ୍ତି। ତାଙ୍କୁ ଡକାଅ। ସେ କବଳେ ଏ ଲଖାରେ ଅର୍ଥ ବୁଝାଇ ଦବେେ।

Chords Index for Keyboard Guitar